Home Bibles ଆୟୁବ ପୁସ୍ତକ 21:31 · ଓଡ଼ିଆ ବାଇବେଲ
ଆୟୁବ ପୁସ୍ତକ 21:31 · ଓଡ଼ିଆ ବାଇବେଲ

କହେି ଦୁଷ୍ଟ ଲୋକକୁ ତା'ର ମୁହଁ ଉପରେ ସମାଲୋଚନା କରନ୍ତି ନାହିଁ। ସେ ଯାହା ଅନ୍ଯାଯ କଲେ ବି। କହେି ତା'ର ଅନ୍ଯାଯ କାର୍ୟ୍ଯ ପାଇଁ ତାକୁ ଦଣ୍ଡ ଦିଅନ୍ତି ନାହିଁ।

Cross references

ଦିତୀୟ ବିବରଣ 7:10

କିନ୍ତୁ ଯେଉଁମାନେ ତାହାଙ୍କକ୍ସ୍ଟ ଘୃଣା କରନ୍ତି ସମାନଙ୍କେୁ ସଂହାର କରିବା ନିମନ୍ତେ ସେ ସମାନଙ୍କେ ସମ୍ମକ୍ସ୍ଟଖ ରେ ପରିଶାଧେ କରନ୍ତି। ଯେ ତାହାଙ୍କକ୍ସ୍ଟ ଘୃଣା କରେ, ସେ ତାହା ପ୍ରତି ବିଳମ୍ବ କରିବେ ନାହିଁ। ସେ ତାହାର ସମ୍ମକ୍ସ୍ଟଖ ରେ ପରିଶାଧେ କରିବେ।

ଦିତୀୟ ଶାମୁୟେଲ 12:7

ନାଥନ ଦାଉଦଙ୍କକ୍ସ୍ଟ କହିଲେ, ତୁମ୍ଭେ ହେଉଛ ସହେି ଧନୀ ଲୋକ, ଯାହାକି ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର ଏହିକଥା କହିଛନ୍ତି, 'ମୁ ତୁମ୍ଭକୁ ଇଶ୍ରାୟେଲର ରାଜା କରିବାକୁ ପସନ୍ଦ କଲି। ମୁ ତୁମ୍ଭକୁ ଶାଉଲଠାରକ୍ସ୍ଟ ରକ୍ଷା କଲି।

ପ୍ରଥମ ରାଜାବଳୀ 21:19

ଆହାବକୁ କୁହ, ମୁଁ ସଦାପ୍ରଭୁ କହୁଅଛି, 'ତୁମ୍ଭେ ନାବୋତକୁ ହତ୍ଯା କରିଛ ଓ ତା'ର ଦ୍ରାକ୍ଷାକ୍ଷେତ୍ରକୁ ଅଧିକାର କରିଅଛ, ମୁଁ ସଦାପ୍ରଭୁ କହୁଛି, ଯେଉଁ ସ୍ଥାନ ରେ ନାବୋତର ମୃତ୍ଯୁ ହାଇେଛି, ସହେି ସ୍ଥାନ ରେ ତୁମ୍ଭର ମୃତ୍ଯୁ ହବେ। କୁକୁରମାନେ ନାବୋତର ରକ୍ତକୁ ଯେଉଁ ସ୍ଥାନ ରେ ଗ୍ଭଟି ଖାଇଥିଲେ, ସହେି ସ୍ଥାନ ରେ ତୁମ୍ଭର ରକ୍ତ ମଧ୍ଯ ଗ୍ଭଟିବେ।'

ଆୟୁବ ପୁସ୍ତକ 21:19

କିନ୍ତୁ ତୁମ୍ଭେ କୁହ, 'ପରମେଶ୍ବର ତା'ର ପିତାର ପାପଗୁଡ଼ିକ ପାଇଁ ତା'ର ପୁତ୍ରକୁ ଶାସ୍ତି ଦିଅନ୍ତି।' ନା, ସେ ନିଜେ ଦୁଷ୍ଟ ଲୋକକୁ ହିଁ ଶାସ୍ତି ପ୍ରଦାନ କରନ୍ତୁ। ତା' ହେଲେ ୟାଇ ଦୁଷ୍ଟ ଲୋକ ଜାଣିବ ଯେ ସେ ତା'ର ପାପଗୁଡ଼ିକ ପାଇଁ ଦୁଃଖ ଭୋଗ କରୁଛି।

ଆୟୁବ ପୁସ୍ତକ 41:11

କୌଣସି ଜିନିଷ ପାଇଁ ମୁଁ କାହାର ଋଣୀ ନୁହେଁ, ସ୍ବର୍ଗ ରେ ଯାହାକିଛି ଅଛି, ସେ ସବୁ ମାରେ ଅଧୀନ ଅଟେ।

ଗୀତସଂହିତା 50:21

ଅତୀତରେ, ତୁମ୍ଭେ ମନ୍ଦକାର୍ୟ୍ଯ କଲ। ମୁଁ ଚୁପ୍ ରହିଲି। ତୁମ୍ଭେ ଭାବି ନଇେଛ ମୁଁ ମଧ୍ଯ ତୁମ୍ଭମାନଙ୍କ ପରି। ମୁଁ ଆଉ ନୀରବରେ ରହିପାରିବି ନାହିଁ। ମୁଁ ତୁମ୍ଭକୁ ପରିଷ୍କାର କରି କହିଦେଉଛି, ମୁଁ ତୁମ୍ଭକୁ ତିରସ୍କାର କରିବି।

ଯିଶାଇୟ 59:13

ଆମ୍ଭମାନେେ ତାଙ୍କର ବିରୁଦ୍ଧାଚରଣ କରିବା ଓ ସଦାପ୍ରଭୁଙ୍କ ପ୍ରତି ଅବିଶ୍ବସ୍ତ ହବୋ। ଆମ୍ଭମାନେେ ସଦାପ୍ରଭୁଙ୍କଠାରୁ ବିମୁଖ ହେଲୁ। ଆମ୍ଭେ ଉତ୍ପୀଡ଼ନ ଓ ବିଦ୍ରୋହର କଥା କହୁ। ଆମ୍ଭେ ମିଥ୍ଯା କଥା କହି ଧାର୍ମିକତାକୁ ଆମ୍ଭଠାରୁ ଛାଡ଼ି ଦେଉ।

ଯିରିମିୟ 2:33

ହେ ଯିହୁଦା, ତୁମ୍ଭେ ତୁମ୍ଭ ପ୍ ରମେିକମାନଙ୍କୁ ଖାଜେିବ ରେ ନିପୁଣା। ଏପରିକି ତୁମ୍ଭେ ଦୁଷ୍ଟା ସ୍ତ୍ରୀଲୋକମାନଙ୍କୁ କିପରି ଏହା କରିବାକୁ ହୁଏ ଶିକ୍ଷା ଦେଲେ।

ମାର୍କଲିଖିତ ସୁସମାଚାର 6:18

ଯୋହନ ହରେୋଦଙ୍କୁ କହିଥିଲେ, ତୁମ୍ଭ ଭାଇଙ୍କ ସ୍ତ୍ରୀଙ୍କୁ ବିବାହ କରିବା ଠିକ୍ ନୁହେଁ।

ରେରିତମାନଙ୍କ କାର୍ଯ୍ୟର ବିବରଣ 24:25

କିନ୍ତୁ ପାଉଲ ଯେତବେେଳେ ଧାର୍ମିକ ଜୀବନ, ଆତ୍ମସଂୟମ ଓ ଆଗାମୀ ବିଚ଼ାର ବିଷୟ ରେ କହିଲେ, ସେତବେେଳେ ଫଲେୀକ୍ସ୍ ଭୟଭୀତ ହାଇଗେଲେ। ଫଲେୀକ୍ସ୍ କହିଲେ, ବର୍ତ୍ତମାନ ତୁମ୍ଭେ ଯାଅ। ମାରେ ସମୟ ହେଲେ ମୁଁ ତୁମ୍ଭକୁ ଡ଼ାକିବି।

ରୋମୀୟଙ୍କ ପ୍ରତି ପତ୍ର 12:19

ତୁମ୍ଭମାନଙ୍କ ପ୍ରତି ଭୁଲ କରିଥିବା ଲୋକକୁ ନିଜ ତରଫରୁ ଦଣ୍ତ ଦିଅ ନାହିଁ। ତାହାକୁ ପରମେଶ୍ବରଙ୍କ କୋର୍ଧ ଦ୍ବାରା ଦଣ୍ତିତ ହବୋ ଲାଗି ଅପେକ୍ଷା କର। ଶାସ୍ତ୍ର ରେ ଲୋଖା ଅଛି: ପରମେଶ୍ବର କହିଛନ୍ତି, ଦଣ୍ତ ଦବୋ ମାରେ କାମ। ମୁଁ ଲୋକମାନଙ୍କୁ ପ୍ରତିଦାନ ଦବେି।

ଗାଲାତୀୟଙ୍କ ପ୍ରତି ପତ୍ର 2:11

ପିତର ଆନ୍ତିୟଖିଆ ନଗରକୁ ଆସିଲଲ।ସସସସଠାଲର କିଛି ଭୂଲ୍ କାମ କଲଲ। ମୁଁ ତାଙ୍କ ବିସରାଧସର ସିଧାସଳଖ କହିଲି, କାରଣସସସଦାଷୀ ଥିଲଲ। ଘଟଣାଟି ଏହା :

ଯାକୁବଙ୍କ ପତ୍ 2:13

ତୁମ୍ଭେ ଅନ୍ୟମାନଙ୍କ ପ୍ରତି ନିଶ୍ଚୟ ଦୟା ଦଖାଇବୋ ଉଚିତ। ଯଦି ତୁମ୍ଭେ ଦୟା ନ ଦଖାଇବେ, ତା ହେଲେ ପରମେଶ୍ବର ବିଚାର କଲା ବେଳେ ତୁମ୍ଭ୍ ପ୍ରତି ମଧ୍ଯ ସେ ଦୟା ଦଖାଇବେେ ନାହିଁ। କିନ୍ତୁ ଅନ୍ୟମାନଙ୍କୁ ଦୟା ଦଖାଇେଥିବା ବ୍ଯକ୍ତି ତାହାର ବିଚାର ହେଲା ବେଳେ ନିର୍ଭୟ ରେ ଠିଆ ହବେ।

Interlinear

Choose Theme