Home Bibles ଆୟୁବ ପୁସ୍ତକ 31:2 · ଓଡ଼ିଆ ବାଇବେଲ
ଆୟୁବ ପୁସ୍ତକ 31:2 · ଓଡ଼ିଆ ବାଇବେଲ

ସର୍ବଶକ୍ତିମାନ ପରମେଶ୍ବର ଲୋକଙ୍କ ପ୍ରତି କ'ଣ କରନ୍ତି ? ପରମେଶ୍ବର ତାଙ୍କ ବାସସ୍ଥଳ ସ୍ବର୍ଗରୁ କିପରି ଲୋକମାନଙ୍କୁ ବତନେ ଦିଅନ୍ତି।

Cross references

ଆୟୁବ ପୁସ୍ତକ 20:29

ସେଥିପାଇଁ ପ୍ରଭୁ ଦୁଷ୍ଟ ଲୋକଙ୍କ ପ୍ରତି ଯାହା କରିବେ, ତାହାହିଁ ପରମେଶ୍ବର ଯୋଜନା କରିଛନ୍ତି ତାଙ୍କୁ ଦବୋ ପାଇଁ।

ଆୟୁବ ପୁସ୍ତକ 27:13

ତେଣୁ ଏହା ହିଁ ପରମେଶ୍ବରଙ୍କ ଇଚ୍ଛା ଦୁଷ୍ଟଲୋକଙ୍କ ପାଇଁ, ଏହା ହିଁ ସର୍ବଶକ୍ତିମାନ ପରମେଶ୍ବରଙ୍କ ଇଚ୍ଛା ନିଷ୍ଠୁର ଲୋକମାନଙ୍କ ପ୍ରତି।

ଏବ୍ରୀ 13:4

ବିବାହକୁ ସବୁଲୋକଙ୍କ ଦ୍ବାରା ସମ୍ମାନ ମିଳିବା ଆବଶ୍ଯକ। ପ୍ରେତ୍ୟକକ ବିବାହକୁ କବଳେ ଦୁଇ ଜଣକ ଭିତ ରେ ନିର୍ଦ୍ଦିଷ୍ଟ ରଖିବା ଉଚିତ। ଯେଉଁମାନେ ୟୌନଗତ ପାପ ଓ ବ୍ଯଭିଚାର କରୁଛନ୍ତି ପରମେଶ୍ବର ସମାନଙ୍କେୁ ଦୋଷୀ ବୋଲି ବିଚାର କରିବେ।

Interlinear

Choose Theme