Cross references
ରାଜ ପରିବାର ଓ ଦୀବୋନର ଲୋକମାନେ ପୂଜା ସ୍ଥଳୀକୁ ରୋଦନ କରିବାକୁ ୟାଇଛନ୍ତି। ମାୟୋବର ଲୋକମାନେ ନବେୋ ଓ ମଦବୋ ପାଇଁ କାନ୍ଦୁଛନ୍ତି। ସମାନଙ୍କେର ଦୁଃଖ ଭାବ ଜଣାଇବା ପାଇଁ ମସ୍ତକ ଲଣ୍ଡା, କରିଛନ୍ତି ଓ ଦାଢ଼ି କାଟିଅଛନ୍ତି।
ମାରହେୃଦଯ ମାୟୋବ ପାଇଁ ବିଳାପ କରୁଛି। ଲୋକମାନେ ଇଗ୍ନତ୍-ଶଲୀଶୀଯା ଓ ଦୂରସ୍ଥ ସୋଯରକୁ ନିରାପତ୍ତା ପାଇଁ ପଳାଯନ କରୁଛନ୍ତି। ସମାନେେ ରୋଦନ କରି କରି ଲୂହୀତ-ଘାଟୀ ଉପରକୁ ଉଠୁଛନ୍ତି। ହୋରୋନଯିମ ପଥରେ ଯାଉଥିଲା ବେଳେ ଉଚ୍ଚ ସ୍ବର ରେ ବିଳାପ କରୁଛନ୍ତି।
ମାୟୋବର ସବୁ ସ୍ଥାନ ରେ କ୍ରନ୍ଦନର ରୋଳ ଶୁଣାୟିବ। ସହେି ହାହାକାର କ୍ରନ୍ଦନ ଦୂରସ୍ଥ ଇଗ୍ମଯିମ୍ ଓ ବେ ରେଲୀମ୍ ପର୍ୟ୍ଯନ୍ତ ଶୁଣାୟିବ।
ଏହି ଅହଙ୍କାର ୟୋଗୁଁ ସମସ୍ତ ମାୟୋବ କଷ୍ଟ ଭୋଗିବ। ମାୟୋବର ସମସ୍ତ ଲୋକ କ୍ରନ୍ଦନ କରିବେ। ସମାନେେ ଦୁଃଖିତ ହବେେ। ଅତୀତ ରେ ତାଙ୍କର ଯାହା ଥିଲା ସଗେୁଡ଼ିକୁ ସେ ଇଚ୍ଛା କରିବେ। ସମାନେେ ହରେସତରର ଶୁଷ୍କ କିସମିସର ପିଠା ପାଇଁ ଇଚ୍ଛା କରିବେ।
ତେଣୁ ମୁଁ କହୁଛି, ମାେତେ ଚାହଁ ନାହିଁ। ମାେତେ କାନ୍ଦିବାକୁ ଦିଅ। ମାେ ଗୋଷ୍ଠୀଯ କନ୍ଯାର ସର୍ବନାଶ ବିଷଯ ରେ ମାେତେ ସାନ୍ତ୍ବନା ଦବୋକୁ ଚେଷ୍ଟା କର ନାହିଁ।'
ବିନାଶ ପ ରେ ବିନାଶର ଖବର ଆସୁଅଛି। କାରଣ ସମଗ୍ର ଦେଶ ବିନଷ୍ଟ ହେଉଅଛି। ମୁହୂର୍ତ୍ତକ ମଧିଅରେ ମାରେ ତମ୍ବୁ ଓ ନିମିଷକ ମଧିଅରେ ମାହେର ୟବନିକା ସବୁ ଧ୍ବଂସ ପାଇବ।
ସଦାପ୍ରଭୁ କହନ୍ତି, ଦେଖ, ଉତ୍ତର ଦିଗରୁ ଶତ୍ରୁସୈନ୍ଯ କୂଳ ଲଙ୍ଘନ କରି ନଦୀକୂଳ ଉଚ୍ଛୁଳିଲା ପରି ଆସୁଅଛି, ତାହା ପ୍ଲାବନକାରୀ ବନ୍ଯା ସଦୃଶ ସମଗ୍ର ଦେଶ, ତନ୍ମଧ୍ଯସ୍ଥ ସମସ୍ତ ବସ୍ତ୍ର, ନଗର ଓ ତନ୍ନିବାସୀମାନଙ୍କୁ ଜଳମଗ୍ନ କରିବ। ତହିଁରେ ଲୋକମାନେ କ୍ରନ୍ଦନ କରିବେ ଓ ସାହାୟ୍ଯ ପାଇଁ ହାହାକାର କରିବେ।
କାରଣ ଲୁହୀତର ଉଠାଣି ପଥରେ ଲୋକମାନେ କ୍ରମାଗତ କ୍ରନ୍ଦନ କରି ଉପରକୁ ଉଠିବେ। ଯେ ହତେୁ ହୋରୋନଯିମର ଗଡ଼ାଣି ପଥରେ ସମାନେେ ବିନାଶ ହତେୁ ସଙ୍କଟସୂଚକ କ୍ରନ୍ଦନ ଶୁଣିଅଛନ୍ତି।
ହିଶବୋନ ଓ ଇଲିଯାଲୀର କ୍ରନ୍ଦନ ୟାହସ ପର୍ୟ୍ଯନ୍ତ ଶୁଣା ୟାଇଅଛି। ଆଉ ମଧ୍ଯ ସହେି କ୍ରନ୍ଦନ ସୋଯରଠାରୁ ହୋରୋନଯିମ ଓ ଇଗ୍ଲଥ୍ ଗଲୀଶୀଯା ପର୍ୟ୍ଯନ୍ତ ଶ୍ରୁତିଗୋଚର ହାଇେଅଛି। କାରଣ ନିମ୍ରୀମର ଜଳସବୁ ଶୁଷ୍କ ହାଇେଅଛି।