Home Bibles ☰ Books ଯିରିମିୟ 3:7 · ଓଡ଼ିଆ ବାଇବେଲ
ଯିରିମିୟ 3:7 · ଓଡ଼ିଆ ବାଇବେଲ

ସେ ଏହିସବୁ ଅପକର୍ମ କଲାପ ରେ ମୁଁ ଇଶ୍ରାୟେଲକୁ କହିଲି, 'ତୁମ୍ଭେ ମାେ ନିକଟକୁ ଫରେି ଆସିବା ଉଚିତ୍? ମାତ୍ର ସେ ଫରେି ଆସିଲା ନାହିଁ ଆଉ ତାହାର ବିଶ୍ବାସଘାତିନୀ ଭଉଣୀ ଯିହୁଦା ଏହା ଦେଖିଲା।

Cross references

ଦିତୀୟ ରାଜାବଳୀ 17:13

ତଥାପି ସଦାପ୍ରଭୁ ପ୍ରେତ୍ୟକକ ଭବିଷ୍ଯଦ୍ବକ୍ତା ଓ ପ୍ରେତ୍ୟକକ ଦୃଷ୍ଟିକାରୀଙ୍କୁ ଇଶ୍ରାୟେଲ ଓ ଯିହୁଦାର ପ୍ରତି ଚତାବେନୀ ଦଇେ କହିଲେ, ତୁମ୍ଭମାନେେ ତୁମ୍ଭମାନଙ୍କର କୁକାର୍ୟ୍ଯରୁ ବିରତ ହୁଅ, ଆଉ ମୁଁ ତୁମ୍ଭମାନଙ୍କ ପିତୃଲୋକଙ୍କ ପାଇଁ ଯେଉଁ ଆଦେଶ କଲି ଓ ଯାହାସବୁ ମାରେ ସବେକ ଭବିଷ୍ଯଦ୍ବକ୍ତାଗଣଙ୍କ ହସ୍ତ ରେ ତୁମ୍ଭମାନଙ୍କ ନିକଟକୁ ପଠାଇଅଛୁଁ, ତଦନୁସା ରେ ମାରେ ବ୍ଯବସ୍ଥା ଓ ବିଧି ସବୁ ପାଳନ କର।

ଦିତୀୟ ରାଜାବଳୀ 17:14

ମାତ୍ର ସମାନେେ ଶୁଣିଲେ ନାହିଁ। ସମାନେେ ସମାନଙ୍କେ ପୂର୍ବପୁରୁଷମାନଙ୍କ ପରି ଅବାଧ୍ଯ ହେଲେ। ସମାନଙ୍କେର ପୂର୍ବପୁରୁଷଗଣ ସଦାପ୍ରଭୁ ଯେ ସମାନଙ୍କେର ପରମେଶ୍ବର ଏହା ବିଶ୍ବାସ କଲେ ନାହିଁ।

ଦିତୀୟ ବଂଶାବଳୀ 17:4

ଯିହାଶାଫେଟ୍ଙ୍କର ପୂର୍ବପୁରୁଷମାନେ ଯେଉଁ ପରମେଶ୍ବରଙ୍କର ଅନୁଗାମୀ ହାଇେଥିଲେ, ଯିହାଶାଫେଟ୍ ତାଙ୍କର ଅନ୍ବଷେଣ କଲେ। ସେ ପରମେଶ୍ବରଙ୍କ ଆଜ୍ଞା ସକଳର ଅନୁଗାମୀ ହେଲେ। ସେ ପରମେଶ୍ବରଙ୍କ ଆଜ୍ଞା ସକଳର ଅନୁଗାମୀ ହେଲେ। ଇଶ୍ରାୟେଲର ଲୋକମାନେ ଯେପରି ଜୀବନ କାଟୁଥିଲେ, ସେ ସେପ୍ରକାର ଜୀବନ କାଟୁ ନ ଥିଲେ।

ଦିତୀୟ ବଂଶାବଳୀ 30:6

ତେଣୁ ବାର୍ତ୍ତାବାହକମାନେ ରାଜାଙ୍କର ପତ୍ର ନଇେ ଇଶ୍ରାୟେଲ ଓ ଯିହୁଦାର ସମସ୍ତ ଅଞ୍ଚଳକୁ ଗଲେ। ସହେି ପତ୍ର ରେ ଏହିପରି ଲଖାେଥିଲା।

ଯିରିମିୟ 3:8

ଆଉ ଆମ୍ଭେ ଦେଖିଲୁ ବିପଥଗାମିନୀ ଇଶ୍ରାୟେଲ ବ୍ଯଭିଚାର କରିବା ହତେୁ ଆମ୍ଭେ ତାକୁ ଛାଡ଼ପତ୍ର ଦେଲେ ହେଁ, ତାହା ବିଶ୍ବାସଘାତିନୀ ଭଉଣୀ ଯିହୁଦା ଭୟ କଲା ନାହିଁ। ସେ ମଧ୍ଯ ୟାଇ ବ୍ଯଭିଚାର କଲା।

ଯିହିଜିକଲ 16:46

ଏବଂ ତୁମ୍ଭର ବଡ଼ ଭଉଣୀ ଶମରିଯା, ସେ ଆପଣା କନ୍ଯାଗଣ ସହିତ ତୁମ୍ଭର ବାମ ଦିଗ ରେ ବାସ କଲେ। ଏବଂ ସଦୋମ ତୁମ୍ଭର ସାନ ଭଉଣୀ, ସେ ଓ ତାହାର କନ୍ଯାଗଣ ତୁମ୍ଭର ଦକ୍ଷିଣ ଦିଗ ରେ ବାସ କରନ୍ତି।

ଯିହିଜିକଲ 23:2

ହେ ମନୁଷ୍ଯ ପୁତ୍ର, ସଠାେ ରେ ଏକ ମାତାର କନ୍ଯା ଦୁଇ ଭଉଣୀ ଥିଲେ।

ଯିହିଜିକଲ 23:4

ଜ୍ଯଷ୍ଠୋର ନାମ ଅହଲା ଓ ତା'ର ଭଗିନୀର ନାମ ଅହଲୀବା ଥିଲା। ସମାନେେ ମାରେ ପତ୍ନ ହେଲେ ଓ ପୁତ୍ର କନ୍ଯା ପ୍ରସବ କଲେ। ବଡ ଭଉଣୀ ଅହଲା ଶମରିଯା ଅଟେ ଓ ସାନ ଭଉଣୀ ଅହଲୀବା ୟିରୁଶାଲମ ଅଟେ।

ହୋଶେୟ 6:1

ଆସ, ସଦାପ୍ରଭୁଙ୍କ ପାଖକୁ ଫରେିୟିବା। ସେ ଆମ୍ଭକୁ ଆଘାତ କଲେ ଓ ସେ ମଧ୍ଯ ଆମ୍ଭକୁ ସୁସ୍ଥ କରିବେ। ସେ ଆମ୍ଭକୁ କ୍ଷତ ବିକ୍ଷତ କରିଛନ୍ତି ଏବଂ ସେ ଆମ୍ଭର କ୍ଷତ ରେ ପଟି ବାନ୍ଧି ଦବେେ।

ହୋଶେୟ 14:1

ଇଶ୍ରାୟେଲ, ତୁମ୍ଭର ପତନ ହେଲା ଏବଂ ତୁମ୍ଭେ ପରମେଶ୍ବରଙ୍କ ବିରୁଦ୍ଧ ରେ ପାପ କଲ। ତେଣୁ ତୁମ୍ଭର ପ୍ରିଯ ସଦାପ୍ରଭୁ ପରମେଶ୍ବରଙ୍କ ନିକଟକୁ ଫରେିଆସ।

Interlinear

Choose Theme