ଯିରିମିୟ 51:40 · ଓଡ଼ିଆ ବାଇବେଲ
ବାବିଲକୁ ଆମ୍ଭେ ବଧ ଯୋଗ୍ଯ ମଷେ ଓ ଛାଗ ସଦୃଶ ବଧ୍ଯ ସ୍ଥାନକୁ ଆଗଇେ ନବୋ।
Cross references
ଗୀତସଂହିତା 37:20
କିନ୍ତୁ ଦୁଷ୍ଟ ଲୋକମାନେ ହେଉଛନ୍ତି ସଦାପ୍ରଭୁଙ୍କର ଶତ୍ରୁ ଓ ସହେି ଦୁଷ୍ଟ ଲୋକମାନେ ଧ୍ବଂସ ପାଇବେ। ସମାନଙ୍କେର ଉପତ୍ୟକା ସବୁ ଶୁଖି ଜଳିୟିବ। ସମାନେେ ସୂର୍ଣ୍ଣ ଭାବେ ଧ୍ବଂସ ପାଇବେ।
ଗୀତସଂହିତା 44:22
ହେ ପରମେଶ୍ବର, ସାରାଦିନ ଆମ୍ଭେ ତୁମ୍ଭ ପାଇଁ ମୃତ୍ଯୁବରଣ କରୁଛୁ। ଆମ୍ଭେ ହେଉଛୁ ସହେି ମେଣ୍ଢାସବୁ ଯେଉଁମାନଙ୍କୁ ହତ୍ଯା କରିବାକୁ ନିଆ ଯାଉଥାଏ।
ଯିଶାଇୟ 34:6
ସଦାପ୍ରଭୁଙ୍କ ଖଡ୍ଗ ରକ୍ତ ରେ ପରିତୃପ୍ତ ଓ ମଦେ ରେ ଓ ଛାଗଗଣର ଗୁରୁଦାର ମଦେ ରେ ପୁଷ୍ଟ। କାରଣ ବସ୍ତ୍ର ରେ ସଦାପ୍ରଭୁଙ୍କର ଏକ ୟଜ୍ଞ ଓ ଇଦୋମ ଦେଶ ରେ ଏକ ମହା ହତ୍ଯାକାଣ୍ଡ ହବେ।
ଯିରିମିୟ 50:27
ତାହାର ବୃଷଭ ସବୁକୁ ବଧ କର। ସେସବୁ ବଧ ସ୍ଥାନକୁ ୟାଆନ୍ତୁ। ସମାନେେ ସନ୍ତାପର ପାତ୍ର, କାରଣ ସମାନଙ୍କେର ଦିନ ଓ ପ୍ରତିଫଳର ସମୟ ଉପସ୍ଥିତ ହେଲା।
ଯିହିଜିକଲ 39:18
ତୁମ୍ଭମାନେେ ବୀରମାନଙ୍କ ମାଂସ ଖାଇବ ଓ ରାଜକୁମାରମାନଙ୍କର ରକ୍ତ ପିଇବ। ସମାନେେ ସମସ୍ତେ ବାଶନ ଦେଶର ହୃଷ୍ଟପୁଷ୍ଟ ମଷେ, ମଷେବତ୍ସ, ଛାଗ ଓ ବୃଷଭ ସଦୃଶ ଅଟନ୍ତି।