ସହେି ଚିହ୍ନକୁ ମୁଁ ଗଳାର ମାଳି କରି ପିନ୍ଧିବି। ତାହାକୁ ମାେ ମୁଣ୍ଡ ଉପରେ ମୁକୁଟ ଭଳି ଥୋଇବି।
Cross references
ଏହାପରେ ଇଶ୍ରାୟେଲ ସନ୍ତାନଗଣକୁ ସ୍ମରଣ କରିବା ନିମନ୍ତେ ତୁମ୍ଭେ ସହେି ଦୁଇ ମଣି ଏଫୋଦର ଦୁଇସ୍କନ୍ଧ ପଟି ରେ ଦବେ। ତହିଁରେ ହାରୋଣ ସ୍ମରଣାର୍ଥେ ସଦାପ୍ରଭୁଙ୍କ ସମ୍ମୁଖ ରେ ଆପଣା ଦୁଇ ସ୍କନ୍ଧ ରେ ସମାନଙ୍କେ ନାମ ବହିବ।
ଧାର୍ମିକତା ମାରେ ବସ୍ତ୍ର ନ୍ଯାଯ ମାରେ ଚୋଗା ଓ ମାରେ ପଗଡ଼ି ଥିଲା।
ପୁଣି ମୁଁ ଦାଉଦ ବଂଶର ଚାବି ତାହାର କାନ୍ଧ ରେ ରଖିବି। ସେ ଦ୍ବାର ଖାଲିେଲେ କହେି ବନ୍ଦ କରିପାରିବେ ନାହିଁ। ପୁଣି ସେ ବନ୍ଦ କଲେ କହେି ଖାଲିବେେ ନାହିଁ। ମାରେ ସହେି ଦାସ ନିଜର ପିତୃବଂଶର ଗୌରବର ସିଂହାସନ ସ୍ବରୂପ ହବେ।
ଆଉ ତୁମ୍ଭେ ସଦାପ୍ରଭୁଙ୍କ ହସ୍ତ ରେ ଗୋଟିଏ ସୁନ୍ଦର ମୁକୁଟ ସ୍ବରୂପ ଓ ତୁମ୍ଭେ ସଦାପ୍ରଭୁଙ୍କ ହସ୍ତ ରେ ଗୋଟିଏ ରାଜକିରୀଟ ସ୍ବରୂପ ହବେ।
ମାେ ପ୍ରିୟ ଭାଇ ଓ ଭଉଣୀମାନେ ! ମୁଁ ତୁମ୍ଭକୁ ଭଲ ପାଏ ଓ ଦେଖିବାକୁ ଇଚ୍ଛା କରେ। ତୁମ୍ଭେ ମାରେ ଆନନ୍ଦ ଓ ମାରେ ଗର୍ବ। ମୁଁ କହିଥିଲା ଭଳି ପ୍ରଭୁଙ୍କୁ ଅନୁସରଣ କରି ଚାଲିଥାଅ।