ସହେି ସମୟରେ ସୈନ୍ଯାଧିପତି ସଦାପ୍ରଭୁ କହନ୍ତି, ଆମ୍ଭେ ଯିହୁଦା ଓ ଇଶ୍ରାୟେଲର ଲୋକମାନଙ୍କ ସ୍କନ୍ଦରୁ ୟୁଆଳି ସବୁ ଭାଙ୍ଗି ପକାଇବା ଓ ସମାନଙ୍କେର ବନ୍ଧନସବୁ ଛିଣ୍ଡାଇ ପକାଇବା। ପୁଣି ବିଦେଶୀମାନେ ସମାନଙ୍କେୁ ଦାସ୍ଯକର୍ମ କରାଇବେ ନାହିଁ।
Cross references
ଏପରି କାହିଁକି ହବେ, କାରଣ ତୁମ୍ଭେ ସମାନଙ୍କେର ଶକ୍ତ ଭାର ବହନ କରିବ। ସମାନଙ୍କେର ସ୍କନ୍ଧସ୍ଥିତ ୟୁଆଳି ଓ ବାହୁଙ୍ଗି ଯାହାକୁ ଶତ୍ରୁମାନେ ତୁମ୍ଭର ଲୋକଙ୍କୁ ଦଣ୍ଡ ଦବୋକୁ ବ୍ଯବହାର କରୁଥିଲେ ତାକୁ ତୁମ୍ଭେ ଦୂର କରିବ। ମିଦିଯନକୁ ପରାଜିତ କଲାଭଳି ଏହା ହବେ।
ସେ ଦିନ ରେ ଅଶୂର ତୁମ୍ଭମାନଙ୍କ ପ୍ରତି ଦୁଃଖ ଆଣିବ। ସହେି ଦୁଃଖ ବୋଝ ତୁମ୍ଭ ସ୍କନ୍ଧ ରେ ୟୁଆଳି ସଦୃଶ ହବେ। ମାତ୍ର ସହେି ୟୁଆଳି ତୁମ୍ଭର ଗ୍ରୀବା ଦେଶରୁ କାଢ଼ି ନିଆୟିବ। ସହେି ବୋଝ ରୂପକ ୟୁଆଳି ତୁମ୍ଭର ଶକ୍ତି ବଳ ରେ ଭଗ୍ନ ହବେ।
ଭବିଷ୍ଯତ ରେ ସଦାପ୍ରଭୁ ପୁନର୍ବାର ଯାକୁବକୁ ପ୍ ରମେ କରିବେ। ସେ ପୁଣି ଇଶ୍ରାୟେଲ ଲୋକଙ୍କୁ ମନୋନୀତ କରିବେ। ସହେି ସମୟରେ ସମାନଙ୍କେୁ ସମାନଙ୍କେ ଦଇେ ଫରୋଇ ଦବେେ। ତା'ପ ରେ ବିଦେଶୀମାନେ ସମାନଙ୍କେ ସହିତ ସଂୟୁକ୍ତ ହବେେ। ଉଭୟେ ଯାକୁବଙ୍କ ପ୍ରତି ଆକୃଷ୍ଟ ହବେେ।
ସଦାପ୍ରଭୁ ତୁମ୍ଭର କଷ୍ଟ ଓ କଠାେର କାର୍ୟ୍ଯକୁ ଦୂର କରିବେ ଏବଂ ତୁମ୍ଭକୁ ସେ ବିଶ୍ରାମ ଦବେେ। କାରଣ ଅତୀତ ରେ ତୁମ୍ଭମାନେେ ଦାସ ଥିଲ ଓ କଠିନ କାର୍ୟ୍ଯ କରିଥିଲ। ତେଣୁ ସଦାପ୍ରଭୁ ତୁମ୍ଭର ସହେି କ୍ଲେଶ ଦୂର କରିବେ।
ମୁଁ ନିଜ ରାଜ୍ଯ ରେ ଅଶୂରୀଯ ରାଜାକୁ ବିନାଶ କରିବି। ମାରେପର୍ବତ ଉପ ରେ ତାକୁ ପଦଦଳିତ କରିବି। କାରଣ ସହେି ରାଜା ମାରେ ସନ୍ତାନଗଣଙ୍କୁ ଦାସ କରିଥିଲା ଓ ସମାନଙ୍କେ ସ୍କନ୍ଧ ରେ ୟୁଆଳିର ଭାର ରଖୁଥିଲା। ସହେି ୟୁଆଳି ଯିହୁଦାର ସ୍କନ୍ଧରୁ ଦୂରିଭୂତ ହବେ।
ହେ ଯିହୁଦା, ବହୁବର୍ଷ ପୂର୍ବେ ଆମ୍ଭେ ତୁମ୍ଭର ୟୁଆଳି ଭାଙ୍ଗି ତୁମ୍ଭର ବନ୍ଧନ ସବୁ ଚ୍ଛଦନେ କରିଛୁଁ। ଆଉ ତୁମ୍ଭେ କହିଛ, 'ଆମ୍ଭେ ତୁମ୍ଭର ଦାସତ୍ବ କର୍ମ କରିବୁ ନାହିଁ।' ପ୍ରକୃତ ରେ ତୁମ୍ଭେ ପ୍ରେତ୍ୟକକ ଉଚ୍ଚ ପର୍ବତ ଉପ ରେ ଓ ପ୍ରେତ୍ୟକକ ସବୁଜ ବୃକ୍ଷ ତଳେ ତୁମ୍ଭର ବ୍ଯଭିଚାର କରି ଚାଲିଛ।
ଏବଂ ସମାନେେ ବହୁଦେଶର ଓ ମହାନ ରାଜାମାନଙ୍କର କ୍ରୀତଦାସ ହବେେ। ଆଉ ଆମ୍ଭେ ସମାନଙ୍କେ କାର୍ୟ୍ଯକଳାପନୁସା ରେ ଓ ସମାନଙ୍କେ ହସ୍ତକୃତ କର୍ମାନୁସା ରେ ସମାନଙ୍କେୁ ପ୍ରତିଫଳ ଦବୋ।
ସଦାପ୍ରଭୁ ମାେତେ ଏହି କଥା କହିଲେ, ହେ ଯିରିମିୟ, ତୁମ୍ଭେ ସ୍ତମ୍ଭରୁ କେତକେ ୟୁଆଳି ପ୍ରସ୍ତୁତ କରି ଆପଣା ସ୍କନ୍ଧ ରେ ରଖ।
ପୁଣି ସମୁଦାଯ ଗୋଷ୍ଠୀ ନବୂଖଦନିତ୍ସର, ତାହାର ପୁତ୍ର ଓ ପୌତ୍ରର ସବୋ କରିବେ। ପୁଣି ଏକ ସମୟ ଆସିବ, ଅନକେ ଗୋଷ୍ଠୀ ଓ ମହାନ୍ ମହାନ୍ ରାଜାମାନେ ବାବିଲ ରେ ନିଜର ଦାସ୍ଯକର୍ମ କରିବେ।
ପୁଣି ଯିହାୟୋଦାରକୀମର ପୁତ୍ର ଯିହୁଦାର ରାଜା ୟିହୋଯାଖୀନକୁ ଓ ଯିହୁଦାର ବାବିଲକୁ ବନ୍ଦୀ ହାଇେ ୟାଇଥିବା ସମସ୍ତ ଲୋକ ସହିତ ଏହି ସ୍ଥାନକୁ ଫରୋଇ ଆଣିବା।' ଏହା ସଦାପ୍ରଭୁ କହନ୍ତି, 'କାରଣ ଆମ୍ଭେ ବାବିଲ ରାଜାର ୟୁଆଳି ଭାଙ୍ଗି ପକାଇବା।
ଯିରିମିୟଙ୍କ ସ୍କନ୍ଧ ରେ ବହନ କରିଥିବା ୟୁଆଳିକୁ ହନାନିଯ କାଢ଼ି ନଇେ ତାହା ଭାଙ୍ଗି ପକାଇଲା।
ସଦାପ୍ରଭୁ ଏହି କଥା କହନ୍ତି, ତୁମ୍ଭେ ୟାଇ ହନାନିଯକୁ କୁହ, 'ତୁମ୍ଭେ ସିନା କାଠର ୟୁଆଳି ଭାଙ୍ଗି ଦଲେ, ମାତ୍ର ଆମ୍ଭେ ତାହା ବଦଳ ରେ ଲୁହାର ୟୁଆଳି ପ୍ରସ୍ତୁତ କରିବା।
କ୍ଷେତ୍ରସ୍ଥ ବୃକ୍ଷଗୁଡ଼ିକ ଫଳ ଉତ୍ପନ୍ନ କରିବେ ଓ ଭୂମି ଶସ୍ଯଗୁଡ଼ିକ ଉତ୍ପନ୍ନ କରିବ। ଏବଂ ସମାନେେ ନିଜ ଦେଶ ରେ ନିରାପଦ ରେ ରହିବେ। ଆଉ ମୁଁ ସମାନଙ୍କେ ୟୁଆଳିର ଖିଲ ଭାଙ୍ଗିବି ଓ ସମାନଙ୍କେୁ ଦାସତ୍ବ କରିବା ଲୋକମାନଙ୍କ ହସ୍ତରୁ ଉଦ୍ଧାର କରିବି। ତାହା ହେଲେ ସମାନେେ ଜାଣିବେ ଯେ, ମୁଁ ସଦାପ୍ରଭୁ ଅଟେ।
ଆମ୍ଭେ ତୁମ୍ଭମାନଙ୍କର ବକରେେ ଥିବା ଅଶୂରୀଯର ୟୁଆଳୀକୁ କାଢିନବୋ, ଏବଂ ଆମ୍ଭେ ତୁମ୍ଭର ଶିକୁଳିକୁ ଛିଣ୍ତାଇ ଦବୋ।