ଆଉ ସମାନଙ୍କେୁ ଆଦେଶ ଦିଅ, 'ସୈନ୍ଯାଧିପତି ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର ଏହି କଥା କହନ୍ତି, ତୁମ୍ଭମାନେେ ଆପଣା ଆପଣା କର୍ତ୍ତାମାନଙ୍କୁ ଏହି କଥା କହିବ।
Cross references
ମାଶାେ ଏବଂ ହାରୋଣ ଏପରି କହି ସାରିବା ପରେ ଫାରୋଙ୍କ ନିକଟକୁ ଗଲେ। ସମାନେେ କହିଲେ, ସଦାପ୍ରଭୁ, ଇଶ୍ରାୟେଲର ପରମେଶ୍ବର କହିଛନ୍ତି, ' ମାରେ ଲୋମନଙ୍କୁ ୟିବାକୁ ଦିଅ। ସମାନେେ ମାେ ସମ୍ମାନାର୍ଥେ ମରୁଭୂମିରେ ଏକ ଉତ୍ସବ ପାଳନ କରିବେ।'
ମାତ୍ର ସଦାପ୍ରଭୁ ସତ୍ଯ ପରମେଶ୍ବର ଅଟନ୍ତି। ସେ ଜୀବନ୍ତ ପରମେଶ୍ବର ଓ ଅନନ୍ତକାଳସ୍ଥାଯୀ ରାଜା। ଯେତବେେଳେ ସେ କୋପ କରନ୍ତି ପୃଥିବୀ କିତ ହୁଏ। ବିଦେଶୀ ରାଷ୍ଟ୍ର ତାଙ୍କ କୋର୍ଧ ସହ୍ଯ କରିପାରିବେ ନାହିଁ।
ମାତ୍ର ଯାକୁବଙ୍କର ପରମେଶ୍ବର ସମାନଙ୍କେ ପରି ନୁହଁନ୍ତି। କାରଣ ସେ ସମସ୍ତ ବସ୍ତୁର ନିର୍ମାଣକର୍ତ୍ତା ଓ ଇଶ୍ରାୟେଲର ଲୋକମାନେ ତାଙ୍କର ନିଜର ବୋଲି ଦାବୀ କରନ୍ତି। ପରମେଶ୍ବରଙ୍କ ନାମ ସୈନ୍ଯାଧିପତି ସଦାପ୍ରଭୁ।
ପୁଣି ଇଶ୍ରାୟେଲର ପରମେଶ୍ବର, ସୈନ୍ଯାଧିପତି ସଦାପ୍ରଭୁ କହନ୍ତି, ' ହେ ଯିରିମିୟ, ତୁମ୍ଭେ ସମାନଙ୍କେୁ କହିବ, ତୁମ୍ଭମାନେେ ପାନ କରି ମତ୍ତ ହୁଅ ଓ ବାନ୍ତି କର, ପୁଣି ଆମ୍ଭେ ତୁମ୍ଭମାନଙ୍କ ମଧ୍ଯରୁ ଖଡ୍ଗ ପଠାଇବା, ତେଣୁ ତୁମ୍ଭମାନେେ ପତିତ ହାଇେ ଆଉ ଉଠ ନାହିଁ।'
ସୈନ୍ଯାଧିପତି ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର ଏହି କଥା କହନ୍ତି, 'ଏହିସବୁ ଦେଶୀଯ ରାଜାଗଣ ବାବିଲର ରାଜା ନବୂଖଦନିତ୍ସରର ସବୋ କରିବେ। ଏଥିପାଇଁ ମୁଁ ସମାନଙ୍କେ ସ୍କନ୍ଧ ରେ ଲୁହାର ୟୁଆଳି ରଖିଅଛି। ସମାନେେ ତାହାର ସବୋ କରିବେ ଆଉ ମଧ୍ଯ କ୍ଷେତ୍ରସ୍ଥ ପଶୁଗଣ ତାହାର ସବୋ କରିବେ।
କିନ୍ତୁ ଯାକୁବଙ୍କ ଭାଗ ସେ ସବୁପରି ନୁହଁନ୍ତି। କାରଣ ପରମେଶ୍ବର ସକଳ ବସ୍ତୁର ସୃଷ୍ଟିକର୍ତ୍ତା, ତାଙ୍କୁ କହେି ଗଢ଼ି ନାହାଁନ୍ତି। ଇଶ୍ରାୟେଲ ତାଙ୍କର ନିଜସ୍ବ ଅଧିକାର। ତାଙ୍କର ନାମ ସୈନ୍ଯାଧିପତି ସଦାପ୍ରଭୁ।