Home Bibles ☰ Books ଯିରିମିୟ 50:23 · ଓଡ଼ିଆ ବାଇବେଲ
ଯିରିମିୟ 50:23 · ଓଡ଼ିଆ ବାଇବେଲ

'ସମଗ୍ର ପୃଥିବୀ ରେ ବାବିଲକୁ ହାତୁଡ଼ି' ବୋଲି ବିବଚେନା କରାଯାଉଥିଲା। ସହେି 'ହାତୁଡ଼ି' ଖଣ୍ଡ ଖଣ୍ଡ ହାଇେ ଭାଙ୍ଗି ୟାଇଛି ଓ ଗୋଷ୍ଠୀ ମଧିଅରେ ବାବିଲ ଏକ ମରୁଭୂମି ହାଇେଅଛି।

Cross references

ଯିଶାଇୟ 14:4

ସହେି ସମୟରେ ତୁମ୍ଭେ ବାବିଲ ରାଜାଙ୍କ ବିଷଯ ରେ ଏହି ଉପହାସ ଗୀତ ଗାନ କରିବ।

ଯିଶାଇୟ 14:12

ତୁମ୍ଭେ ପ୍ରଭାତୀ ତାରା ସଦୃଶ ଥିଲ। ବର୍ତ୍ତମାନ ତୁମ୍ଭର ପତନ ଘଟିଛି। ଅତୀତ ରେ ସମସ୍ତ ଗୋଷ୍ଠୀ ତୁମ୍ଭ ନିକଟରେ ନତ ହେଉଥିଲେ। କିନ୍ତୁ ବର୍ତ୍ତମାନ ତୁମ୍ଭକୁ ଛଦନେ କରାୟାଇଛି।

ଯିରିମିୟ 51:20

ସଦାପ୍ରଭୁ ପୁଣି କହନ୍ତି, ହେ ବାବିଲ, ତୁମ୍ଭେ ଆମ୍ଭର ଗଦା ଓ ୟୁଦ୍ଧର ଅସ୍ତ୍ର ସ୍ବରୂପ। ଆମ୍ଭେ ତୁମ୍ଭ ଦ୍ବାରା ନାନା ଗୋଷ୍ଠୀକୁ ଧ୍ବଂସ କଲୁ ଓ ନାନା ରାଜ୍ଯକୁ ସମ୍ପୂର୍ଣ୍ଣ ସଂହାର କଲୁ।

Interlinear

Choose Theme