Home Bibles ଆୟୁବ ପୁସ୍ତକ 32:5 · ଓଡ଼ିଆ ବାଇବେଲ
ଆୟୁବ ପୁସ୍ତକ 32:5 · ଓଡ଼ିଆ ବାଇବେଲ

କିନ୍ତୁ ତା'ପରେ ଇଲୀହୁ ଦେଖିଲା ଆୟୁବର ତିନୋଟି ସାଙ୍ଗଙ୍କର ଅଧିକ କିଛି କହିବାର ନାହିଁ। ତେଣୁ ସେ ରାଗିଗଲା।

Cross references

ଯାତ୍ରା ପୁସ୍ତକ 32:19

ମାଶାେ ଛାଉଣୀର ନିକଟକୁ ଆସିଲେ। ସେ ସହେି ସୁବର୍ଣ୍ଣର ବାଛୁରୀ ଦେଖିଲେ ଏବଂ ସେ ଲୋକମାନଙ୍କୁ ନାଚୁଥିବାର ଦେଖିଲେ। ମାଶାେ ରାଗିଗଲେ। ସେ ରାଗ ରେ ସହେି ପ୍ରସ୍ତର ଫଳକକୁ ପର୍ବତ ତଳେ ଫିଙ୍ଗି ଚୁନା କରି ଦେଲେ।

ଆୟୁବ ପୁସ୍ତକ 32:2

କିନ୍ତୁ ସଠାେରେ ଜଣେ ୟୁବକ ଇଲୀହୁ ଉପସ୍ଥିତ ଥିଲା। ସେ ବାରେଖଲର ପୁଅ ଥିଲା। ବାରେଖଲ ବୂଷୀଯ ନାମକ ଜଣେ ବ୍ଯକ୍ତିର ବଂଶଧର ଥିଲା। ଇଲୀହୂ ରାମ୍ ପରିବାରର ଲୋକ ଥିଲା। ଇଲୀହୂ ଆୟୁବ ଉପରେ ରାଗ କରିଥିଲା। କାହିଁକି ? କାରଣ ଆୟୁବ ନିଜେ ଠିକ୍ ବୋଲି ଘାଷେଣା କରୁଥିଲା। ଆୟୁବ କହୁଥିଲା ସେ ଠିକ୍ ଏବଂ ପରମେଶ୍ବର ଭୁଲ୍।

Interlinear

Choose Theme