Home Bibles ☰ Books ଯିରିମିୟ 51:48 · ଓଡ଼ିଆ ବାଇବେଲ
ଯିରିମିୟ 51:48 · ଓଡ଼ିଆ ବାଇବେଲ

ସେ ସମୟରେ ସ୍ବର୍ଗ, ପୃଥିବୀ ଓ ତନ୍ମଧ୍ଯସ୍ଥ ସମସ୍ତ ବାବିଲ ବିଷଯ ରେ ଆନନ୍ଦ ରେ ଚିତ୍କାର କରିବେ। କାରଣ ସଦାପ୍ରଭୁ କହନ୍ତି ଯେ, ଉତ୍ତର ଦିଗରୁ ବିନାଶକଗଣ ଆସିବେ।

Cross references

ଗୀତସଂହିତା 58:10

ଜଣେ ଧାର୍ମିକ ଲୋକ ଯେତବେେଳେ ସହେି ଦୁଷ୍ଟ ଲୋକମାନଙ୍କୁ ଦଣ୍ଡିତ ହବୋର ଦେଖେ, ସେ ଆନନ୍ଦିତ ହବେ।

ହିତୋପଦେଶ 11:10

ଧାର୍ମିକର ମଙ୍ଗଳ ହେଲେ, ନଗର ଆନନ୍ଦ କରେ। ମାତ୍ର ଦୁଷ୍ଟର ବିନାଶ ହେଲେ ଜଯଧ୍ବନି ହୁଏ।

ଯିଶାଇୟ 44:23

ସହ ଆକାଶମଣ୍ଡଳ, ଗାନ କର, କାରଣ ସଦାପ୍ରଭୁ ଏହା ସାଧନ କରିଛନ୍ତି।ସହ ପୃଥିବୀର ଭୂତଳସ୍ଥାନ ସକଳ ଆନନ୍ଦଧ୍ବନି କର।ସହ ପର୍ବତ ଗଣ,ସହ ଅରଣ୍ଯ ଓ ତନ୍ମଧ୍ଯସ୍ଥ ବୃକ୍ଷ ସମୂହ, ତୁମ୍ଲଭମାଲନ ସମସ୍ଲତ ଉଚ୍ଚ ସ୍ବରସର ପ୍ରଭୁଙ୍କର ପ୍ରଶଂସା ଗାନ କର ; କାରଣ ସଦାପ୍ରଭୁ ଯାକୁବକୁ ମୁକ୍ତ କରିଛନ୍ତି ଓ ଇଶ୍ରାଲୟଲକୁସଗୗରବନ୍ବିତ କରିଲବ।

ଯିଶାଇୟ 48:20

ହେ ମାରେ ସନ୍ତାନଗଣ, ତୁମ୍ଭମାନେେ ବାବିଲରୁ ବାହାରି ୟାଅ, କଲଦୀଯମାନଙ୍କ ମଧ୍ଯରୁ ପଳାଯନ କର ; ତୁମ୍ଭମାନେେ ଆନନ୍ଦ ଧ୍ବନି କରି ଜଣାଅ, ପୃଥିବୀର ପ୍ରାନ୍ତ ପର୍ୟ୍ଯନ୍ତ ଏହା ବିଖ୍ଯାତ କର ; ତୁମ୍ଭମାନେେ କୁହ, ସଦାପ୍ରଭୁ ନିଜର ଦାସ ଯାକୁବକୁ ମୁକ୍ତ କରିଅଛନ୍ତି।

ଯିଶାଇୟ 49:13

ହେ ସ୍ବର୍ଗମଣ୍ଡଳ, ଗାନ କର ; ହେ ପୃଥିବୀ, ଉଲ୍ଲସିତ ହୁଅ ; ହେ ପର୍ବତଗଣ, ଉଚ୍ଚ ସ୍ବର ରେ ଆନନ୍ଦ ଧ୍ବନି କର ; କାରଣ ସଦାପ୍ରଭୁ ନିଜ ଲୋକମାନଙ୍କୁ ସାନ୍ତ୍ବନା କରିଛନ୍ତି ଓ ନିଜର ପୀଡ଼ିତ ଲୋକମାନଙ୍କୁ କରୁଣା କରିଛନ୍ତି।

ଯିରିମିୟ 50:3

କାରଣ ଉତ୍ତର ଦିଗରୁ ଏକ ଗୋଷ୍ଠୀ ବାବିଲ ବିରୁଦ୍ଧ ରେ ଆସିବେ। ସମାନେେ ତାକୁ ଧ୍ବଂସ କରିବେ। ତାହା ମଧିଅରେ କହେି ବାସ କରିବେ ନାହିଁ, ମନୁଷ୍ଯ ଓ ପଶୁ ସଠାରୁେ ପଳାଯନ କରିବେ।

ଯିରିମିୟ 50:9

ଆମ୍ଭେ ଉତ୍ତର ଦେଶ ବହୁ ଗୋଷ୍ଠୀଙ୍କୁ ଉତ୍ତଜେିତ କରି ବାବିଲ ବିରୁଦ୍ଧ ରେ ଆଣିବା। ସମାନେେ ତା' ବିରୁଦ୍ଧ ରେ ସଜ୍ଜିତ ହାଇେ ୟୁଦ୍ଧ କରିବେ ଓ ବାବିଲ ସମାନଙ୍କେ ଦ୍ବାରା ଅଧିକୃତ ହବେ। ସମାନଙ୍କେର ବାଣ ନିପୁଣ ବୀର ପୁରୁଷର ବାଣପରି ହବେ। କୌଣସି ବାଣ ବିଫଳ ହବେ ନାହିଁ।

ଯିରିମିୟ 50:41

ଦେଖ, ଉତ୍ତର ଦିଗରୁ ଏକ ଶକ୍ତିଶାଳୀ ଗୋଷ୍ଠୀରୁ ଲୋକମାନେ ଆସୁଛନ୍ତି ଓ ପୃଥିବୀସ୍ଥ ସମସ୍ତ ପ୍ରାନ୍ତରୁ ବହୁରାଜା ଏକତ୍ର ଆସୁଛନ୍ତି।

ଯିରିମିୟ 51:10

ସଦାପ୍ରଭୁ ଆମ୍ଭମାନଙ୍କର ଧାର୍ମିକତା ପ୍ରକାଶ କରିଅଛନ୍ତି। ଆସ, ଆମ୍ଭମାନେେ ସିୟୋନ ରେ କହିବା, ସଦାପ୍ରଭୁ ଯାହା କରିଛନ୍ତି।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 15:1

ଏହାପରେ ମୁଁ ସ୍ବର୍ଗ ରେ ଗୋଟିଏ ବଡ଼ ଓ ଆଶ୍ଚର୍ୟ୍ଯ ଜନକ ଲକ୍ଷଣ ଦେଖିଲି। ସଠାେରେ ସାତଜଣ ଦୂତ ସମାନଙ୍କେ ହାତ ରେ ସାତାଟେି ଶଷେ ମହାମାରୀ ଧରିଥିଲେ। ଏହା ଘଟିବା ପରେ ପରମେଶ୍ବରଙ୍କ କୋରଧର ସମାପ୍ତି ଘଟିବ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 16:4

ତୃତୀୟ ସ୍ବର୍ଗ ଦୂତ ତାହାଙ୍କ ପାତ୍ରକୁ ନଦୀ ଓ ଜଳ ନିର୍ଝରଗୁଡ଼ିକ ଉପରେ ଢ଼ାଳିଲେ। ନଦୀ ଓ ଜଳ ନିର୍ଝରଗୁଡ଼ିକର ଜଳ ରକ୍ତ ହାଇଗେଲା।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 18:20

ହେ ସ୍ବର୍ଗ ! ହେ ପରମେଶ୍ବରଙ୍କର ପବିତ୍ର ଲୋକମାନେ, ଭବିଷ୍ଯଦ୍ ବକ୍ତାଗଣ ଏବଂ ପ୍ ରରେିତଗଣ ! ମହାନଗରୀର ଧ୍ବଂସ ରେ ଆନନ୍ଦ ଉଲ୍ଲାସ କର। ସେ ତୁମ୍ଭକୁ ଯେଉଁ କଷ୍ଟ ଦଇେଛି, ସେଥିପାଇଁ ପରମେଶ୍ବର ତାହାକୁ ଦଣ୍ଡ ଦଇେଛନ୍ତି।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 19:1

ତା'ପରେ ମୁଁ ସ୍ବର୍ଗ ରେ ଅନକେ ଲୋକମାନଙ୍କର ସ୍ବର ଭଳି ଏକ ସ୍ବର ଶୁଣିଲି। ସମାନେେ କହୁଥିଲେ :

Interlinear

Choose Theme