Home Bibles ଯିରିମିୟ 31:39 · ଓଡ଼ିଆ ବାଇବେଲ
ଯିରିମିୟ 31:39 · ଓଡ଼ିଆ ବାଇବେଲ

ଆଉ ସଠାରୁେ ପରିମାପକ ରଜ୍ଜୁ ଗା ରେବ୍ ଉପପର୍ବତ ପର୍ୟ୍ଯନ୍ତ ସଳଖ ୟିବ ଓ ସଠାରୁେ ବୁଲି ଗୋୟା ପର୍ୟ୍ଯନ୍ତ ୟିବ।

Cross references

ଯିହିଜିକଲ 40:8

ତା'ପ ରେ ସେ ଗୃହାଭିମୁଖ ଦ୍ବାରର ବାରଣ୍ଡା ମଧ୍ଯ ମାପିଲେ।

ଯିଖରିୟ 2:1

ତା'ପ ରେ ଉପରକୁ ଗ୍ଭହିଁଲି, ଏବଂ ହସ୍ତ ରେ ପରିମାପକ ରଜ୍ଜୁ ଧରିବାକୁ ଏକ ବ୍ଯକ୍ତିଙ୍କୁ ଦେଖିଲି।

ଯିଖରିୟ 2:5

ସଦାପ୍ରଭୁ କୁହନ୍ତି, 'ଆମ୍ଭେ ତା'ର ଚତୁର୍ଦ୍ଦିଗ ରେ ତା'ର ସୁରକ୍ଷା ପାଇଁ ଅଗ୍ନିର ପ୍ରାଚୀର ତୁଲ୍ଯ ହବୋ। ଆମ୍ଭେ ତାକୁ ଆମ୍ଭର ମହିମା ରେ ପୂର୍ଣ୍ଣ କରିବା।'

Interlinear

Choose Theme