Home Bibles ଯିରିମିୟ 23:31 · ଓଡ଼ିଆ ବାଇବେଲ
ଯିରିମିୟ 23:31 · ଓଡ଼ିଆ ବାଇବେଲ

ପୁଣି ସଦାପ୍ରଭୁ କହନ୍ତି, ଦେଖ, ଯେଉଁ ଭବିଷ୍ଯଦବକ୍ତାମାନେ, ନିଜେ ମିଥ୍ଯା କହି ଛଳନା ପୂର୍ବକ କହନ୍ତି ମୁଁ କହିଛି ବୋଲି, ମୁଁ ସମାନଙ୍କେର ବିପକ୍ଷ ଅଟେ।

Cross references

ଦିତୀୟ ବିବରଣ 18:20

କିନ୍ତୁ ଯେତବେେଳେ ଜଣେ ଭବିଷ୍ଯଦ୍ବକ୍ତା ମାେ ନାମ ରେ କୌଣସି ଅନକ୍ସ୍ଟଚିତ୍ କଥା କ ହେ, ଯାହା ମୁ ତାଙ୍କୁ କହିବା ପାଇଁ ନିର୍ଦ୍ଦେଶ ଦଇନୋହିଁ। ସହେି ଭବିଷ୍ଯଦ୍ବକ୍ତାର ମୃତକ୍ସ୍ଟ୍ଯଦଣ୍ତ ପାଇବା ଉଚିତ୍। ଏବଂ ଯଦି କେତକେ ଭବିଷ୍ଯଦ୍ବକ୍ତା ଅନ୍ୟ ଦବଗେଣଙ୍କ ନାମ ରେ କହନ୍ତି, ତବେେ ସହେି ଭବିଷ୍ଯଦ୍ବକ୍ତାଗଣ ନିଶ୍ଚଯ ମୃତକ୍ସ୍ଟ୍ଯଦଣ୍ତ ପାଇବେ।

ପ୍ରଥମ ରାଜାବଳୀ 22:11

କନାନାର ପୁତ୍ର ସିଦିକିଯ ଜଣେ ଭବିଷ୍ଯଦ୍ବକ୍ତା ଲୌହମଯ ଶିଙ୍ଗମାନ ନିର୍ମାଣ କରି ଆହାବ୍ଙ୍କୁ କହିଲା, ସଦାପ୍ରଭୁ କହନ୍ତି, 'ତୁମ୍ଭେ ଏହି ଲୌହମଯ ଶିଙ୍ଗ ୟୁଦ୍ଧ ରେ ବ୍ଯବହାର କରିବ ଏବଂ ତୁମ୍ଭେ ଅରାମର ସମସ୍ତ ସୈନ୍ଯମାନଙ୍କୁ ସଂହାର କରିବ ଏବଂ ଜଯଲାଭ କରିବ।'

ଦିତୀୟ ବଂଶାବଳୀ 18:5

ତେଣୁ ଇଶ୍ରାୟେଲର ରାଜା ସମସ୍ତ ଭବିଷ୍ଯତ୍ବକ୍ତାଙ୍କୁ ଏକତ୍ର କଲେ, ସମାନେେ 400 ଜଣ ଥିଲେ। ଆହାବ ସମାନଙ୍କେୁ କହିଲେ, ଆମ୍ଭମାନେେ ରାମାେତ୍-ଗିଲିଯଦ୍ ସହରକୁ ୟୁଦ୍ଧ କରିବାକୁ ୟିବା, ନା ନାହିଁ ? ଭବିଷ୍ଯଦ୍ବକ୍ତାମାନେ କହିଲେ, ୟାଅ, କାରଣ ପରମେଶ୍ବର ରାମାେତ୍-ଗିଲିଯଦ୍କୁ ରାଜାଙ୍କୁ ଦବେେ।

ଦିତୀୟ ବଂଶାବଳୀ 18:10

ସିଦିକିଯ କନାନା ନାମକ ବ୍ଯକ୍ତିର ପୁତ୍ର ଥିଲା। ସିଦିକିଯ ଲୁହାରୁ କେତକେ ଶିଙ୍ଗା ନିର୍ମାଣ କରିଥିଲା। ସିଦିକିଯ କହିଲା, ସଦାପ୍ରଭୁ କହନ୍ତି, ' ସମାନେେ ସମ୍ପୂର୍ଣ୍ଣ ବିନଷ୍ଟ ନ ହବୋ ପର୍ୟ୍ଯନ୍ତ ତୁମ୍ଭେ ଏହି ଲୌହ-ଶିଙ୍ଗା ଅରାମୀଯମାନଙ୍କୁ ବିଦାରିବା ନିମନ୍ତେ ବ୍ଯବହାର କରିବ।'

ଦିତୀୟ ବଂଶାବଳୀ 18:19

ସଦାପ୍ରଭୁ କହିଲେ, 'କିଏ ଇଶ୍ରାୟେଲର ରାଜା ଆହାବଙ୍କୁ ପ୍ରତାରଣ କରିବ, ସେଥିପାଇଁ ତାକୁ ରାମାେତ୍-ଗିଲିଯାଦ୍ ରେ ହତ୍ଯା କରାୟିବ ?' ସଦାପ୍ରଭୁଙ୍କ ଚତୁର୍ଦ୍ଦିଗ ରେ ଠିଆ ହାଇେଥିବା ଭିନ୍ନ ଭିନ୍ନ ଲୋକମାନେ, ଭିନ୍ନ ଭିନ୍ନ କଥା କହିଲେ। କେତକେ ଗୋଟିଏ କଥା କହିଲେ ଓ ଆଉ କେତକେ ଆଉ କିଛି କହିଲେ।

ଯିଶାଇୟ 30:10

ସମାନେେ ଦର୍ଶକମାନଙ୍କୁ କୁହନ୍ତି, ତୁମ୍ଭମାନେେ ଦର୍ଶନ କର ନାହିଁ ଓ ଭବିଷ୍ଯତ୍ବକ୍ତାମାନଙ୍କୁ କୁହନ୍ତି ତୁମ୍ଭମାନେେ ଆମ୍ଭମାନଙ୍କ ନିକଟରେ ବିଶ୍ବାସ ବାକ୍ଯ ପ୍ରଚାର କର ନାହିଁ। ଆମ୍ଭମାନଙ୍କୁ କୋମଳ କଥା କୁହ ଓ ଭ୍ରାନ୍ତିଜନକ ବାକ୍ଯ ପ୍ରଚାର କର।

ଯିରିମିୟ 23:17

ସମାନେେ ଆମ୍ଭର ଅବଜ୍ଞାକାରୀଙ୍କୁ ଆମ୍ଭର ବାକ୍ଯ ନ କହି ଭିନ୍ନ କଥା କୁହନ୍ତି। ସମାନେେ ସମାନଙ୍କେୁ କୁହନ୍ତି, ସଦାପ୍ରଭୁ କହିଅଛନ୍ତି, 'ତୁମ୍ଭମାନଙ୍କର ଶାନ୍ତି ହବେ।' ପୁଣି ଯେଉଁମାନେ ଅବାଧ୍ଯ ହାଇେ ନିଜର ହୃଦଯ ରେ ଆଚରଣ ଅନୁସାରେ କାର୍ୟ୍ଯ କରନ୍ତି, ସମାନଙ୍କେୁ କୁହାୟାଏ, 'ତୁମ୍ଭମାନଙ୍କ ପ୍ରତି କୌଣସି ଅମଙ୍ଗଳ ହବେ ନାହିଁ।'

ଯିରିମିୟ 28:15

ତହିଁରେ ଯିରିମିୟ ଭବିଷ୍ଯଦବକ୍ତା ହନାନିଯ ଭବିଷ୍ଯଦବକ୍ତାକୁ କହିଲେ, ହେ ହନାନିଯ, ଏବେ ଶୁଣ ! ସଦାପ୍ରଭୁ ତୁମ୍ଭକୁ ପଠାଇ ନାହାଁନ୍ତି। ମାତ୍ର ତୁମ୍ଭେ ଏହି ଲୋକମାନଙ୍କୁ ମିଥ୍ଯା କଥା ରେ ବିଶ୍ବାସ କରାଇ ଅଛ।

ଯିରିମିୟ 28:17

ଆଉ ହନାନିଯ ଭବିଷ୍ଯଦବକ୍ତା ସହେି ବର୍ଷ ସପ୍ତମ ମାସ ରେ ମଲା।

ମୀଖା 2:11

ଯଦି କିଏ ଜଣେ ମିଥ୍ଯା ପ୍ରଚାର କରେ ତବେେ ଲୋକମାନେ ତାକୁ ଗ୍ରହଣ କରିବେ। ଯଦି ସେ ଆସି କ ହେ, ଭବିଷ୍ଯତ ରେ ପ୍ରଚୁର ଦ୍ରାକ୍ଷାରସ ଓ କଡା ସୁରା ମିଳିବ ତବେେ ଏହି ଲୋକମାନେ ମିଥ୍ଯା ଭବିଷ୍ଯତ ବାଣୀକୁ ଗ୍ରହଣ କରିବେ।

Interlinear

Choose Theme