Home Bibles ଯିରିମିୟ 23:37 · ଓଡ଼ିଆ ବାଇବେଲ
ଯିରିମିୟ 23:37 · ଓଡ଼ିଆ ବାଇବେଲ

ତୁମ୍ଭେ ଯଦି ପରମେଶ୍ବରଙ୍କ ବାର୍ତ୍ତା ଜାଣିବାକୁ ଚାହୁଁଛ, ତବେେ ଜଣେ ଭବିଷ୍ଯଦବକ୍ତାଙ୍କୁ ଏହିକଥା କହିବ, 'ସଦାପ୍ରଭୁ କି ଉତ୍ତର ଦଇେଅଛନ୍ତି ?' 'ସଦାପ୍ରଭୁ କି କଥା କହିଛନ୍ତି ?'

Cross references

ଗୀତସଂହିତା 85:9

ପରମେଶ୍ବର ତାଙ୍କର ଅନୁସରଣକାରୀଙ୍କୁ ଶୀଘ୍ର ରକ୍ଷା କରିବେ। ଆମ୍ଭେ ଖୁବ୍ ଶୀଘ୍ର ଆମ୍ଭ ଦେଶରେ ସମ୍ମାନର ସହ ବାସ କରିବୁ।

Interlinear

Choose Theme