ମାେ ଉପରେ ଘଟିୟାଇଥିବା ବିପଦସବୁ କଳାବାଦଲ ସଦୃଶ ଯାହାକି ମାେ ମୁଖ ମଣ୍ଡଳକୁ ଆଚ୍ଛାଦିତ କରିଛି। କିନ୍ତୁ ସହେି କଳା ଅନ୍ଧକାର ମାେତେ ଚୁପ୍ କରି ରଖିପାରବ ନାହିଁ।
Cross references
' ତେଣୁ ଆମ୍ଭେ ତୁମ୍ଭଙ୍କୁ ତୁମ୍ଭ ପୂର୍ବପୁରୁଷଙ୍କ ନିକଟକୁ ଆଣିବା। ତୁମ୍ଭେ ଶାନ୍ତି ରେ ସମାନଙ୍କେ ସହିତ କବର ରେ ସଂଗୃହିତ ହବେ। ତୁମ୍ଭେ ଭୟଙ୍କର କ୍ଲେଶ ଦେଖିବା ନାହିଁ। କାରଣ ମୁଁ ଏହି ସ୍ଥାନ ରେ ତୁମ୍ଭମାନଙ୍କୁ ଆଣିବାକୁ ଯାଉଛି।'
ମୁଁ ଇଚ୍ଛା କରେ ପରମେଶ୍ବର ମାେତେ ଦଳି ଦିଅନ୍ତୁ, ତୁମ୍ଭର ହାତ ବଢ଼ାଅ ଓ ମାରି ଦିଅ।
ଜଣେ ଦୁଷ୍ଟ ବ୍ଯକ୍ତି ବହୁତ ହତାଶ, ତା'ର ଅନ୍ଧକାରରୁ ମୁକ୍ତି ପାଇବାର କୌଣସି ଆଶା ନ ଥାଏ। ଗୋଟିଏ ଦୁଷ୍ଟ ମନୁଷ୍ଯ ପାଇଁ ଗୋଟିଏ ଖଡ୍ଗ କେଉଁଠା ରେ ହେଲେ ଅପେକ୍ଷା କରିଥାଏ।
ତାଙ୍କ ଘରର ଆଲୋକ ଅନ୍ଧକାର ରେ ପରିଣତ ହବେ। ତାଙ୍କର ତାଙ୍କ ନିକଟରେ ଥିବା ବତୀ ଲିଭିୟିବ।
ଲୋକମାନେ ତାକୁ ଆଲୁଅରୁ ଅନ୍ଧାରକୁ ଠଲେି ଦବେେ। ସମାନେେ ତାକୁ ଏ ପୃଥିବୀରୁ ତଡ଼ି ଦବେେ।
ପରମେଶ୍ବର ମାରେ ପଥରୋଧ କରିଛନ୍ତି। ମୁଁ ତାହାକୁ ଅତିକ୍ରମ କରିବି ନାହିଁ। ସେ ମାରେ ବାଟକୁ ଅନ୍ଧକାର ରେ ବୁଡ଼ାଇ ରଖିଛନ୍ତି।
ଏହି କାରଣ ପାଇଁ ଏତେ ଅନ୍ଧକାର ଘୋଟିଛି ଯେ, ତୁମ୍ଭେ କିଛି ଦେଖି ପାରୁନାହଁ, କାହିଁକି ? ତୁମ୍ଭେ ପ୍ରବଳ ବନ୍ଯାଜଳ ରେ ଢ଼ାଙ୍କି ହାଇେଛ।
ଧାର୍ମିକ ଲୋକମାନେ ବିନଷ୍ଟ ହେଉଅଛନ୍ତି, ମାତ୍ର ସେ ବିଷଯ ରେ କହେି ମନୋୟୋଗ କରୁ ନାହାଁନ୍ତି। ପୁନଶ୍ଚ ଭକ୍ତମାନେ ନିଆ ଯାଉଅଛନ୍ତି ଓ ଧାର୍ମିକମାନେ ଆସନ୍ତା ବିପଦରୁ ନିଆ ଯାଉଅଛନ୍ତି। ଏହା ମଧ୍ଯ କହେି ବିବଚେନା କରୁ ନାହାଁନ୍ତି।