Home Bibles ☰ Books ଯିରିମିୟ 36:32 · ଓଡ଼ିଆ ବାଇବେଲ
ଯିରିମିୟ 36:32 · ଓଡ଼ିଆ ବାଇବେଲ

ତା'ପ ରେ ଯିରିମିୟ ଆଉ ଖଣ୍ଡେ ନଳାକାର ପୁସ୍ତକ ନଇେ ନରେିଯର ପୁତ୍ର ବାରୂକକୁ ଦେଲେ। ଯିହାୟୋଦାରକୀମ୍ ଯେଉଁ ନଳାକାର ପୁସ୍ତକ ଅଗ୍ନି ରେ ଦଗ୍ଧ କରିଥିଲେ, ସହେି ନଳାକାର ପୁସ୍ତକ ଲିଖିତ ସମସ୍ତ ବାକ୍ଯ ଯିରିମିୟଙ୍କ ମୁଖରୁ ଶୁଣି ପୁଣି ସହେି ନଳାକାର ପୁସ୍ତକରେ ଲେଖିଲା। ଆଉ ମଧ୍ଯ ଅନକେ ସହେି ପ୍ରକାର କଥା ଏହି ଦ୍ବିତୀୟ ନଳାକାର ପୁସ୍ତକରେ ୟୋଗ କରାଇଲେ।

Cross references

ଯାତ୍ରା ପୁସ୍ତକ 4:15

ତୁମ୍ଭେ ହାରୋଣକୁ କହିବ ଏବଂ ତା'ର ପାଟି ରେ ବାକ୍ଯ ଦବେ। ମୁଁ ତୁମ୍ଭର ଜିହ୍ବା ସହିତ ଓ ତା'ର ଜିହ୍ବା ସହିତ ଥିବିଏବଂ ମୁଁ ତୁମ୍ଭମାନଙ୍କୁ କହିବି, ଯାହା ତୁମ୍ଭମାନଙ୍କୁ କହିବାକୁ ହବେ।

ଯାତ୍ରା ପୁସ୍ତକ 34:1

ଏହାପରେ ସଦାପ୍ରଭୁ ମାଶାଙ୍କେୁ କହିଲେ, ପ୍ରଥମ ପ୍ରସ୍ତର ଫଳକ ପରି ଆଉ ଦୁଇଟି ପ୍ରସ୍ତର ଫଳକ ତିଆରି କର। ଆଗ ପ୍ରସ୍ତର ଫଲକରେ ଯାହା ଲଖାେ ଥିଲା ଯାହା ତୁମ୍ଭେ ଚୁର୍ଣ୍ଣ କରିଛ ମୁଁ ଏହି ପ୍ରସ୍ତର ଫଳକରେ ତାହାସବୁ ଲେଖିବି।

ଲେବୀୟ ପୁସ୍ତକ 26:18

ଏସବୁ ହେଲାପରେ ଯବେେ ତୁମ୍ଭେ ଆମ୍ଭ ବାକ୍ଯ ରେ ମନୋୟୋଗ ନ କରିବ ତବେେ ଆମ୍ଭେ ତୁମ୍ଭମାନଙ୍କର ପାପ ୟୋଗୁଁ ତୁମ୍ଭମାନଙ୍କୁ ସାତଗୁଣ ଅଧିକ ଦଣ୍ତ ଦବୋ।

ଲେବୀୟ ପୁସ୍ତକ 26:21

ଆଉ ଯଦି ତୁମ୍ଭମାନେେ ପୁନର୍ବାର ଆମ୍ଭର ପ୍ରତିକୂଳାଚରଣ କରିବ, ତବେେ ଆମ୍ଭେ ତୁମ୍ଭମାନଙ୍କୁ ସାତଗୁଣ କ୍ଲେଶ ଦବୋ। ତୁମ୍ଭମାନେେ ଯେତେ ଅଧିକ ପାପ କରିବ େସତେ ଅଧିକ ଦଣ୍ତ ପାଇବ।

ଲେବୀୟ ପୁସ୍ତକ 26:24

ମୁଁ ତୁମ୍ଭମାନଙ୍କର ପ୍ରତିକୂଳାଚରଣ କରିବି ଓ ତୁମ୍ଭମାନଙ୍କ ପାପ ସକାେଶ ମୁଁ ତୁମ୍ଭମାନଙ୍କୁ ସାତଗୁଣ ଦଣ୍ତିତ କରିବ।

ଲେବୀୟ ପୁସ୍ତକ 26:28

ତବେେ ଆମ୍ଭେ କୋର୍ଧ ରେ ତୁମ୍ଭମାନଙ୍କର ପ୍ରତିକୂଳାଚରଣ କରିବା ଓ ତୁମ୍ଭମାନଙ୍କ ପାପ ଯୋଗୁଁ ତୁମ୍ଭମାନଙ୍କୁ ସାତଗୁଣ ଶାସ୍ତି ଦବୋ।

ଯିରିମିୟ 36:4

ତେଣୁ ଯିରିମିୟ ନରେିଯର ପୁତ୍ର ବାରୂକକୁ ଡାକିଲେ। ଆଉ ଯିରିମିୟ ବାରୂକକୁ ସଦାପ୍ରଭୁଙ୍କର ଯେଉଁସବୁ ବାକ୍ଯ କହିଲେ, ବାରୂକ ସେସବୁ ଏକ ନଳାକାର ପୁସ୍ତକରେ ଲେଖିଲେ।

ଯିରିମିୟ 36:18

ବାରୂକ ଉତ୍ତର କଲେ, ହଁ, ଯିରିମିୟ ଯାହାସବୁ ମାେତେ କହିଲେ, ମୁଁ କାଳି ନଇେ ଏହି ପୁସ୍ତକରେ ସେସବୁ ଲେଖିଲି।

ଯିରିମିୟ 36:23

ଅନନ୍ତର ୟିହୁଦି ପୁସ୍ତକରୁ ତନିଚାରି ପତ୍ର ପାଠ କଲାପ ରେ ରାଜା ଏକ କ୍ଷୁଦ୍ର ଛୁରୀ ରେ ତାହାକୁ କାଟି ଅଗ୍ନିପାତ୍ର ରେ ଥିବା ଅଗ୍ନି ରେ ତାହା ପକାଇ ଦେଲେ। ଶଷେ ରେ ସହେି ପାତ୍ର ଅଗ୍ନି ରେ ସମସ୍ତ ପୁସ୍ତକ ଭସ୍ମସାତ୍ ହେଲା।

ଦାନିଏଲ 3:19

ଏଥି ରେ ନବୂଖଦ୍ନିତ୍ସର ଅତ୍ଯନ୍ତ କୋର୍ଧାନ୍ବିତ ହେଲା। ଶଦ୍ରକ୍, ମୈଶକ୍ ଓ ଅବେଦ୍-ନଗୋର ପ୍ରତିକୂଳ ରେ ତା'ର ମୁଖ ବିକଟାକାର ହେଲା। ତେଣୁ ସେ ଅଗ୍ନିକୁଣ୍ତକୁ ସାଧାରଣ ଉତ୍ତାପଠାରୁ ସାତଗୁଣ ଉତ୍ତପ୍ତ କରିବାକୁ ଆଜ୍ଞା ଦଲୋ।

ରୋମୀୟଙ୍କ ପ୍ରତି ପତ୍ର 16:22

ଏହି ପତ୍ରର ଲେଖକ ମୁଁ ତର୍ତ୍ତିୟ ଅଟେ। ମୁଁ ମଧ୍ଯ ତୁମ୍ଭମାନଙ୍କୁ ପ୍ରଭୁଙ୍କ ନାମ ରେ ନମସ୍କାର କରୁଅଛି।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 22:18

ଏହି ପୁସ୍ତକର ଭବିଷ୍ଯଦ୍ ବାଣୀର ବାକ୍ଯଗୁଡ଼ିକୁ ଶୁଣୁଥିବା ପ୍ରେତ୍ୟକକ ଲୋକକୁ ମୁଁ ସତର୍କ କରିଦିଏ। କହେି ଯଦି ଏହି ବାକ୍ଯଗୁଡ଼ିକ ସହିତ କିଛି ଯୋଗକରେ, ତବେେ ପରମେଶ୍ବର ତାହାକୁ ଏହି ପୁସ୍ତକରେ ଲଖାେଥିବା କ୍ଲେଶଗୁଡ଼ିକ ଦବେେ।

Interlinear

Choose Theme