Home Bibles ଯିରିମିୟ 13:12 · ଓଡ଼ିଆ ବାଇବେଲ
ଯିରିମିୟ 13:12 · ଓଡ଼ିଆ ବାଇବେଲ

ସଦାପ୍ରଭୁ, 'ଇଶ୍ରାୟେଲର ପରମେଶ୍ବର ଯିରିମିୟକୁ ଏହା କହିଲେ, ହେ ଯିରିମିୟ, ଯିହୁଦାର ଲୋକମାନଙ୍କୁ କୁହ, ପ୍ରେତ୍ୟକକ କଳସ ଦ୍ରାକ୍ଷାରସ ରେ ପୂର୍ଣ୍ଣ କରାୟିବ,' ତା'ପ ରେ ସମାନେେ ତୁମ୍ଭକୁ କହିବେ, 'ଆମ୍ଭେ କଣ ଜାଣୁ ନାହୁଁ ଯେ, ପ୍ରେତ୍ୟକକ କଳସ ଯେ ଦ୍ରାକ୍ଷାରସ ରେ ପୂର୍ଣ୍ଣ ହବେ ?'

Cross references

ଯିରିମିୟ 25:16

ତାହା ପାନ କରି ସମାନେେ ବାନ୍ତିକରି ଏଣେ ତଣେେ ଟଳମଳ ହବେେ। ପୁଣି ଆମ୍ଭେ ସମାନଙ୍କେ ବିରୁଦ୍ଧ ରେ ପଠାଇଥିବା ଖଡ୍ଗ ହତେୁ ସମାନେେ ଉନ୍ମତ୍ତ ହବେେ।

ଯିହିଜିକଲ 24:19

ତହୁଁ ଲୋକମାନେ ମାେତେ କହିଲେ, ଏସବୁ ତୁମ୍ଭେ କାହିଁକି କରୁଅଛ ? ଏହାର ଅର୍ଥ ଆମ୍ଭମାନଙ୍କୁ ବୁଝାଇବ କି ?

Interlinear

Choose Theme