Home Bibles ଆୟୁବ ପୁସ୍ତକ 19:28 · ଓଡ଼ିଆ ବାଇବେଲ
ଆୟୁବ ପୁସ୍ତକ 19:28 · ଓଡ଼ିଆ ବାଇବେଲ

ତୁମ୍ଭେ ହୁଏତ କହିପାର, ଆମ୍ଭେ କିପରି ତାକୁ ହଇରାଣ କରିବା। ତଥାପି ତୁମ୍ଭେ ଚିନ୍ତା କରୁଛ, ସମସ୍ଯାର ମୂଳ ମାଠାେ ରେ ଅଛି।'

Cross references

ପ୍ରଥମ ରାଜାବଳୀ 14:13

ପୁଣି ସମଗ୍ର ଇଶ୍ରାୟେଲ ତା'ର ମୃତ୍ଯୁ ରେ ଶାେକ କରିବ ଓ ତାକୁ ନଇେ କବର ଦବେ। ସେ ହେଉଛି ୟାରବିଯାମ ବଂଶର ଏକମାତ୍ର ପୁରୁଷ ଯେ କି କବର ପାଇବ, କାରଣ ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର ୟାରବିଯାମର ପରିବାର ରେ କବଳେ ମହତ ଆତ୍ମା ରୂପେ ତାଙ୍କୁ ପାଇଲେ।

ଆୟୁବ ପୁସ୍ତକ 19:22

କାହିଁକି ? ତୁମ୍ଭେ ମାେତେ ଅତ୍ଯାଚାର କରୁଛ ପରମେଶ୍ବରଙ୍କ ପରି ? ତୁମ୍ଭେ ମାେତେ ଆଘାତ ଦଇେ ଦଇେ କ'ଣ କ୍ଲାନ୍ତି ଅନୁଭବ କରୁ ନାହଁ ?

ଗୀତସଂହିତା 69:26

ତୁମ୍ଭେ ଆଘାତ କରିଥିବା ଲୋକମାନଙ୍କୁ, ସମାନେେ ୟାତନା ଦିଅନ୍ତି। ସମାନେେ ୟନ୍ତ୍ରଣା ବିଷଯରେ କଥାବାର୍ତ୍ତା ହୁଅନ୍ତି, ଯେଉଁମାନଙ୍କୁ ତୁମ୍ଭେ କ୍ଷତାକ୍ତ କରିଅଛ।

Interlinear

Choose Theme