ଯିରିମିୟ 13:3 · ଓଡ଼ିଆ ବାଇବେଲ
ଅନ୍ତର ରେ ଦ୍ବିତୀୟଥର ସଦାପ୍ରଭୁଙ୍କର ବାକ୍ଯ ମାେ ନିକଟରେ ଉପସ୍ଥିତ ହେଲା।
Cross references
ଯିରିମିୟ 13:8
ତା'ପ ରେ ସଦାପ୍ରଭୁଙ୍କ ବାକ୍ଯ ମାେ ନିକଟରେ ଉପସ୍ଥିତ ହେଲା।
ଯିରିମିୟ 25:18
ମୁଁ ଯିହୁଦା ଓ ୟିରୁଶାଲମର ସମସ୍ତ ନିବାସୀମାନଙ୍କୁ, ସହେି ପାତ୍ରରୁ ପାନ କରାଇଲି। ସହେି ଦେଶ ଶୁଷ୍କ ମରୁଭୂମି ହେଲା ଓ ଶାଚେନୀୟ ଭାବରେ ବିନଷ୍ଟ ହେଲା। ଏହା ଦେଖି ଲୋକମାନେ ଶୀସ୍ ଶବ୍ଦ କଲେ ଓ ଆଜି ପର୍ୟ୍ଯନ୍ତ ଲୋକମାନେ ଏହାକୁ ଏକ ଅଭିଶାପର ବସ୍ତୁ ରୂପେ ବ୍ଯବହାର କରନ୍ତି।