ଯିଶାଇୟ 7:22 · ଓଡ଼ିଆ ବାଇବେଲ
ସସହି ଗାଈର ପ୍ରଚୁର ଦୁଗ୍ଧସରସସ ଦଧି ଖାଇବଲ ଓସସସଦଶର ପ୍ରଲତ୍ୟକକସଲାକ ଦଧି ଓ ମଧୁ ଭକ୍ଷଣ କରିଲବ।
Cross references
ଦିତୀୟ ଶାମୁୟେଲ 17:29
ସମାନେେ ମଧ୍ଯ ମହକ୍ସ୍ଟ, ଦହୀ, ମଷେ ଏବଂ ଲହକ୍ସ୍ଟଣୀ ଆଣିଲେ। ସମାନେେ ଏହିସବୁ ସାମଗ୍ରୀଗକ୍ସ୍ଟଡିକ ଦାଉଦ ଓ ତାଙ୍କର ଲୋକମାନଙ୍କୁ ଆଗ ରେ ଉତ୍ସର୍ଗ କଲେ। କାରଣ ସମାନେେ କହିଲେ, ଲୋକମାନେ ମରକ୍ସ୍ଟଭୂମିରେ ନିଶ୍ଚିତ କ୍ଷକ୍ସ୍ଟଧାର୍ତ୍ତ, କ୍ଲାନ୍ତ ଓ ତୃଷାର୍ତ୍ତ ହାଇେଥିବେ।
ଯିଶାଇୟ 7:15
ଇମ୍ମାନୁଯଲଲ ଲହୁଣୀ ଓ ମହୁ ଖାଇବ।ସତଣୁସସ ଭଲକୁ ଗ୍ରହଣ କରିବା ଓ ମନ୍ଦକୁ ତ୍ଯାଗ କରିବା ଜାଣିବ।
ମାଥିଉଲିଖିତ ସୁସମାଚାର 3:4
ଯୋହନଙ୍କ ବସ୍ତ୍ର ଓଟ ଲୋମ ରେ ତିଆରି ହାଇେଥିଲା। ସେ ଅଣ୍ଟା ରେ ଚମଡା ପଟି ବାନ୍ଧିଥିଲେ। ପଙ୍ଗପାଳ ଓ ବନମଧୁ ତାହାଙ୍କର ଖାଦ୍ୟ ଥିଲା।