Home Bibles ଯିରିମିୟ 35:9 · ଓଡ଼ିଆ ବାଇବେଲ
ଯିରିମିୟ 35:9 · ଓଡ଼ିଆ ବାଇବେଲ

ଆଉ ଆମ୍ଭମାନେେ ବାସ କରିବା ନିମନ୍ତେ ଗୃହ ନିର୍ମାଣ କରୁ ନାହୁଁ। ଦ୍ରାକ୍ଷାକ୍ଷେତ୍ର କରୁ ନାହୁଁ କି ଶସ୍ଯ ରୋପଣ କରୁ ନାହୁଁ।

Cross references

ଗଣନା ପୁସ୍ତକ 16:14

ଆମ୍ଭେ କାହିଁକି ତୁମ୍ଭକୁ ମାନିବୁ? ତୁମ୍ଭେତ ଆମ୍ଭମାନଙ୍କୁ ଦୁଗ୍ଧମଧୁ ପ୍ରବାହୀ ଦେଶକୁ ଆଣି ନାହଁ? ତୁମ୍ଭେ ତ ଆମ୍ଭମାନଙ୍କୁ ଏକ ଉର୍ବର ଅଞ୍ଚଳକୁ ଆଣି ନାହିଁ, ଯେଉଁଠା ରେ ଆମ୍ଭମାନେେ ଶସ୍ଯ କ୍ଷେତ୍ର ଓ ଦ୍ରାକ୍ଷା କ୍ଷେତ୍ରର ଅଧିକାର ପାଇବୁ। ତୁମ୍ଭେ ଏହି ମନୁଷ୍ଯମାନଙ୍କୁ ଠକିବ କି? ନା ଆମ୍ଭମାନେେ ଯାଉ ନାହୁଁ।

ଦିତୀୟ ରାଜାବଳୀ 5:26

ଏଥି ରେ ଇଲୀଶାୟ ତାକୁ କହିଲେ, ଏହା ସତ୍ଯ ନୁହେଁ କି? ସେ ଲୋକ ତୁମ୍ଭକୁ ଭଟେିବାକୁ ଯେତବେେଳେ ନିଜ ରଥରୁ ଫରେି ଆସିଲା, ସେତବେେଳେ ମାରେ ଅନ୍ତଃକରଣ ତୁମ୍ଭ ସାଥୀ ରେ ଥିଲା? ଅର୍ଥ, ବସ୍ତ୍ର, ତୈଳ, ଦ୍ରାକ୍ଷା, ମଷେ, ଗୋରୁ ଓ ଦାସ-ଦାସୀ ଗ୍ରହଣ କରିବାର ତାହା କ'ଣ ସମୟ ନୁହେଁ?

ଗୀତସଂହିତା 37:16

ଧାର୍ମୀକ ଲୋକମାନଙ୍କ ମଧ୍ୟରେ ଅଳ୍ପ ଥିଲେ ବି ତାହା ଦୁଷ୍ଟ ଲୋକମାନଙ୍କ ମଧ୍ୟରେ ଥିବା ଧନୀ ଲୋକମାନଙ୍କ ଅପେକ୍ଷା ଉତ୍ତମ ଅଟେ।

ଯିରିମିୟ 35:7

ଆଉ ମଧ୍ଯ ତୁମ୍ଭମାନେେ ଗୃହ ନିର୍ମାଣ କରିବ ନାହିଁ, କିଅବା ବୀଜ ବୁଣିବ ନାହିଁ କିଅବା ଦ୍ରାକ୍ଷାକ୍ଷେତ୍ର ରୋପଣ କରିବ ନାହିଁ ଅବା ତହିଁର ଅଧିକାରୀ ହବେ ନାହିଁ। ମାତ୍ର ତୁମ୍ଭମାନେେ ୟାବଜ୍ଜୀବନ ତମ୍ବୁ ରେ ବାସ କରିବ, ତହିଁରେ ତୁମ୍ଭମାନେେ ଯେଉଁ ଦେଶ ରେ ପ୍ରବାସ କରୁଅଛ, ସହେି ଦେଶ ରେ ଅନକେ କାଳ ବଞ୍ଚିବ।'

ତୀମଥିଙ୍କ ପ୍ରତି ପ୍ରଥମ ପତ୍ର 6:6

ଯଦି ଜଣେ ଲୋକ ତା ପାଖ ରେ ଯାହା ଅଛି, ସତେିକି ରେ ସନ୍ତୁଷ୍ଟ ରହେ, ତା ହେଲେ ପ୍ରକୃତ ରେ ପରମେଶ୍ବରଙ୍କ ସବୋ ଦ୍ବାରା ସହେି ଲୋକ ବହୁତ ଧନୀ ହାଇଯୋଏ।

Interlinear

Choose Theme