ପରମେଶ୍ବର ମାରେ ପାଦ ଦୁଇଟିକୁ ଶୃଙ୍ଖଳାବଦ୍ଧ କରନ୍ତି। ମୁଁ ଯାହା କରେ ପରମେଶ୍ବର ତାହା ଲକ୍ଷ୍ଯ କରନ୍ତି।'
Cross references
ତୁମ୍ଭେ ମାେ ପାଦ ରେ ବଡ଼େି ବାନ୍ଧିଛ ଏବଂ ମାରେ ପ୍ରେତ୍ୟକକ ଆଗଇବୋ ପାଦକୁ ଲକ୍ଷ୍ଯ ରଖିଛ ଓ ମାରେ ପ୍ରେତ୍ୟକକ ଗତିବିଧିକୁ ଲକ୍ଷ୍ଯ କରୁଛ।
ତୁମ୍ଭେ ତଥାପି ମାରେ ପ୍ରତିଟି ପଦକ୍ଷପକେୁ ନିରୀକ୍ଷଣ କରୁଛ, କିନ୍ତୁ ତୁମ୍ଭେ ମାରେ ପାପଗୁଡ଼ିକୁ ମନେ ପକାଇବ ନାହିଁ।
ମୁଁ ଯାହାକରେ ବା ପଦକ୍ଷପେ ଗ୍ରହଣ କରେ, ପରମେଶ୍ବର ସେ ସବୁ ଜାଣନ୍ତି ଓ ଦେଖନ୍ତି।
ସମାନେେ ୟୋଷଫଙ୍କେର ପାଦରେ ବଡ଼େି ପକାଇଲେ। ସମାନେେ ଏକ ଲୁହାର କଡ଼ା ତା'ର ବକରେେ ପକାଇଲେ।
ତେଣୁ ପଶ୍ହୂର ଭବିଷ୍ଯଦବକ୍ତା ଯିରିମିୟଙ୍କୁ ପ୍ରହାର କରି, ସଦାପ୍ରଭୁଙ୍କ ଗୃହସ୍ଥିତ ବିନ୍ଯାମୀନର ଉପର ଫାଟକରେ ଥିବା ହରିକାଠ ରେ ତାକୁ ବନ୍ଦ କରି ରଖିଲା।
ପୁଣି ପୃଥିବୀ ନିବାସୀ ସମସ୍ତେ ତୁଚ୍ଛ ବସ୍ତୁ ସଦୃଶ। ଆଉ ସ୍ବର୍ଗୀଯ ଶକ୍ତି ବଳ ରେ ପରମେଶ୍ବର ନିଜ ଇଚ୍ଛାନୁସା ରେ ପୃଥିବୀ ନିବାସୀମାନଙ୍କ ମଧିଅରେ କାର୍ୟ୍ଯ କରନ୍ତି। କହେି ତାଙ୍କର ଶକ୍ତିଶାଳୀ ହସ୍ତ ବନ୍ଦ କରି ନପା ରେ ଓ କହେି ତାଙ୍କୁ କିଛି ପ୍ରଶ୍ନ କରି ନପା ରେ।
ସେ ଏପରି ଆଦେଶ ପାଇ ସମାନଙ୍କେୁ ଭିତର କୋଠରୀ ଭିତ ରେ ରଖି ଦେଲେ। ସେ ସମାନଙ୍କେର ଗୋଡ଼ ବଡ଼ ବଡ଼ କାଠ ଗଣ୍ଡି ସହିତ ବାନ୍ଧି ପକାଇ ଦେଲେ।