ଯିରିମିୟ 29:24 · ଓଡ଼ିଆ ବାଇବେଲ
ଆଉ ମଧ୍ଯ ତୁମ୍ଭେ ନିହିଲାମୀଯ ବଂଶର ଶମଯିଯଙ୍କୁ ଏହି ବାର୍ତ୍ତା ଦବେ।
Cross references
ଯିରିମିୟ 29:31
ହେ ଯିରିମିୟ, ତୁମ୍ଭେ ନିର୍ବାସିତ ସମସ୍ତ ଲୋକଙ୍କୁ ଏହି ସମ୍ବାଦ ଦିଅ, 'ନିହିଲାମୀଯ ଶମଯିଯର ବିଷଯ ରେ ସଦାପ୍ରଭୁ ଏହି କଥା କହନ୍ତି ; ଆମ୍ଭେ ଶମଯିଯଙ୍କୁ ଭବିଷ୍ଯଦବକ୍ତା ପ୍ରଚାର ପାଇଁ ପଠାଇ ନାହୁଁ। ମାତ୍ର ସେ ମିଥ୍ଯା କହି ତୁମ୍ଭମାନଙ୍କର ବିଶ୍ବାସ ଜନ୍ମାଇଅଛି।