Home Bibles ଆୟୁବ ପୁସ୍ତକ 30:12 · ଓଡ଼ିଆ ବାଇବେଲ
ଆୟୁବ ପୁସ୍ତକ 30:12 · ଓଡ଼ିଆ ବାଇବେଲ

ସମାନେେ ମାରେ ଡ଼ାହାଣ ପଟରୁ ଆକ୍ରମଣ କରନ୍ତି। ସମାନେେ ମାରେ ପାଦକୁ ମାଠାରୁେ ଠଲେି ଦିଅନ୍ତି ଯାହା ମୁଁ ଗୋଟିଏ ଆକ୍ରାନ୍ତ ହାଇେଥିବା ସହର ମାେ ପାଚରେୀ ବିରୁଦ୍ଧ ରେ ସମାନେେ ମାଟିର ମଞ୍ଚ ନିର୍ମାଣ କରନ୍ତି।

Cross references

ଆୟୁବ ପୁସ୍ତକ 19:12

ପରମେଶ୍ବର ତାଙ୍କର ସୈନ୍ଯଦଳମାନଙ୍କୁ ମାେ ବିରୁଦ୍ଧ ରେ ଆକ୍ରମଣ କରିବାକୁ ପଠାଇଛନ୍ତି। ସମାନେେ ମାରେ ଚତୁଃପାଶର୍‌ବ ରେ ଆକ୍ରମଣ ପାଇଁ ଦୁର୍ଗ ନିର୍ମାଣ କରିଛନ୍ତି। ଏବଂ ସମାନେେ ମାରେ ଛାଉଣୀର ଚତୁଃପାଶର୍‌ବ ରେ ଛାଉଣୀ କରିଛନ୍ତି।

ଆୟୁବ ପୁସ୍ତକ 19:18

େଛାଟ ପିଲାମାନେ ମାେତେ ଦେଖି ଥଟ୍ଟା କରନ୍ତି ଓ ମାେତେ ଖରାପ କଥା କହି ଗାଳି ଦିଅନ୍ତି। ଯେତବେେଳେ ମୁଁ ତାଙ୍କ ପାଖକୁ ୟାଏ।

ଗୀତସଂହିତା 140:4

ହେ ସଦାପ୍ରଭୁ ଦୁଷ୍ଟ ଲୋକମାନଙ୍କଠାରୁ ମାେତେ ରକ୍ଷା କର। ଦୌରାତ୍ମ୍ଯକାରୀମାନଙ୍କଠାରୁ ମାେତେ ସୁରକ୍ଷା ଦିଅ। ଯେଉଁମାନେ ମାେ ପଛରେ ପଡ଼ିଛନ୍ତି ଏବଂ ଦୁଃଖ ଦବୋପାଇଁ ଯୋଜନା କରୁଛନ୍ତି।

ଯିଶାଇୟ 3:5

ଜଣେ ଅନ୍ୟ ଜଣଙ୍କ ଦ୍ବାରା ଓ ପ୍ରେତ୍ୟକକ ବ୍ଯକ୍ତି ଅନ୍ୟ ପ୍ରତିବାସୀ ଦ୍ବାରା ଆପଣା ପ୍ରତିବାସୀ ଦୁଃଖ କରିବେ। ବଳିଷ୍ଠ ବ୍ଯକ୍ତି, ବଯୋଜେଷ୍ଠ ବ୍ଯକ୍ତିଙ୍କୁ ଯତ୍ନ ନବେେ ନାହିଁ। ସାଧାରଣ ବ୍ଯକ୍ତି ମହତ ଲୋକମାନଙ୍କୁ ସମ୍ମାନ ଜଣାଇବେ ନାହିଁ।

Interlinear

Choose Theme