ମନୁଷ୍ଯମାନେ ଆହୁରି ତା'ଠାରୁ ଖରାପ। ମନୁଷ୍ଯ ଅତି ଅପରିଷ୍କାର ଓ ଭ୍ରଷ୍ଟ ମଧ୍ଯ। ସେ ଅଧର୍ମକୁ ଜଳପରି ପାନ କରେ।
Cross references
ନିଶ୍ଚିତ ରୂପେ ମନୁଷ୍ଯମାନେ ଅଧିକ ଖରାପ। ସମାନେେ ମାଟି ଘ ରେ ବାସ କରନ୍ତି। ସମାନଙ୍କେର ପ୍ରାରମ୍ଭ ଧୂଳିରୁ, ସମାନେେ ଦଳିତ ହାଇେ ପକ୍ଷୟୁକ୍ତ ପୋକ ମରିବାଠାରୁ ଅଧିକ ସହଜ ରେ ମରିୟାନ୍ତି।
ଦୁଷ୍ଟତା ତା' ପାଟିକୁ ମିଠା ଲାଗେ, ସେ ସମ୍ପୂର୍ଣ୍ଣ ଆନନ୍ଦ ପାଇବାକୁ ତାକୁ ତା' ଜିଭତଳେ ରେଖ।
ଆୟୁବ ଭଳି ଆଉ କହେି ବ୍ଯକ୍ତି ଅଛନ୍ତି କି ? ଆୟୁବ ଖାତିର କରେ ନାହିଁ, ଯଦି ତୁମ୍ଭେ ତାକୁ ଅପମାନିତ କର।
ହେ ସଦାପ୍ରଭୁ, ମୁଁ ଫେ ରଇେ ନେଉଛି ଯାହା ମୁଁ କହିଥିଲି। ହେ ସଦାପ୍ରଭୁ, ମୁଁ ବଡ଼ ଖଦେିତ ଯେପରି ମୁଁ ଧୂଳି ଓ ପାଉଁଶ ଉପରେ ବସିଛି। ମୁଁ ମାରେମନ ପରିବର୍ତ୍ତନ କରିଛି।
ଏକ ମୂର୍ଖ ଲୋକ ନିଜ ହୃଦଯରେ କ ହେ, ପରମେଶ୍ବର ନାହାଁନ୍ତି। ସହେି ମୂର୍ଖମାନେ ଭ୍ରଷ୍ଟ ଓ ସମାନେେ ଘୃଣା ୟୋଗ୍ଯ କାର୍ୟ୍ଯ କରନ୍ତି। ସମାନଙ୍କେ ମଧ୍ୟରେ ଉତ୍ତମ କାର୍ୟ୍ଯ କରିଥିବା ଲୋକ କହେି ନାହାଁନ୍ତି।
ସମାନଙ୍କେର ପ୍ରେତ୍ୟକକ ଲୋକ ପରମେଶ୍ବରଙ୍କଠାରୁ ବିମୁଖ ହାଇେଛନ୍ତି। ସେ ସମସ୍ତେ ଅଶୁଚି ହାଇେଅଛନ୍ତି। କୌଣସି ଲୋକ ସମାନଙ୍କେ ମଧ୍ଯରୁ ସୁକର୍ମ କରି ନାହାନ୍ତି। ନାଁ, ଜଣେ କହେି ନାହିଁ !
ପାଷାଣ୍ଡ ସାକ୍ଷୀ ନ୍ଯାଯ ବିଚାରକୁ ନିନ୍ଦା କରେ ଏବଂ ଦୁଷ୍ଟ ଲୋକର ମୁଖମଣ୍ଡଳ ଅନିଷ୍ଟ ରେ ପରିପୂର୍ଣ୍ଣ।
ପରମେଶ୍ବରଙ୍କ ବିଷୟ ରେ ପ୍ରକୃତ ଜ୍ଞାନ ପ୍ରପ୍ତ କରିବାକୁ ଲୋକେ ଗୁରୁତ୍ବ ଦେଲନୋହିଁ। ସେଥିପାଇଁ ପରମେଶ୍ବର ସମାନଙ୍କେୁ ସମାନଙ୍କେ ବିକୃତ ଚ଼ିନ୍ତା ରେ ରହିବାକୁ ଛାଡ଼ି ଦେଲେ ଓ ସମାନେେ ଅନୁଚ଼ିତ କର୍ମକରି ରହିଲେ।
ସେଥିପାଇଁ ଅନ୍ୟ ଲୋକମାନଙ୍କଠାରୁ ଆମ୍ଭେ ଯିହୂଦୀଗଣ କଣ ଭଲ? ନା। ଯିହୂଦୀ ଓ ଅଣଯିହୂଦୀ ସମସ୍ତେ ସମାନ ବୋଲି ଆମ୍ଭେ ଆଗରୁ କହି ସାରିଛୁ। ସମାନେେ ସମସ୍ତେ ନିଜ ନିଜ ପାପ ପାଇଁ ଦୋଷୀ।
ଅତୀତ ରେ ଆମ୍ଭେ ମଧ୍ଯ ମୂର୍ଖ ଥିଲୁ। ଆମ୍ଭେ ଆଜ୍ଞାପାଳନ କରୁ ନ ଥିଲୁ, ଭୁଲ କାମ କରୁଥିଲୁ, ଆମ୍ଭେ ସମସ୍ତ ପ୍ରକାର ଶାରୀରିକ କାମନା ଓ ଭୋଗର ଦାସ ଥିଲୁ। ଆମ୍ଭେ ଇର୍ଷାଳୁ ଓ ଦ୍ବଷେପୂର୍ଣ୍ଣ ଜୀବନ ଯାପନ କରୁଥିଲୁ। ଲୋକେ ଆମ୍ଭକୁ ଘୃଣା କରୁଥିଲେ ଓ ଆମ୍ଭେ ପରସ୍ପରକୁ ଘୃଣା କରୁଥିଲୁ।