ଏଣୁ ରାଜା ଯିହାୟୋଦାରକୀମ୍ ପୁସ୍ତକ ଆଣିବା ପାଇଁ ୟିହୁଦିକୁ ପଠାଇଲେ ଓ ସେ ଇଲୀଶାମା ଲେଖକର କୋଠରୀରୁ ତାହା ଆଣିଲେ। ତା'ପ ରେ ୟିହୁଦି ରାଜା ଓ ରାଜାଙ୍କ ଚାରି ପାଖ ରେ ଛିଡ଼ା ହାଇେଥିବା ବ୍ଯକ୍ତି ସମସ୍ତ ଅଧିପତିମାନଙ୍କ କର୍ଣ୍ଣଗୋଚର ରେ ତାହା ପାଠ କଲେ।
Cross references
ତା'ପରେ ଶାଫନ୍ ଲେଖକ ରାଜାଙ୍କୁ କହିଲେ, ମହାୟାଜକ ହିଲକିଯ ଏହି ପୁସ୍ତକ ମାେତେ ଦଇେଛନ୍ତି। ତା'ପରେ ଶାଫନ୍ ରାଜାଙ୍କ ସାକ୍ଷାତ ରେ ତାହା ପାଠ କଲା।
ଏହାପରେ ଶାଫନ୍ ୟିଏ କି ସାମ୍ପାଦକ, ରାଜା ଯୋଶିୟଙ୍କୁ କହିଲେ, ଯାଜକ ହିଲ୍କିଯ ମାେତେ ଏକ ପୁସ୍ତକ ଦଇେଛନ୍ତି। ଏହାପରେ ଶାଫନ୍ ସହେି ପୁସ୍ତକ ପାଠ କରି ରାଜାଙ୍କୁ ଶୁଣାଇଲେ।
ଶସ୍ଯ ସହିତ ପାଳ ସମାନ ନୁହେଁ। ଦହେିପରି ଯେଉଁ ଭବିଷ୍ଯଦବକ୍ତାଗଣ ଆମ୍ଭର ସ୍ବପ୍ନ ଦେଖିଛନ୍ତି, ସମାନେେ ସେ ସ୍ବପ୍ନକଥା ପ୍ରକାଶ କରନ୍ତୁ। ଯଦି ସମାନେେ ଆମ୍ଭର ବାକ୍ଯ ପାଇଛନ୍ତି ତବେେ ସମାନେେ ବିଶ୍ବସ୍ତ ଭାବରେ ତାହା କୁହନ୍ତୁ।
ସଦାପ୍ରଭୁ କହିଲେ, ହେ ଯିରିମିୟ, ତୁମ୍ଭେ ସଦାପ୍ରଭୁଙ୍କ ମନ୍ଦିରର ପ୍ରାଙ୍ଗଣ ରେ ଠିଆ ହୁଅ। ଯିହୁଦାର ନଗର ସମୂହରୁ ଯେଉଁମାନେ ସଦାପ୍ରଭୁଙ୍କ ମନ୍ଦିରକୁ ଆସୁଛନ୍ତି, ସମାନଙ୍କେୁ ଆମ୍ଭର ଆଜ୍ଞାନୁସା ରେ ସମସ୍ତ କଥା କୁହ, ଗୋଟିଏ ହେଲେ କଥା ଆମ୍ଭର ଛାଡ଼ ନାହିଁ।
ତା'ପ ରେ ସହେି ଅଧିପତିଗଣ ବାରୂକକୁ କହିଲେ, ଏଠା ରେ ବସ, ଆମ୍ଭମାନଙ୍କ କର୍ଣ୍ଣଗୋଚର ରେ ତାହା ପାଠ କର।
ସହେି ଲୋକମାନେ ସ୍ବେଚ୍ଛାଚାରୀ ଓ କଠିନ ଚିତ୍ତ। ତଥାପି ମୁଁ ତୁମ୍ଭକୁ ସମାନଙ୍କେ ନିକଟକୁ ପଠାଉଛି। ସମାନଙ୍କେୁ କୁହ, 'ସଦାପ୍ରଭୁ ଆମ୍ଭର ପ୍ରଭୁ ଏହି କଥା କହିଛନ୍ତି।'