Home Bibles ଆୟୁବ ପୁସ୍ତକ 10:11 · ଓଡ଼ିଆ ବାଇବେଲ
ଆୟୁବ ପୁସ୍ତକ 10:11 · ଓଡ଼ିଆ ବାଇବେଲ

ଏତେ ତୁମ୍ଭେ ମାେତେ ହାଡ ଓ ଶିରା ରେ ମାରେ ଶରୀର ଗଢ଼ିଛ ତା'ପରେ ଚର୍ମ ଓ ମାଂସ ରେ ମାରେ ଶରୀର ଆଚ୍ଛାଦିତ କରିଛ।

Cross references

ଆୟୁବ ପୁସ୍ତକ 40:17

ବ ହମୋେତର ଲାଞ୍ଜ ଏରସବୃକ୍ଷ ପରି ଶକ୍ତ। ତା'ର ଗୋଡ଼ର ମାଂସପେଶୀ ଅତି ଶକ୍ତ।

ଗୀତସଂହିତା 139:13

ସଦାପ୍ରଭୁ ତୁମ୍ଭେ ମାରେ ସମଗ୍ର ଅଂଶକୁ ତିଆରି କଲ। ତୁମ୍ଭେ ମାେତେ ମାେ ମାତୃ ଗର୍ଭରେ ସମସ୍ତ ଶରୀର ସହିତ ରଖିଲ।

ଯିହିଜିକଲ 37:4

ସଦାପ୍ରଭୁ, ମାରେ ପ୍ରଭୁ ମାେତେ କହିଲେ, ଏହି ଅସ୍ଥିଗୁଡ଼ିକ ଉଦ୍ଦେଶ୍ଯ ରେ ଭବିଷ୍ଯଦବାଣୀ ପ୍ରଚାର କରି କୁହ, ' ହେ ଶୁଷ୍କ ଅସ୍ଥି ସକଳ, ତୁମ୍ଭମାନେେ ସଦାପ୍ରଭୁଙ୍କର ବାକ୍ଯ ଶୁଣ।

କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 5:2

ଏହା ସ୍ବର୍ଗ ରେ ସ୍ଥାପିତ ଚିରସ୍ଥାଯୀ ଗୃହ ଅଟେ। ଆମ୍ଭେ ଏହି ପୃଥିବୀର ଘରଟି ରେ ରହି ଥକି ଯାଇଛୁ। ଆମ୍ଭେ ଇଚ୍ଛା କରୁ ଯେ, ପରମେଶ୍ବର ଆମ୍ଭକୁ ଆମ୍ଭର ସ୍ବର୍ଗୀୟ ଘରଟି ଦିଅନ୍ତୁ।

ଏଫିସୀୟଙ୍କ ପ୍ରତି ପତ୍ର 4:16

ସମ୍ପୂର୍ଣ୍ଣ ଶରୀର ଯୀଶୁ ଖ୍ରୀଷ୍ଟଙ୍କ ଉପରେ ନିର୍ଭରଶୀଳ। ଶରୀରର ପ୍ରେତ୍ୟକକ ଅଙ୍ଗ ଏକାଠି ୟୋଡ଼ି ହାଇେ ରହିଛନ୍ତି। ପ୍ରେତ୍ୟକକ ଅଙ୍ଗ ନିଜ ନିଜର କାର୍ୟ୍ଯ କରନ୍ତି। ଏହାଦ୍ବାରା ସମଗ୍ର ଶରୀର ପ୍ ରମେ ରେ ବୃଦ୍ଧି ପାଇ ଶକ୍ତିଶାଳୀ ହୁଏ।

Interlinear

Choose Theme