Home Bibles ଆୟୁବ ପୁସ୍ତକ 32:18 · ଓଡ଼ିଆ ବାଇବେଲ
ଆୟୁବ ପୁସ୍ତକ 32:18 · ଓଡ଼ିଆ ବାଇବେଲ

ମାରେ ବହୁତ କିଛି କହିବାର ଅଛି ଯେ ମୁଁ ପ୍ରାଯତଃ ବିସ୍ଫୋରଣ କରିୟିବି।

Cross references

ଆୟୁବ ପୁସ୍ତକ 4:2

'ମୁଁ ନିଶ୍ଚଯ କିଛି କହିବି, ଏହାଦ୍ବାରା ତୁମ୍ଭେ ଦୁଃଖିତ ହବେ କି ?

ଗୀତସଂହିତା 39:3

ମୁଁ ଅତି କୋର୍ଧିତ ଥିଲି। ମୁଁ ଯେତବେେଳେ ମାରେ କୋର୍ଧ ବିଷଯରେ ଭାବିଲି ଆହୁରି ଅଧିକ କୋର୍ଧୀ ହଲିେ। ତଣେୁ ମୁଁ ଜିହ୍ବାରେ କିଛି କହି ପକାଇଲି।

ଯିରିମିୟ 20:9

ସମଯେ ସମଯେ ମୁଁ ନିଜେ ନିଜକୁ କ ହେ, ମୁଁ ଆଉ ସଦାପ୍ରଭୁଙ୍କ ବିଷଯ କହିବି ନାହିଁ କି ତାଙ୍କ ପାଇଁ ପ୍ରଚାର କରିବି ନାହିଁ। ମାତ୍ର ଏହା କହିଲା ବେଳେ ମାେ ଅସ୍ଥି ମଜ୍ଜା ମଧିଅରେ ଯେପରି ପ୍ରଭୁଙ୍କର ବାଣୀ ଅଗ୍ନିତୁଲ୍ଯ ଜଳି ଉେଠ। ମୁଁ ହୃଦଯ ମଧିଅରେ ତାକୁ ସମ୍ଭାଳି ରଖିପା ରେ ନାହିଁ। ସଗେୁଡ଼ିକୁ ଭିତ ରେ ଧରି ରଖିବା ପାଇଁ ଚେଷ୍ଟା କଲି କିନ୍ତୁ ମୁଁ ତାହା କରିବା ପାଇଁ ଅସମର୍ଥ ହଲିେ।

ଯିହିଜିକଲ 3:14

ତା'ପ ରେ ଆତ୍ମା ମାେତେ ଉପରକୁ ଉଠାଇ ନଇଗେଲା। ମୁଁ ଦୁଃଖିତ ହୃଦଯ ରେ କୋରଧିତ ହାଇେ ଗମନ କଲି ଏବଂ ସଦାପ୍ରଭୁଙ୍କର ହସ୍ତ ମାେତେ ଧରିଥିଲା।

ରେରିତମାନଙ୍କ କାର୍ଯ୍ୟର ବିବରଣ 4:20

ସମାନେେ ପ୍ ରରେିତମାନଙ୍କୁ ଦଣ୍ଡ ଦବୋପାଇଁ ବାଟ ପାଇଲେ ନାହିଁ, କାରଣ ଲୋକେ ଏ ଘଟଣା ପାଇଁ ପରମେଶ୍ବରଙ୍କର ଗୁଣଗାନ କରୁଥିଲେ।

କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 5:13

ଆମ୍ଭେ ଯଦି ପାଗଳ, ତାହା ପରମେଶ୍ବରଙ୍କ ପାଇଁ।

Interlinear

Choose Theme