ଆଉ ମାେ ସମ୍ବନ୍ଧ ରେ ହେଉଛି, ମୁଁ ତୁମ୍ଭମାନଙ୍କ ହସ୍ତ ରେ ଅଛି, ଯାହା ତୁମ୍ଭମାନଙ୍କ ଦୃଷ୍ଟି ରେ ଉତ୍ତମ ଓ ଯଥାର୍ଥ ତାହା ମାେ ପ୍ରତି କର।
Cross references
ବର୍ତ୍ତମାନ ଆମ୍ଭେ ଆପଣାଙ୍କର ଅଧିନ। ତକ୍ସ୍ଟମ୍ଭ ପକ୍ଷେ ଆମ୍ଭ ପାଇଁ ଯାହା ଉଚିତ୍ ତାହା କର।
କିନ୍ତୁ ଯଦି ସଦାପ୍ରଭୁ ମାେ ଉପରେ ସଦଯ ନକ୍ସ୍ଟହଁନ୍ତି ବୋଲି କହନ୍ତି, ତବେେ ସେ ଯାହା ଗ୍ଭହିଁବେ ମାେ ଉପରେ ତାହା କରି ପାରିବେ।
ରାଜା ୟୋଯାଶ୍ଙ୍କ ପ୍ରତି ଯିହାୟୋଦାରଦା ଯେଉଁ ଦୟା କରିଥିଲେ, ତାହାକୁ ସ୍ମରଣ କଲେ ନାହିଁ। ଯିହାୟୋଦାରଦା ଜିଖରିଯଙ୍କ ପିତା ଥିଲେ। କିନ୍ତୁ ଯୋୟାଶ୍, ଯିହାୟୋଦାରଦାଙ୍କ ପୁତ୍ର ଜିଖରିଯଙ୍କୁ ହତ୍ଯା କଲେ। ଜିଖରିଯ ମୃତ୍ଯୁ ଭୋଗ କରିବା ପୂର୍ବରୁ ଏହିକଥା କହିଲେ, ତୁମ୍ଭମାନେେ ଯାହା କହୁଅଛ, ସଦାପ୍ରଭୁ ତାହା ଦେଖନ୍ତୁ ଓ ତୁମ୍ଭମାନଙ୍କୁ ଦଣ୍ଡ ଦିଅନ୍ତୁ !
ପୁଣି ରାଜା ହାମନକୁ କହିଲା, ସହେି ରୂପା ଓ ସହେି ଦେଶୀଯ ଲୋକ ତୁମ୍ଭକୁ ଦିଆଗଲା। ସମାନଙ୍କେ ପ୍ରତି ଯାହା ତୁମ୍ଭର ଇଛା, ତାହା କର।
ତେଣୁ ରାଜା ସିଦିକିଯ ସହେି ଅଧିପତିମାନଙ୍କୁ କହିଲେ, ଦେଖ, ଯିରିମିୟ ବର୍ତ୍ତମାନ ତୁମ୍ଭମାନଙ୍କ ଅଧୀନ ରେ ଅଛି। ତୁମ୍ଭମାନେେ ତା' ବିରୁଦ୍ଧ ରେ ଯାହା କରିବ ମୁଁ ବାରଣ କରିବି ନାହିଁ।
ଶଦ୍ରକ, ମୈଶକ ଓ ଅବେଦ୍-ନଗୋ ରାଜାଙ୍କୁ ଉତ୍ତର କଲେ, ହେ ନବୂଖଦ୍ନିତ୍ସର, ଏ ବିଷଯ ରେ ଆପଣଙ୍କୁ ଉତ୍ତର ଦବୋର ଆମ୍ଭମାନଙ୍କର ପ୍ରୟୋଜନ ନାହିଁ।