ତୁମ୍ଭମାନେେ ବାବିଲର ବୀଜବପନକାରୀଙ୍କୁ ଓ ଶସ୍ଯ ସଂଗ୍ରହକାରୀଙ୍କୁ ବିନାଶ କର। ବାବିଲକୁ ଆସିଥିବା ବନ୍ଦୀମାନେ ନିଜ ନିଜ ଲୋକଙ୍କ ନିକଟକୁ ଫରେିଯିବେ। ସମାନେେ ନିଜ ନିଜ ଦେଶକୁ ପଳାଇବେ।
Cross references
ଆହତ ହରିଣ ଓ ପାଳକହୀନ ମଷେପାଳକମାନଙ୍କ ପରି ବାବିଲର ଲୋକମାନେ ପଳାଯନ କରିବେ। ସମାନେେ ସମସ୍ତେ ନିଜ ଦେଶ ଓ ଗୋଷ୍ଠୀ ଆଡ଼କୁ ଧାବିତ ହବେେ।
ଆହୁରି ସଦାପ୍ରଭୁ ଭୟଙ୍କର ସିଂହ ତୁଲ୍ଯ ଆପଣା ଗହ୍ବର ତ୍ଯାଗ କରିଅଛନ୍ତି। ତାଙ୍କର କୋରଧ ରୂପକ ଖଡ୍ଗ ଭୟଙ୍କର ହବେ ଓ ସହେି ପ୍ରଚଣ୍ଡ କୋର୍ଧ ହତେୁରୁ ଦେଶ ଶୂନ୍ଯ ମରୁମଯ ସ୍ତାନ ହବେ।
ସହେି ସୈନ୍ଯଗଣ ପରସ୍ପର ଉପ ରେ ଝୁଣ୍ଟି ପଡ଼ିବେ। ସମାନେେ ପୁଣି କହିବେ, 'ଉଠ, ଆମ୍ଭମାନେେ ଖଡ୍ଗରୁ ରକ୍ଷା ପାଇବା ପାଇଁ ଆପଣା ଲୋକମାନଙ୍କ ନିକଟକୁ ପଳାଇୟିବା ଓ ଆପଣା ଜନ୍ମଭୂମିକୁ ପୁନର୍ବାର ଫରେିୟିବା।'
ଆମ୍ଭମାନେେ ବାବିଲକୁ ସୁସ୍ଥ କରିବାକୁ ଚେଷ୍ଟା କଲୁ, ମାତ୍ର ସେ ସୁସ୍ଥ ହାଇପୋରିଲା ନାହିଁ। ଆସ, ଆମ୍ଭମାନେେ ତାକୁ ପରିତ୍ଯାଗ କରି ଆପଣା ଆପଣା ଦେଶକୁ ଚାଲିୟିବା। ସ୍ବର୍ଗର ପରମେଶ୍ବର ତା'ର ଦଣ୍ଡ ବିଧାନ କରିବେ। ତାହାପାଇଁ ଯାହା ଘଟିବ ସେ ସ୍ଥିର କରିବେ।
ପୁଣି ତୁମ୍ଭ ମାଧ୍ଯମ ରେ ଆମ୍ଭେ ପାଳକ ଓ ତାହାର ପଲକୁ କୃଷକକୁ ଓ ତାହାର ହଳ ବଳଦକୁ ଏବଂ ଦଶାେଧ୍ଯକ୍ଷ ଓ ରାଜ୍ଯର ଅଧିପତିଗଣକୁ ଚୂର୍ଣ୍ଣ କଲୁ।
ହେ କୃଷକଗଣ, ଦୁଃଖ କର। ଉଚ୍ଚ ସ୍ବର ରେ କ୍ରନ୍ଦନ କର। ଦ୍ରାକ୍ଷା କୃଷିକାରୀଗଣ, ତୁମ୍ଭମାନେେ ମଧ୍ଯ ରୋଦନ କର। କାରଣ ତୁମ୍ଭର କ୍ଷତେ ରେ ଗହମ ଓ ବାର୍ଲି ଅମଳ ସମ୍ପୂର୍ଣ୍ଣ ଧ୍ବଂସ ହାଇେଛି।
ମାରେ ପ୍ରଭୁ ସର୍ବଶକ୍ତିମାନ ସଦାପ୍ରଭୁ ପରମେଶ୍ବର କୁହନ୍ତି, ଲୋକମାନେ ସର୍ବଶକ୍ତିମାନ ସ୍ଥାନ ରେ କ୍ରନ୍ଦନ କରିବେ। ପ୍ରେତ୍ୟକକ ରାସ୍ତା ରେ ସମାନେେ କହିବେ ହାୟ! ହାୟ! ସମାନେେ କୃଷକମାନଙ୍କୁ ଶୋକରେ ୟୋଗଦବୋ ପାଇଁ ନିମନ୍ତ୍ରଣ କରିବେ ଓ ପଷୋଦାର ଶାେକକାରୀମାନଙ୍କୁ ଶାେକ କରିବାକୁ ଭଡା ରେ ଆଣିବେ।