Home Bibles ଯିରିମିୟ 46:8 · ଓଡ଼ିଆ ବାଇବେଲ
ଯିରିମିୟ 46:8 · ଓଡ଼ିଆ ବାଇବେଲ

ଏହା ହେଉଛି ମିଶର ଯେ କି ନୀଳନଦୀ ତୁଲ୍ଯ ଉଠୁଅଛି। ତା'ର ଜଳରାଶି ନଦୀ ସମୂହର ତୁଲ୍ଯ ଉତ୍କ୍ଷିପ୍ତ ହେଉଅଛି। ଆଉ ସେ କହୁଅଛି, 'ମୁଁ ଉଚ୍ଛୁଳି ଉଠିବି, ମୁଁ ପୃଥିବୀକୁ ପ୍ଲାବିତ କରିବି, ମୁଁ ନଗର ସମୂହକୁ ଓ ତନ୍ନିବାସୀ ଲୋକମାନଙ୍କୁ ନଷ୍ଟ କରିବି।'

Cross references

ଯାତ୍ରା ପୁସ୍ତକ 15:9

ଶତୃ କହିଲା, 'ମୁଁ ସମାନଙ୍କେୁ ଗୋଡ଼ାଇବି ଓ ଧରିବି। ମୁଁ ଲୁଟିତ ଦ୍ରବ୍ଯ ଭାଗ କରି ନବେି। ସମାନଙ୍କେର ଉପରେ ମାରେ ଅଭିଳାଷ ପୂର୍ଣ୍ଣ ହବେ। ମୁଁ ଆପଣା ଖଡ୍ଗ ନିକ୍ଷପେ କରିବି, ମାରେ ହସ୍ତ ସମାନଙ୍କେୁ ବିନାଶ କରିବ।'

ଯିଶାଇୟ 10:13

ଅଶୂରର ରାଜା କ ହେ, ମୁଁ ଅତି ଜ୍ଞାନୀ, ମାରେ ଜ୍ଞାନ ଓ ଶକ୍ତି ବଳ ରେ ମୁଁ ବହୁ ମହାନ୍ କାର୍ୟ୍ଯ କରିଛି। ମୁଁ ଗୋଷ୍ଠୀକୁ ପରାଜିତ କରିଛି ଓ ସମାନଙ୍କେର ଧନସମ୍ପଦ ଲୁଣ୍ଠନ କରିଛି। ଆଉମଧ୍ଯ ତା'ର ଲୋକମାନଙ୍କୁ କ୍ରୀତଦାସ କରିଛି। ମୁଁ ଅତି ଶକ୍ତିଶାଳୀ ମାନବ।

ଯିଶାଇୟ 37:24

ତୁମ୍ଭେ ତୁମ୍ଭର ଦାସମାନଙ୍କ ଦ୍ବାରା ମାରେ ପ୍ରଭୁ ସଦାପ୍ରଭୁଙ୍କୁ ଲାଞ୍ଚିତ କରିଅଛ। ତୁମ୍ଭେ କହିଛ, ମୁଁ ଅତି ଶକ୍ତିଶାଳୀ ଓ ମାରେ ଅପାର ରଥ ସାହାୟ୍ଯ ରେ ମୁଁ ଲିବାନୋନକୁ ପରାସ୍ତ କରିଛି, ତାହାର ଉଚ୍ଚତମ ପର୍ବତ ଶିଖରକୁ ଉଠିଅଛି, ତା'ର ଏରସ ଓ ଦବଦୋରୁ ବୃକ୍ଷସବୁ କାଟି ପକାଇଛି। ପୁଣି ତା'ର ଦୂରବର୍ତ୍ତୀ ଉଚ୍ଚସ୍ଥାନ ରେ ଓ ଫଳପୂର୍ଣ୍ଣ ନିବିଡ଼ ଅରଣ୍ଯ ରେ ପ୍ରବେଶ କରିଛୁ।

ଯିହିଜିକଲ 29:3

ଆଉ କୁହ, 'ସଦାପ୍ରଭୁ, ମାରେ ପ୍ରଭୁ ଏହି କଥା କହନ୍ତି,

ଯିହିଜିକଲ 32:2

ହେ ମନୁଷ୍ଯ ପୁତ୍ର, ତୁମ୍ଭେ ମିଶରର ରାଜା ଫାରୋ ନିମନ୍ତେ ବିଳାପ କର, ଆଉ ତାହାକୁ କୁହ,

Interlinear

Choose Theme