Home Bibles ଆୟୁବ ପୁସ୍ତକ 32:16 · ଓଡ଼ିଆ ବାଇବେଲ
ଆୟୁବ ପୁସ୍ତକ 32:16 · ଓଡ଼ିଆ ବାଇବେଲ

ଆୟୁବ ଏହି ଲୋକମାନଙ୍କର ଉତ୍ତରକୁ ମୁଁ ଅପେକ୍ଷା କଲି କିନ୍ତୁ ବର୍ତ୍ତମାନ ସମାନେେ ନୀରବ। ସମାନେେ ତୁମ୍ଭସହ ୟୁକ୍ତି କରିବା ବନ୍ଦ କରି ଦଇେଛନ୍ତି।

Cross references

ଆୟୁବ ପୁସ୍ତକ 13:5

ମୁଁ ଚା ହେଁ ତୁମ୍ଭେ ଅନ୍ତତଃ ନିରବ ରୁହ ତାହା ସବୁଠାରୁ ବୁଦ୍ଧିମାନର କାମ ତୁମ୍ଭେ କରିବ।

ହିତୋପଦେଶ 17:28

ଅଜ୍ଞାନମାନେ ଚୁପ୍ ରହିଲେ ଜ୍ଞାନବାନ ଗଣିତ ହୁଏ। ପୁଣି ସେ ଆପଣା କଥା ବନ୍ଦ କଲେ ବୁଦ୍ଧିମାନ ଗଣିତ ହୁଏ।

ଆମୋଷ 5:13

ସେତବେେଳେ ଜ୍ଞାନୀ ବ୍ଯକ୍ତିମାନେ ନୀରବ ରହିବେ କାରଣ ସମୟ ଅତି ମନ୍ଦ ଅଟେ।

ଯାକୁବଙ୍କ ପତ୍ 1:19

ମାେ ପ୍ରିୟ ଭାଇ ଓ ଭଉଣୀମାନେ, କହିବା ଅପେକ୍ଷା ଶୁଣିବା ରେ ବେଶି ଇଚ୍ଛୁକ ହୁଅ। ସଜହଜ ରେ ରାଗି ଯାଅ ନାହିଁ।

Interlinear

Choose Theme