ତୁମ୍ଭେ ତାକୁ ସଂପୂର୍ଣ୍ଣ ପରାସ୍ତ କର ଏବଂ ତାକୁ ଛାଡ଼ି ଦିଅ। ତୁମ୍ଭେ ତାକୁ ଦୁଃଖି କରାଅ ଏବଂ ତାକୁ ମରଣ ସ୍ଥାନକୁ ପଠାଇଦିଅ।
Cross references
କିନ୍ତୁ ଯେତବେେଳେ ସହେି ତିନି ବନ୍ଧୁ ଦୂରରୁ ଆୟୁବକୁ ଦେଖିଲେ, ସମାନେେ ତାକୁ ଚିହ୍ନି ପାରି ଉଚ୍ଚ ସ୍ବର ରେ କ୍ରନ୍ଦନ କରିବାକୁ ଲାଗିଲେ। ଆଉ ସମାନେେ ଆପଣା ବସ୍ତ୍ର ଚିରି ସ୍ବର୍ଗ ଆଡ଼କୁ ଚାହିଁ ଆପଣା ମୁଣ୍ଡ ଉପରେ ଧୂଳି ଫିଙ୍ଗିଲେ।
ମନୁଷ୍ଯ ମଲେ କ'ଣ ପୁଣି ଆଉ ବଞ୍ଚିବ ? ମୁଁ ନିଶ୍ଚଯ ଅପେକ୍ଷା କରିବି ଯେତଦେିନ ପର୍ୟ୍ଯନ୍ତ ମୁଁ ମୁକ୍ତ ନ ହାଇେଛି।
କୌଣସି ଲୋକର କ୍ଷମତା ନାହିଁ ଯେ, ଆତ୍ମାକୁ ୟିବା ସମୟରେ ଅଟକାଇ ପାରିବ। କହେି ମୃତ୍ଯୁକୁ ଅଟକାଇ ପାରିବ ନାହିଁ। ୟୁଦ୍ଧ ସମୟରେ ଜଣେ ସୈନିକ ତା'ର ମନଇଚ୍ଛା କୌଣସି ସ୍ଥାନକୁ ୟାଇପାରିବ ନାହିଁ। ଠିକ୍ ସହେିପରି ଯଦି ଜଣେ ମନୁଷ୍ଯ କୁକର୍ମ କରେ, ସହେି କୁକର୍ମରୁ ସେ ରକ୍ଷା ପାଇବ ନାହିଁ।
ମାତ୍ର ବର୍ତ୍ତମାନ ସମାନଙ୍କେର ମୁଖ ଅଙ୍ଗାର ଅପେକ୍ଷା କଳାବର୍ଣ୍ଣ, ତେଣୁ ରାସ୍ତା ରେ କହେି ସମାନଙ୍କେୁ ଚିହ୍ନନ୍ତି ନାହିଁ। ସମାନଙ୍କେର ଚର୍ମ ଅସ୍ଥି ରେ ଲାଗିଅଛି ଓ ତାହା କାଠପରି ଶୁଷ୍କ ହାଇେଅଛି।