Cross references
ତହିଁରେ ପରମେଶ୍ବରଙ୍କ ଲୋକ ଯେଉଁ ସ୍ଥାନ ବିଷଯ ରେ ସାବଧାନ କରାଇଥିଲେ ଇଶ୍ରାୟେଲର ରାଜା ତାଙ୍କ ଲୋକମାନଙ୍କୁ ସହେି ସ୍ଥାନ ବିଷଯ ରେ ଜଣାଇ ସତର୍କ କରାଇଲେ। ଏହିପରି ଇଶ୍ରାୟେଲର ରାଜା ବହୁତ କମ ଲୋକମାନଙ୍କୁ ରକ୍ଷା କଲେ।
କିନ୍ତୁ ହୁଏତ ପରମେଶ୍ବର ଏପରି ଭାବରେ କହନ୍ତି ଯେ ମନୁଷ୍ଯମାନେ ବୁଝିପାରନ୍ତି ନାହିଁ।
ମୁଁ କହିଛି କିନ୍ତୁ ଆଉ ଥରେ କ ହେ ନାହିଁ। ମୁଁ ଦୁଇଥର କହିଛି କିନ୍ତୁ ତା'ଠାରୁ ଅଧିକ କିଛି କହିପାରିବି ନାହିଁ।
ପରମେଶ୍ବର ଆମ୍ଭମାନଙ୍କ ଜୀବନର ଅନକେ ପ୍ରକାର କାର୍ୟ୍ଯ କରନ୍ତି, ମାତ୍ର ଯେ ଏସମସ୍ତ କରନ୍ତି, ସହେି ପରମେଶ୍ବର ଏକ ଅଟନ୍ତି।
ପରମେଶ୍ବର ଆମ୍ଭକୁ ଏଥିପାଇଁ ପ୍ରସ୍ତୁତ କରିଛନ୍ତି, ଓ ସେ ଯାହା ପ୍ରତିଜ୍ଞା କରିଥିଲେ ତାହା ଆମ୍ଭକୁ ପ୍ରଦାନ କରିବେ ବୋଲି ଆତ୍ମା ଏଥିର ସାକ୍ଷ୍ଯ ଦିଏ।
ମୁଁ ପ୍ରଭୁଙ୍କୁ ତିନି ଥର ପ୍ରାର୍ଥନା କଲି ଯେ ସେ ଏହି କଣ୍ଟକଟିକୁ ମାେ ଠାରୁ ଦୂ ରଇେ ଦିଅନ୍ତୁ।
ପରମେଶ୍ବର ନିଜ ଯୋଜନା ଓ ଇଚ୍ଛା ଅନୁସାରେ ସମସ୍ତ ଘଟଣା ଘଟାନ୍ତି। ଖ୍ରୀଷ୍ଟଙ୍କଠା ରେ ବିଶ୍ବାସ କରୁଥିବା ହତେୁ ପରମେଶ୍ବର ଆମ୍ଭକୁ ତାହାଙ୍କର ଲୋକ ହବୋ ପାଇଁ ବାଛିଲେ। ଏକଥା ସେ ନିଜ ଇଚ୍ଛାନୁସା ରେ ଅନାଦି କାଳରୁ ଠିକ୍ କରି ରଖିଥିଲେ।
ପରମେଶ୍ବର ତୁମ୍ଭ ମଧିଅରେ କାର୍ୟ୍ଯ କରୁଛନ୍ତି। ତାହାଙ୍କୁ ସନ୍ତୁଷ୍ଟ କଲା ଭଳି କାର୍ୟ୍ଯ କରିବା ନିମନ୍ତେ ସେ ତୁମ୍ଭକୁ ଇଚ୍ଛାଶକ୍ତି ଦିଅନ୍ତି ଓ ତାହା ସାଧନ କରିବାକୁ ଶକ୍ତି ମଧ୍ଯ ଦିଅନ୍ତି।
ଖ୍ରୀଷ୍ଟ ମାେତେ ଦଇେଥିବା ମହାନ୍ ଶକ୍ତି ବଳ ରେ ସଂଘର୍ଷ କରି ମୁଁ ଏହି କାମଟି କରୁଛି। ଏହି ଶକ୍ତି ମାେ ଜୀବନ ରେ କାମ କରୁଛି।
ମୁଁ ପ୍ରାର୍ଥନା କରୁଛି, ଯେ ତାହାଙ୍କୁ ପ୍ରସନ୍ନ କଲାଭଳି କାର୍ୟ୍ଯଗୁଡ଼ିକ ପରମେଶ୍ବର ଆମ୍ଭ ଦ୍ବାରା କରାଉଥାଆନ୍ତୁ। ଯୀଶୁଖ୍ରୀଷ୍ଟଙ୍କ ମାଧ୍ଯମ ରେ ସେ ଏପରି କରନ୍ତୁ ବୋଲି ମୁଁ କହୁଛି। ସଦାସର୍ବଦା ଯୀଶୁଙ୍କ ମହିମା ହେଉ। ଆମେନ୍ !