Home Bibles ଆୟୁବ ପୁସ୍ତକ 14:17 · ଓଡ଼ିଆ ବାଇବେଲ
ଆୟୁବ ପୁସ୍ତକ 14:17 · ଓଡ଼ିଆ ବାଇବେଲ

ତୁମ୍ଭେ ମାରେ ସମସ୍ତ ପାପକୁ ଏକ ଥଳି ରେ ବାନ୍ଧି ଦଇେ ନିଜର ମାହେର ଦଇେ ବାହାରକୁ ଫିଙ୍ଗି ଦବେ।

Cross references

ଦିତୀୟ ବିବରଣ 32:34

ସଦାପ୍ରଭୁ କକ୍ସ୍ଟହନ୍ତି, 'ଆମ୍ଭେ ଏହାକକ୍ସ୍ଟ ସଞ୍ଚିତ ରଖିଛକ୍ସ୍ଟ। ଆମ୍ଭେ ଏହାକକ୍ସ୍ଟ କ'ଣ ଭଣ୍ତାର ରେ ସାଇତି ରଖି ନାହକ୍ସ୍ଟଁ।

ଆୟୁବ ପୁସ୍ତକ 9:20

ମୁଁ ନିରୀହ ହେଲ ହେଁ ମାେ ନିଜ କଥା ମାେତେ ଦୋଷୀ ସାବ୍ଯସ୍ତ କରିବ। ମୁଁ ନିର୍ଦ୍ ଦୋଷ ଏବଂ ମୁଁ ଯାହା କହୁଛି ତାହା ମାେତେ ଦୋଷୀ ସାବ୍ଯସ୍ତ କରୁଛି।

ଆୟୁବ ପୁସ୍ତକ 9:31

ତଥାପି ପରମେଶ୍ବର ମାେତେ ଖସଡ଼ା ଗାତ ମଧ୍ଯକୁ ଠଲେି ଦବେେ। ତା'ପରେ ମାରେ ନିଜର ବସ୍ତୁ ମାେତେ ଘୃଣା କରିବ।

ଆୟୁବ ପୁସ୍ତକ 21:19

କିନ୍ତୁ ତୁମ୍ଭେ କୁହ, 'ପରମେଶ୍ବର ତା'ର ପିତାର ପାପଗୁଡ଼ିକ ପାଇଁ ତା'ର ପୁତ୍ରକୁ ଶାସ୍ତି ଦିଅନ୍ତି।' ନା, ସେ ନିଜେ ଦୁଷ୍ଟ ଲୋକକୁ ହିଁ ଶାସ୍ତି ପ୍ରଦାନ କରନ୍ତୁ। ତା' ହେଲେ ୟାଇ ଦୁଷ୍ଟ ଲୋକ ଜାଣିବ ଯେ ସେ ତା'ର ପାପଗୁଡ଼ିକ ପାଇଁ ଦୁଃଖ ଭୋଗ କରୁଛି।

ହୋଶେୟ 13:12

ଇଫ୍ରଯିମର ପାପସବୁ ଗୋଟିଏ ବିଡା ରେ ବନ୍ଧା ହାଇେଛି। ସଗେୁଡିକ ନିରାପଦ ଜାଗା ରେ ରଖାୟାଇଛି।

Interlinear

Choose Theme