Home Bibles ☰ Books ଆୟୁବ ପୁସ୍ତକ 12:7 · ଓଡ଼ିଆ ବାଇବେଲ
ଆୟୁବ ପୁସ୍ତକ 12:7 · ଓଡ଼ିଆ ବାଇବେଲ

ତୁମ୍ଭେ ଜନ୍ତୁମାନଙ୍କୁ ପଚାର ସମାନେେ ତୁମ୍ଭକୁ ଶିକ୍ଷା ଦବେେ, ତୁମ୍ଭେ ଆକାଶର ପକ୍ଷୀମାନଙ୍କୁ ପଚାର ସମାନେେ ତୁମ୍ଭକୁ କହିବେ।

Cross references

ଆଦି ପୁସ୍ତକ 1:21

ତେଣୁ ପରମେଶ୍ବର ନିଜ ନିଜ ଜାତି ପ୍ରକା ରେ ସୃଷ୍ଟି କଲେ, ବୃହତ୍ ସାମୁଦ୍ରିକ ଜୀବ ଓ ଅନ୍ୟ ଜୀବ ଯେଉଁମାନେ ସମୁଦ୍ର ରେ ରହନ୍ତି। ପରମେଶ୍ବର ଆକାଶ ରେ ଉଡ଼ୁଥିବା ବିଭିନ୍ନ ପ୍ରକାର ପକ୍ଷୀଗଣ ସୃଷ୍ଟି କଲେ। ଏହା ପରମେଶ୍ବର ଦୃଷ୍ଟି ରେ ଅତି ଉତ୍ତମ ଦିଶିଥିଲା।

ଆଦି ପୁସ୍ତକ 1:25

ଏହିପରି ପରମେଶ୍ବର ବିଭିନ୍ନ ପ୍ରକାର ଜୀବିତ ପ୍ରାଣୀ ସୃଷ୍ଟିକେଲ। ପରମେଶ୍ବର ସମସ୍ତ ଜିବୀତ ପ୍ରାଣୀଙ୍କୁ ସୃଷ୍ଟି କଲେ, ବିଭିନ୍ନ ପ୍ରକାରର ବୃହତ୍ ପ୍ରାଣୀ ଏବଂ ପ୍ରେତ୍ୟକକ ସରୀସୃପ ପ୍ରାଣୀ ଆପଣା ଜାତି ଅନୁସାରେ ପୃଥିବୀ ଉପରେ ଗୁରୁଣ୍ଡୁ ଥିଲେ। ଏହା ପରମେଶ୍ବରଙ୍କ ଦୃଷ୍ଟି ରେ ଅତି ଉତ୍ତମ ଦିଶିଥିଲା।

ଆୟୁବ ପୁସ୍ତକ 8:10

ସହେି ପୂର୍ବର ଲୋକମାନେ ତୁମ୍ଭକୁ ଶିକ୍ଷା ଦବେେ। ସମାନେେ ଯାହା ଶିକ୍ଷା କରିଥିଲେ, ତୁମ୍ଭକୁ ତାହା ଶିକ୍ଷା ଦବେେ।

ଆୟୁବ ପୁସ୍ତକ 21:29

ନିଶ୍ଚଯ ତୁମ୍ଭେ ପଥିକମାନଙ୍କ ସହିତ କଥା ହାଇେଛ। ନିଶ୍ଚଯ ସମାନଙ୍କେ କାହାଣୀକୁ ସ୍ବୀକାର କରିବ।

ହିତୋପଦେଶ 6:6

ହେ ଅଳସୁଆ ଲୋକମାନେ ! ତୁମ୍ଭେ ପିମ୍ପୁଡ଼ି ନିକଟକୁ ୟାଅ। ଦେଖ, ପିମ୍ପୁଡ଼ିମାନେ କିପରି କର୍ମ କରୁଛନ୍ତି। ସମାନଙ୍କେଠାରୁ ଶିଖ ଓ ସମାନଙ୍କେର ଉଦାହରଣରୂପେ କାର୍ୟ୍ଯ କର।

ହିତୋପଦେଶ 30:24

ଚାରି ପ୍ରାଣୀ ପୃଥିବୀ ରେ ସାନ, ମାତ୍ର ସମାନେେ ଅତିଶଯ ଜ୍ଞାନବାନ୍ ଅଟନ୍ତି।

ଯିଶାଇୟ 1:3

ଗାଈ ତା'ର ମୁନିବକୁ ଜାଣେ, ଗଧ ନିଜର ମୁନିବର ସଂଚାଳକଙ୍କୁ ଜାଣେ, ମାତ୍ର ଇଶ୍ରାୟେଲ ଲୋକମାନେ ମାେତେ ଚିହ୍ନିପାରିଲେ ନାହିଁ। ମାରେଲୋକମାନେ ମାେତେ ବୁଝୁ ନାହାଁନ୍ତି।'

ଯିରିମିୟ 8:7

ଏପରିକି ଆକାଶର ପକ୍ଷୀଗଣ ନିଜ ନିଜ ନିରୂପିତ ସମୟ ଜାଣନ୍ତି। ଆଉ ଘୁଘୁ, ତାଳଚୋଞ୍ଚ ଓ ସାରସ ନିଜ ନିଜର ଆସିବା ସମୟ ରକ୍ଷା କରନ୍ତି। ମାତ୍ର ଆମ୍ଭର ଲୋକମାନେ ସଦାପ୍ରଭୁଙ୍କର ନିଯମ ଜାଣନ୍ତି ନାହିଁ।

Interlinear

Choose Theme