ଏହିରୂପେ କାଲହରେ ପୁତ୍ର ୟୋହାନନ୍, ତାହାର ସନୋପତି ସକଳ ଓ ସମସ୍ତ ଲୋକ ଯିହୁଦା ରେ ବାସ କରିବାକୁ ସଦାପ୍ରଭୁଙ୍କ ବାକ୍ଯ ରେ ଅବଧାନ କଲେ ନାହିଁ।
Cross references
ତା'ପରେ ସମସ୍ତ ସନୋପତିଗଣ ଓ େଛାଟ ବଡ ସବୁ ଲୋକ ମିଶରକୁ ପଳାଇଲେ। କାରଣ ସମାନେେ କଲଦୀଯମାନଙ୍କୁ ଭୟ କରୁଥିଲେ।
ଭବିଷ୍ଯତ୍ବକ୍ତା ଯେତବେେଳେ ଏହି କଥା କହିଲେ, ଅମତ୍ସିଯ ସହେି ଭବିଷ୍ଯତ୍ବକ୍ତାଙ୍କୁ କହିଲେ, ତୁମ୍ଭେ ରାଜାଙ୍କର ଜଣେ ପରାମର୍ଶଦାତା ନୁହଁ। ନୀରବ ରୁହ ! ଯଦି ତୁମ୍ଭେ ନୀରବ ନ ରୁହ, ତବେେ ତୁମ୍ଭକୁ ହତ୍ଯା କରାୟିବ ! ଭବିଷ୍ଯତ୍ବକ୍ତା ନୀରବ ହାଇଗେଲେ, କିନ୍ତୁ ତା'ପରେ କହିଲେ, ପରମେଶ୍ବର ପ୍ରକୃତ ରେ ତୁମ୍ଭକୁ ବିନଷ୍ଟ କରିବା ନିମନ୍ତେ ସ୍ଥିର କରିଛନ୍ତି। କାହିଁକି ? କାରଣ ତୁମ୍ଭେ ସହେି ମନ୍ଦ କାର୍ୟ୍ଯସବୁ କଲ ଓ ମାରେ ଉପଦେଶ ଶୁଣିଲ ନାହିଁ।
ୟଦି ତୁମ୍ଭେ ସଦାପ୍ରଭୁଙ୍କ ଉପରେ ବିଶ୍ବାସ ରଖିବ ଓ ସୁକର୍ମ କରିବ ତୁମ୍ଭେ ତା' ହେଲେ ଆନନ୍ଦରେ ରହିବ ଓ ଅନକେ ଜିନିଷ ଉପଭୋଗ କରିବ ୟାହା ସହେି ଭୂମିରୁ ତୁମ୍ଭେ ପାଇବ।
ତବେେ ମୁଁ କହିଲି, ବଳ ଅପେକ୍ଷା ଜ୍ଞାନ ଉତ୍ତମ। ଯଦିଓ ଗରିବ ଲୋକଟିର ଜ୍ଞାନକୁ ଉପେକ୍ଷା କରାଗଲା ଏବଂ ସେ ଯାହା କ ହେ କହେି ଶୁଣନ୍ତି ନାହିଁ।
ତା'ପ ରେ ସମାନେେ ଯିରିମିୟଙ୍କୁ କହିଲେ, ସଦାପ୍ରଭୁ ଆପଣଙ୍କ ପରମେଶ୍ବର ଯେଉଁ କଥା କହି ଆପଣଙ୍କୁ ଆମ୍ଭମାନଙ୍କ ନିକଟକୁ ପଠାଇବେ, ତଦନୁସା ରେ ଯବେେ ଆମ୍ଭମାନେେ କର୍ମ ନ କରୁ, ତବେେ ସଦାପ୍ରଭୁ ଆମ୍ଭମାନଙ୍କ ବିପକ୍ଷ ରେ ସତ୍ଯ ଓ ବିଶ୍ବସ୍ତ ସାକ୍ଷୀ ହୁଅନ୍ତୁ।
ଯଦି ତୁମ୍ଭମାନେେ ଯିହୁଦା ରେ ବାସ କର, ତବେେ ଆମ୍ଭେ ତୁମ୍ଭମାନଙ୍କୁ ଶକ୍ତିଶାଳୀ କରିବା ଓ ବିନଷ୍ଟ କରିବା ନାହିଁ। ଆମ୍ଭେ ତୁମ୍ଭମାନଙ୍କର ବୀଜ ବୁଣିବା ଓ ତୁମ୍ଭକୁ ଧ୍ବଂସ କରିବା ନାହିଁ। କାରଣ ଆମ୍ଭେ ତୁମ୍ଭମାନଙ୍କ ପ୍ରତି ଦୁର୍ଭାଗ୍ଯ ଆଣିଥିବାରୁ ଦୁଃଖିତ।
ମାତ୍ର ସମାନେେ ସମାନଙ୍କେର କଥା ଶୁଣିଲେ ନାହିଁ। ସମାନେେ ଆପଣା ଦୁଷ୍କର୍ମରୁ ନିବୃତ୍ତ ହାଇେ ଅନ୍ୟ ଦବଗେଣଙ୍କ ଉଦ୍ଦେଶ୍ଯ ରେ ଧୂପ ନ ଜଳାଇବା ପାଇଁ ଭବିଷ୍ଯଦବକ୍ତାଙ୍କ ବାକ୍ଯ ରେ କର୍ଣ୍ଣପାତ କଲେ ନାହିଁ।