Home Bibles ଆୟୁବ ପୁସ୍ତକ 26 · ଓଡ଼ିଆ ବାଇବେଲ ||

ଆୟୁବ ପୁସ୍ତକ

Chapter 26

ଓଡ଼ିଆ ବାଇବେଲ
1ତା'ପରେ ଆୟୁବ ଉତ୍ତର କରି କହିଲା, 2କମେିତି ତୁମ୍ଭେ ଜଣକୁ ସାହାୟ୍ଯ କରିଛ, ଯାହାର ଶକ୍ତି ନାହିଁ ? ତୁମ୍ଭେ କମେିତି ଜଣକୁ ସାହାୟ୍ଯ କଲ ଯାହାର ବାହୁ ରେ ନିଜକୁ ରକ୍ଷା କରିବା ପାଇଁ ସାମର୍ଥ୍ଯ ନାହିଁ। 3ତୁମ୍ଭେ ମାେ ଭଳି ଅଜ୍ଞାନୀକୁ ପରାମର୍ଶ ଦଇେଛ ତୁମ୍ଭେ ଏହାଦ୍ବାରା ପ୍ରମାଣ କରିଛ, ତୁମ୍ଭେ କେତେ ଜ୍ଞାନୀ। 4କିଏ ତୁମ୍ଭକୁ ଏସବୁ କଥା କହିବାକୁ ପ୍ ରରଣୋ ଦଲୋ ? କାହାର ଆତ୍ମା ତୁମ୍ଭ ଦ୍ବାରା କହିଲା ? 5ପ୍ ରତଗେଣ ପାତାଳ ରେ ଥିବା ଜଳ ରେ କମ୍ପି ଉଠନ୍ତି। 6କିନ୍ତୁ ପରମେଶ୍ବର ସହେି ମୃତ ଲୋକକୁ ପରିଷ୍କାର ଭାବରେ ଦେଖିପାରନ୍ତି। ମୃତ୍ଯୁ ପରମେଶ୍ବରଙ୍କ ପାଖରୁ ଲୁଚିରହି ପାରିବ ନାହିଁ। 7ପରମେଶ୍ବର ଉତ୍ତର ଆକାଶ ବିସ୍ତାର କରନ୍ତି, ଶୂନ୍ଯ ସ୍ଥାନ ରେ ପରମେଶ୍ବର ପୃଥିବୀକୁ ଶୂନ୍ଯ ରେ ଟଙ୍ଗାଇ ରଖନ୍ତି। 8ତଥାପି ପରମେଶ୍ବର ସହେି ବହୁତ ଭାରୀ ଓଜନ ଦ୍ବାରା ମେଘକୁ ଭାଙ୍ଗି ଖୋଲନ୍ତି ନାହିଁ। ଘନବାଦଲକୁ ଜଳକଣା ୟୁକ୍ତ କରନ୍ତି। କିନ୍ତୁ ପରମେଶ୍ବର ଏତେ ଭାରୀ ହେଲବେି ମେଘ ଖଣ୍ଡ ଖଣ୍ଡ ହାଇେ ଖାଲିୟୋଏ ନାହିଁ। 9ପରମେଶ୍ବର ପୂର୍ଣ୍ଣମୀ ଚନ୍ଦ୍ରର ମୁଖକୁ ଘାଡ଼ୋଇ ଦିଅନ୍ତି। ସେ ତାହାକୁ ବାଦଲ ଦ୍ବାରା ଆଚ୍ଛାଦିତ କରି ଲୁଚାଇ ପକାନ୍ତି। 10ପରମେଶ୍ବର ସମୁଦ୍ର ରେ ଆକାଶ ଓ ପୃଥିବୀ ମଧିଅରେ ଦିଗବଳଯ ସୃଷ୍ଟି କରନ୍ତି। ଯେଉଁଠା ରେ ଆଲୋକ ଓ ଅନ୍ଧକାର ପରସ୍ପର ସହିତ ମିଳିତ ହୁଅନ୍ତି। 11ଯେଉଁ ଭିତ୍ତିମୂଳଗୁଡ଼ିକ ଉପରେ ଆକାଶ ମଣ୍ଡଳ ଅବସ୍ଥିତ ପରମେଶ୍ବର ତାକୁ ଧମକ ଦେଲେ ଉଭୟ କମ୍ପି ଉେଠ। 12ପରମେଶ୍ବର ନିଜ ଶକ୍ତି ବଳ ରେ ସମୁଦ୍ରକୁ ଶାନ୍ତ କରନ୍ତି। ତାଙ୍କ ଜ୍ଞାନ ବଳ ରେ ସମୁଦ୍ର ରାକ୍ଷସ ରାହବ କ୍ଷତାକ୍ତ ହୁଅନ୍ତି। 13ପରମେଶ୍ବରଙ୍କ ଶ୍ବାସ ଦ୍ବାରା ଆକାଶ ନିର୍ମଳ ଶାେଭାପାଏ। ପରମେଶ୍ବରଙ୍କ ହସ୍ତଦ୍ବାରା ପଳାଇୟିବା ସମୁଦ୍ର ସାପ ବନ୍ଦୀ ହୁଏ। 14ଏହି କେତକେ ଆଶ୍ଚର୍ୟ୍ଯ ବିଷଯ ପରମେଶ୍ବର କରନ୍ତି। ତାଙ୍କ ବିଷଯ ରେ ଆମ୍ଭେ କବଳେ ଗୋଟିଏ ମୃଦୁ ଶବ୍ଦ ଶୁଣୁ। ସମ୍ଭବତଃ କିଏ ତାଙ୍କର ବଜ୍ରନାଦର ଶକ୍ତି ବୁଝିପାରିବ।

Choose Theme