Home Bibles ☰ Books ଆୟୁବ ପୁସ୍ତକ 29:23 · ଓଡ଼ିଆ ବାଇବେଲ
ଆୟୁବ ପୁସ୍ତକ 29:23 · ଓଡ଼ିଆ ବାଇବେଲ

ଲୋକେ ବର୍ଷାକୁ ଅପେକ୍ଷା କଲାପରି ମାେ କଥା ଶୁଣିବାକୁ ଅପେକ୍ଷା କରୁଥିଲେ। ଲୋକେ ମାରେ କଥାକୁ ବସନ୍ତଋତୁର ବର୍ଷାଭଳି ପାନ କରୁଥିଲେ।

Cross references

ଗୀତସଂହିତା 72:6

ଭୂମିରେ ବୃଷ୍ଟି ତୁଲ୍ଯ, ଭୂମି ସଚେନକାରୀ ଜଳଧାରା ତୁଲ୍ଯ ତୁମ୍ଭେ ରାଜାଙ୍କୁ ସହାୟ ହୁଅ। କ୍ଷେତ୍ରରେ ପଡ଼ୁଥିବା ଜଳଧାରା ହବୋ ପାଇଁ ତାଙ୍କୁ ସାହାୟ୍ଯ କର।

ଯିରିମିୟ 5:24

ସମାନେେ କବେେ କହିବେ ନାହିଁ ଯେ, 'ଆମ୍ଭର ସଦାପ୍ରଭୁ ଯଥା ସମୟରେ ଆମ୍ଭମାନଙ୍କୁ ଆଦ୍ଯ ଓ ଶଷେ ବୃଷ୍ଟି ପ୍ରଦାନ କରିଛନ୍ତି ଓ ଶସ୍ଯ ଚ୍ଛଦନେ ପାଇଁ ଆମ୍ଭମାନଙ୍କ ନିମନ୍ତେ ନିରୂପିତ ସପ୍ତାହମାନ ରକ୍ଷା କରିଛନ୍ତି, ଆସ ଏବେ ଆମ୍ଭମାନେେ ସହେି ସଦାପ୍ରଭୁଙ୍କୁ ଭୟ ଓ ଭକ୍ତି କରିବା।'

ହୋଶେୟ 6:3

ଆସ, ସଦାପ୍ରଭୁଙ୍କ ସମ୍ବନ୍ଧ ରେ ଅଧ୍ଯଯନ କରିବା। ତାଙ୍କ ସମ୍ବନ୍ଧ ରେ ଅଧିକ ଜାଣିବା ପାଇଁ କଠାେର ଅଧ୍ଯବସାଯ କରିବା। ପ୍ରଭାତ ଆସିଲା ପରି ସଦାପ୍ରଭୁ ଆସୁଛନ୍ତି ବୋଲି ଆମ୍ଭେ ଜାଣୁଛୁ। ବର୍ଷା ଓ ବସନ୍ତବର୍ଷା ଭୂମିକୁ ଜଳମଯ କଲା ପରି ପରମେଶ୍ବର ଆମ୍ଭମାନଙ୍କ ନିକଟକୁ ଆସିବେ।

ଯିଖରିୟ 10:1

ବସନ୍ତ ଋତୁ ରେ ବର୍ଷା ହବୋପାଇଁ ମୁଁ ସଦାପ୍ରଭୁଙ୍କୁ ପ୍ରାର୍ଥନା କରେ। ସଦାପ୍ରଭୁ ହିଁ କବଳେ ବିଦ୍ଯୁତ୍ ପ୍ ରରଣେ କରନ୍ତି ଏବଂ ବର୍ଷା ଢାଳନ୍ତି ଓ ପ୍ରେତ୍ୟକକଙ୍କୁ କ୍ଷତରେ ଘାସ ପ୍ରଦାନ କରନ୍ତି।

Interlinear

Choose Theme