Home Bibles ଆୟୁବ ପୁସ୍ତକ 32:12 · ଓଡ଼ିଆ ବାଇବେଲ
ଆୟୁବ ପୁସ୍ତକ 32:12 · ଓଡ଼ିଆ ବାଇବେଲ

ଆପଣ ଯେଉଁ ଜିନିଷ କହିଲେ ତାହା ସାବଧାନ ହାଇେ ଶୁଣିଲି। ଆପଣମାନଙ୍କ ମଧ୍ଯରୁ ଜଣେ କହେି ଆୟୁବଙ୍କୁ ଭୁଲ୍ ବୋଲି ପ୍ରମାଣ କରିପାରିଲା ନାହିଁ, କିମ୍ବା ତାଙ୍କର ୟୁକ୍ତିର ଉତ୍ତର ଦଇପୋରିଲ ନାହିଁ।

Cross references

ଆୟୁବ ପୁସ୍ତକ 32:3

ଇଲୀହୁ ମଧ୍ଯ ଆୟୁବର ତିନି ବନ୍ଧୁ ଉପରେ ରାଗି ଥିଲା। କାହିଁକି ? କାରଣ ଆୟୁବର ତିନିବନ୍ଧୁ ଆୟୁବର ୟୁକ୍ତିର ଉତ୍ତର ଦଇପୋରିଲେ ନାହିଁ। କିନ୍ତୁ ତଥାପି ସମାନେେ ଆୟୁବକୁ ଦୋଷ ଦେଲେ।

ତୀମଥିଙ୍କ ପ୍ରତି ପ୍ରଥମ ପତ୍ର 1:7

ସହେି ଲୋକମାନେ ବ୍ଯବସ୍ଥାର292 ଶିକ୍ଷାଦାତା ହବୋକୁ ଚାହାଁନ୍ତି। କିନ୍ତୁ ସମାନେେ କ'ଣ କହୁଛନ୍ତି, ତାହା ଜାଣନ୍ତି ନାହିଁ। ସମାନେେ ଯେଉଁ ବିଷୟଗୁଡ଼ିକୁ ନିଶ୍ଚତ ଭାବେ ଜାଣିବା ଭଳି ଜାରେ ଦଇେ କହୁଛନ୍ତି, ସହେି ଶିକ୍ଷାଗୁଡ଼ିକୁ ସମାନେେ ନିଜେ ମଧ୍ଯ ବୁଝି ନ ଥାନ୍ତି।

Interlinear

Choose Theme