Home Bibles ଆୟୁବ ପୁସ୍ତକ 21:12 · ଓଡ଼ିଆ ବାଇବେଲ
ଆୟୁବ ପୁସ୍ତକ 21:12 · ଓଡ଼ିଆ ବାଇବେଲ

ସମାନେେ ତବଲା ଓ ବୀଣା ବଜାଇ ନୃତ୍ଯ ଗୀତ ରେ ମାତନ୍ତି।

Cross references

ଆଦି ପୁସ୍ତକ 4:21

ଜାବଳ ଭାଇର ନାମ ଥିଲା ୟୁବଳ। ସେ ବୀଣା ଓ ବଂଶୀବାଦକମାନଙ୍କର ଆଦିପୁରୁଷ ଥିଲା।

ଆଦି ପୁସ୍ତକ 31:27

ମାେତେ ନ ଜଣାଇ ତୁମ୍ଭେ ପଳାଇ ଆସିଲ କାହିଁକି? ମାେତେ ତୁମ୍ଭେ ଜଣାଇ ଆସିଥିଲେ ମୁଁ ତୁମ୍ଭକୁ ଆହ୍ଲାଦ ଓ ଗାଯନ ପୁଣି ତବଲା ଓ ବିଣାବାଦ୍ଯ ସହିତ ବିଦାଯ କରିଥାନ୍ତି।

ଗୀତସଂହିତା 150:4

ଦାରା ବାଦ୍ଯ ଓ ନୃତ୍ଯଦ୍ବାରା ପରମେଶ୍ବର ପ୍ରଶଂସା କର। ତାରୟୁକ୍ତ ୟନ୍ତ୍ର ଓ ବଂଶୀରେ ତାଙ୍କର ପ୍ରଶଂସା କର।

ଯିଶାଇୟ 5:12

ତୁମ୍ଲଭମାଲନସଭାଜିର ଦ୍ରାକ୍ଷାରସ, ବୀଣା, ତବଲା ବଂଶୀ ଏବଂ ଅନ୍ଯାନ୍ଯ ବାଦ୍ଯୟନ୍ତ୍ର ରଖିଥାଅ। ମାତ୍ର ସଦାପ୍ରଭୁଙ୍କର କାର୍ୟ୍ଯ ଲକ୍ଷ୍ଯ କର ନାହିଁ। ସଦାପ୍ରଭୁଙ୍କର ହସ୍ତ ବହୁ ଜିନିଷ ତିଆରି କରିଛ ମାତ୍ର ତୁମ୍ଲଭମାଲନ ତାହା ଲକ୍ଷ୍ଯ କର ନାହିଁ।ସତଣୁ ଏହା ତୁମ୍ଭମାନଙ୍କ ପାଇଁ ସନ୍ତାପର କାରଣସହବ।

ଯିଶାଇୟ 22:13

ମାତ୍ର ଦେଖ ! ଲୋକମାନେ ଆମାଦେ ପ୍ରମାଦେ କରୁଛନ୍ତି। ସମାନେେ କହୁଛନ୍ତି :

ଆମୋଷ 6:4

ତୁମ୍ଭେ ଗଜଦନ୍ତ ଶୟ୍ଯା ଉପ ରେ ଶଯନ କରୁଛ ଓ ଖଟ ଉପ ରେ ନିଜର ଶରୀରକୁ ଲମ୍ବାଇ ଦେଉଛ। ତୁମ୍ଭମାନେେ ତୁମ୍ଭର ମଷେ ପଲରୁ ମଷେଶାବକର କୋମଳ ମାଂସ ଖାଉଛ ଏବଂ ସମାନଙ୍କେ ଗୁବାଳରୁ ବାଛୁରୀମାନଙ୍କୁ ଆଣୁଛ ଏବଂ ସମାନଙ୍କେୁ ଖାଉଛ। ଏହା ତୁମ୍ଭମାନଙ୍କ ପାଇଁ ବହୁତ ଖରାପ ହବେ।

Interlinear

Choose Theme