ଯିରିମିୟ 38:8 · ଓଡ଼ିଆ ବାଇବେଲ
ଏବଦ-ମଲକେ ରାଜଗୃହରୁ ବାହାରି ରାଜାଙ୍କୁ କହିଲା, ହେ ଆମ୍ଭର ମହାରାଜ ! ଏହି ଲୋକମାନେ ଯିରିମିୟ ଭବିଷ୍ଯଦବକ୍ତାଙ୍କ ପ୍ରତି ନିତାନ୍ତ ମନ୍ଦ ବ୍ଯବହାର କରିଅଛନ୍ତି। ସମାନେେ ତାହାଙ୍କୁ କୂପ ରେ ପକାଇ ଅଛନ୍ତି।
Cross references
ଯିରିମିୟ 32:3
ଯିହୁଦାର ରାଜା ସିଦିକିଯ ଯିରିମିୟଙ୍କୁ ବନ୍ଦୀ କରିଥିଲେ। କାରଣ ସେ ଭବିଷ୍ଯଦବାକ୍ଯ ପ୍ରଚାର କରି କହିଥିଲେ ଯେ, ସଦାପ୍ରଭୁ କହନ୍ତି, 'ଆମ୍ଭେ ବାବିଲର ରାଜା ନବୂଖଦନିତ୍ସର ହସ୍ତ ରେ ୟିରୁଶାଲମକୁ ଅର୍ପଣ କରିବା।
ମୀଖା 7:18
ତୁମ୍ଭପରି ପରମେଶ୍ବର ଆଉ ସଠାେ ରେ କହେି ନାହିଁ। ତୁମ୍ଭେ ଲୋକମାନଙ୍କର ଦୋଷ କ୍ଷମା କର। ଅବଶିଷ୍ଟ ଲୋକମାନଙ୍କୁ ତୁମ୍ଭେ ମଧ୍ଯ କ୍ଷମା ଦିଅ। ତୁମ୍ଭେ ସର୍ବଦା କୋର୍ଧିତ ହବେ ନାହିଁ କାରଣ ତୁମ୍ଭେ ସ୍ନହେ ଗ୍ଭହଁ।