Home Bibles ଆୟୁବ ପୁସ୍ତକ 20:16 · ଓଡ଼ିଆ ବାଇବେଲ
ଆୟୁବ ପୁସ୍ତକ 20:16 · ଓଡ଼ିଆ ବାଇବେଲ

ସାପର ଗରଳ ଦୁଷ୍ଟ ଲୋକର ପାନୀଯ ରେ ପରିଣତ ହବେ। ସହେି ସାପର ବିଷଦାନ୍ତ ଶଷେ ରେ ତାକୁ ଦଂଶନ କରି ମାରିବ।

Cross references

ଦିତୀୟ ବିବରଣ 32:24

ସମାନେେ ଭୋକ ଯୋଗୁ କ୍ଷୀଣ ହବେେ। ସମାନେେ ବ୍ଯାଧିର ଜ୍ବଳା ରେ ଓ ବିଷାକ୍ତ ମହାମାରୀ ରେ ଗ୍ରାସୀତ ହବେେ। ମୁ ସମାନଙ୍କେ ବିରକ୍ସ୍ଟଦ୍ଧ ରେ ସମାନଙ୍କେୁ ଦଂଶନ କରିବା ପାଇଁ ବନ୍ଯଜନ୍ତକ୍ସ୍ଟମାନଙ୍କୁ, ଏବଂ ଧୂଳି ରେ ଗକ୍ସ୍ଟରକ୍ସ୍ଟଣ୍ତୁଥିବା ବିଷାକ୍ତ ପୋକଜୋକ ପଠାଇବି।

ହିତୋପଦେଶ 11:17

ଦୟାଳୁ ଲୋକ ଆପଣା ପ୍ରାଣର ହିତ କରେ। ମାତ୍ର ଯେ ନିର୍ଦ୍ଦଯ ସେ ଆପଣା ଶରୀରକୁ ଦୁଃଖ ଦିଏ।

ଯିଶାଇୟ 30:6

ଦକ୍ଷିଣର ପଶୁଗଣଙ୍କ ପ୍ରତି ଦୁଃଖ ବାର୍ତ୍ତା :

ମାଥିଉଲିଖିତ ସୁସମାଚାର 3:7

ଅନକେ ଫାରୂଶୀ ଓ ସାଦ୍ଦୂକୀ ଯୋହନ ଲୋକମାନଙ୍କୁ ବାପ୍ତିସ୍ମ ଦେଉଥିବା ସ୍ଥାନକୁ ଆସିଲେ। ସମାନଙ୍କେୁ ଦେଖି ଯୋହନ କହିଲେ, ହେ କାଳସର୍ପ ଗଣା ତୁମ୍ଭେ ପ୍ରଭୁଙ୍କ ଆଗାମୀ କୋର୍ଧରୁ ପଳାୟନ କରିବା ପାଇଁ ତୁମ୍ଭକୁ କିଏ ଚତାବେନୀ ଦଲୋ?

ରେରିତମାନଙ୍କ କାର୍ଯ୍ୟର ବିବରଣ 28:3

ପାଉଲ ବିଡ଼ାଏ କାଠ ଏକତ୍ର କରି ନିଆଁ ରେ ପକାଇଲେ। ସେତବେେଳେ ନିଆଁର ଉତ୍ତାପ ହତେୁ ଗୋଟିଏ ବିଷାକ୍ତ ସାପ ବାହାରି ପାଉଲଙ୍କ ହାତକୁ କାମୁଡ଼ି ଦଲୋ।

ରୋମୀୟଙ୍କ ପ୍ରତି ପତ୍ର 3:13

ମଣିଷମାନଙ୍କର ମୁହଁ ଖାେଲା କବର ଭଳି ଅଟେ, ସମାନେେ ମିଛ ପାଇଁ ତାଙ୍କ ଜିହ୍ବାକୁ ବ୍ଯବହାର କରନ୍ତି। ଗୀତସଂହିତା 5:9

Interlinear

Choose Theme