Home Bibles ☰ Books ଆୟୁବ ପୁସ୍ତକ 28:7 · ଓଡ଼ିଆ ବାଇବେଲ
ଆୟୁବ ପୁସ୍ତକ 28:7 · ଓଡ଼ିଆ ବାଇବେଲ

ବଣୁଆ ପକ୍ଷୀ ମାଟିତଳେ ଥିବା ରାସ୍ତା ବିଷଯ ରେ କିଛି ଜାଣନ୍ତି ନାହିଁ। କୌଣସି ଉତ୍କ୍ରୋଶ ପକ୍ଷୀ ମଧ୍ଯ ସଭେଳି ଅନ୍ଧାର ବାଟ ଦେଖି ନ ଥାଏ।

Cross references

ଆୟୁବ ପୁସ୍ତକ 11:6

ପରମେଶ୍ବର ତୁମ୍ଭକୁ ଜ୍ଞାନର ନିଗୂଢ଼ ରହସ୍ଯ ବିଷଯ ରେ କହନ୍ତେ ଏବଂ ସେ କହି ପାରନ୍ତେ କିପରି ଗୋଟିଏ ଗପର ଦୁଇଟି ପାଖ ରହିଛି। ଆୟୁବ ତୁମ୍ଭେ ଶୁଣ, ପରମେଶ୍ବର ତୁମ୍ଭକୁ ଦଣ୍ଡ ଦେଉ ନାହାଁନ୍ତି ଯେତିକି ସେ ତୁମ୍ଭକୁ ଦବୋ କଥା।

ଆୟୁବ ପୁସ୍ତକ 28:21

ଜ୍ଞାନ ଏ ପୃଥିବୀର ସମସ୍ତ ପ୍ରାଣୀଙ୍କଠାରୁ ଲୁଚାୟାଇଛି। ଏପରିକି ଆକାଶ ରେ ଉଡ଼ୁଥିବା ପକ୍ଷୀମାନେ ମଧ୍ଯ ଜ୍ଞାନକୁ ଦେଖିପାରିବେ ନାହିଁ।

ଆୟୁବ ପୁସ୍ତକ 38:19

ଆୟୁବ, ଆଲୋକ କେଉଁଠାରୁ ଆ ସେ ? ଅନ୍ଧକାର କେଉଁଠାରୁ ଆ ସେ।

ଆୟୁବ ପୁସ୍ତକ 38:24

ତୁମ୍ଭେ ସହେି ସ୍ଥାନକୁ ୟାଇଛ କି ଯେଉଁଠାରୁ ସୂର୍ୟ୍ଯ ଉଦଯ ହୁଏ ଏବଂ ଯେଉଁଠାରୁ ପୂର୍ବବାଯୁ ସାରା ପୃଥିବୀ ରେ ଚାରିଆଡ଼େ ବିଚ୍ଛୁରିତ ହାଇୟୋଏ।

ରୋମୀୟଙ୍କ ପ୍ରତି ପତ୍ର 11:33

ପରମେଶ୍ବରଙ୍କ ଧନ ବହୁତ ମହାନ୍! ତାଙ୍କ ବୁଦ୍ଧି ଓ ଜ୍ଞାନର ସୀମା ନାହିଁ! ସେ ନିଷ୍ପତ୍ତିକିପରି ନିଅନ୍ତି କହେି ବୁଝାଇ ପାରିବ ନାହିଁ।

Interlinear

Choose Theme