Home Bibles ଯିଶାଇୟ 7:1 · ଓଡ଼ିଆ ବାଇବେଲ
ଯିଶାଇୟ 7:1 · ଓଡ଼ିଆ ବାଇବେଲ

ସଯାଥମଙ୍କ ପୁତ୍ର ଆହସ, ଉଷିୟଙ୍କ ପୁତ୍ରସଯାଥମ, ଅରାମର ରାଜା ଉତ୍ସୀନ ଓ ପଲକହ ଇଶ୍ରାଲୟଲର ରାଜା ରମଲୀଯଙ୍କର ପୁତ୍ର ଥିଲଲ। ଯିହୁଦାସର ଆହସ ରାଜତ୍ବ କରୁଥିବା ସମୟଲର ଉତ୍ସୀନ ଓ ପଲକହ ତାଙ୍କ ସହିତ ସଂଗ୍ରାମ କରିବାକୁ ୟିରୁଶାଲମକୁ ୟାଇଥିଲଲ। ମାତ୍ରସସମାଲନସସହି ନଗରୀକୁ ପରାସ୍ତ କରିପାରିଲଲ ନାହିଁ।

Cross references

ଦିତୀୟ ରାଜାବଳୀ 15:25

ରମଲିଯର ପୁତ୍ର ପକହେ, ପକହଙ୍କେର ସୈନ୍ଯବାହୀନିର ଜଣେ ସନୋପତି ରାଜ ପ୍ରାସାଦ ରେ ପକହେକୁ ହତ୍ଯା କଲେ। ଯେତବେେଳେ ରାଜାଙ୍କୁ ସେ ହତ୍ଯା କଲେ, ତାଙ୍କ ସହିତ ପଗ୍ଭଶ ଗିଲିଯଦୀଯ ଲୋକ ଥିଲେ। ସେ ତାଙ୍କ ପରେ ନୂତନ ରାଜା ହେଲେ।

ଦିତୀୟ ରାଜାବଳୀ 15:27

ଯିହୁଦା ରେ ଅସରିଯଙ୍କର ରାଜତ୍ବର ବାବନ ବର୍ଷ ରେ ରମଲିଯଙ୍କର ପୁତ୍ର ପକହେ ଶମରିଯା ରେ ଇଶ୍ରାୟେଲ ଉପରେ ଶାସନ କରିବାକୁ ଆରମ୍ଭ କରି କୋଡିଏ ବର୍ଷ ରାଜ୍ଯ ଶାସନ କଲେ।

ଦିତୀୟ ରାଜାବଳୀ 15:37

ସେ ସମୟରେ ସଦାପ୍ରଭୁ ଅରାମର ରାଜା ରତସୀନ୍କୁ ଓ ରମଲିଯର ପୁତ୍ର ପକହଙ୍କେୁ ଯିହୁଦା ବିରୁଦ୍ଧ ରେ ୟୁଦ୍ଧ କରିବାକୁ ପଠାଇଲେ।

ଦିତୀୟ ରାଜାବଳୀ 16:1

ଇଶ୍ରାଲୟଲସର ରମଲିଯଙ୍କର ପୁତ୍ର ପଲକହଙ୍କ ରାଜତ୍ବର ସପ୍ତଦଶ ବର୍ଷସରସଯାଥମଙ୍କ ପୁତ୍ର ଆହସ ଯିହୁଦାସର ରାଜାସହଲଲ।

ଦିତୀୟ ରାଜାବଳୀ 16:5

ସସଲତଲବଲଳ ଅରାମର ରାଜା ରତ୍ସୀନ ଓ ଇଶ୍ରାଲୟଲର ରାଜା ରମଲିଯଙ୍କ ପୁତ୍ର ପଲକହ ୟିରୁଶାଲମ ବିରୁଦ୍ଧସର ୟୁଦ୍ଧ କରିବାକୁ ଆସିଲଲ।ସସମାଲନ ଆହସଙ୍କୁ ଚତୁର୍ଦ୍ଦିଗସର ଘଲରିଗଲଲ, ମାତ୍ର ତାଙ୍କୁ ପରାସ୍ତ କରି ପାରିଲଲ ନାହିଁ।

ଦିତୀୟ ବଂଶାବଳୀ 28:1

ଆହସ୍ ରାଜା ହବୋ ସମୟରେ କୋଡ଼ିଏ ବର୍ଷ ବଯସ୍କ ହାଇେଥିଲେ। ସେ ୟିରୁଶାଲମ ରେ ଷୋହଳ ବର୍ଷ ରାଜତ୍ବ କଲେ। ଆହସ୍ ତାଙ୍କର ପୂର୍ବପୁରୁଷ ଦାଉଦଙ୍କ ପରି ଯଥାର୍ଥ ଜୀବନୟାପନକ କରୁ ନ ଥିଲେ। ଆହସ୍ ସଦାପ୍ରଭୁଙ୍କ ଇଚ୍ଛାନୁୟାଯୀ କାର୍ୟ୍ଯ କଲେ ନାହିଁ।

ଦିତୀୟ ବଂଶାବଳୀ 28:5

ଆହସ୍ ପାପ କଲେ, ତେଣୁ ସଦାପ୍ରଭୁ ତାଙ୍କର ପରମେଶ୍ବର ଅରାମର ରାଜାଙ୍କ ଦ୍ବାରା ଆହସ୍ଙ୍କୁ ପରାସ୍ତ କଲେ। ଅରାମର ରାଜା ଓ ତାଙ୍କର ସୈନ୍ଯଦଳ ଆହସ୍ଙ୍କୁ ପରାସ୍ତ କଲେ ଓ ଯିହୁଦାର ଅନକେ ଲୋକଙ୍କୁ ବନ୍ଦୀ କରି ନେଲେ। ଅରାମର ରାଜା ସହେି ବନ୍ଦୀମାନଙ୍କୁ ଦମ୍ମେଶକ ନଗରକୁ ନଇଗେଲେ। ସଦାପ୍ରଭୁ ଇଶ୍ରାୟେଲର ରାଜା ପକହଙ୍କେ ଦ୍ବାରା ମଧ୍ଯ ଆହସ୍ଙ୍କୁ ପରାସ୍ତ କଲେ।

ଗୀତସଂହିତା 83:3

ସମାନେେ ତୁମ୍ଭର ଲୋକମାନଙ୍କ ବିରୁଦ୍ଧରେ ଗୁପ୍ତ ମନ୍ତ୍ରଣା କରନ୍ତି। ତୁମ୍ଭର ଶତ୍ରୁଗଣ ତୁମ୍ଭ ପ୍ରିଯ ଲୋକମାନଙ୍କ ବିରୁଦ୍ଧରେ ଯୋଜନା କରୁଛନ୍ତି।

ଯିଶାଇୟ 1:1

ଆମାେସଙ୍କର ପୁତ୍ର ଯିଶାଇୟଙ୍କର ଦର୍ଶନ, ପରମେଶ୍ବର ଯିହୁଦା ଓ ୟିରୁଶାଲମର ଯାହାସବୁ ଘଟିଥିଲା ସେସବୁ ଯିଶାଇୟଙ୍କୁ ଦଖାଇେଲେ ଉଷିୟ, ଯୋଥମ୍, ଆହସ୍ ଓ ହିଜକିଯଙ୍କ ରାଜତ୍ବ କାଳ ରେ ଯିହୁଦା ରେ ଯାହାସବୁ ଘଟିଥିଲା ଯିଶାଇୟ ଦର୍ଶନ କଲେ।

ଯିଶାଇୟ 7:4

ଆହସଙ୍କୁ କୁହ, ସାବଧାନ ଓ ସୁସ୍ଥିର ହୁଅ। ଭୟଭୀତ ହୁଅ ନାହିଁ।ସସହି ଦୁଇବ୍ଯକ୍ତି ଉତ୍ସୀନ ଓ ରମଲିଯର ପୁତ୍ରକୁ ଭୟ କରନାହିଁ।ସସ ଦୁଇଜଣ ଦୁଇଟି ନିଆଁଖୁଣ୍ଟା ସଦୃଶ। ଅତୀତସରସସମାଲନ ଜ୍ବଳନ୍ତ ଅଗ୍ନି ସଦୃଶ ଥିଲଲ। ମାତ୍ର ବର୍ତ୍ତମାନସସମାଲନ କଲବଳ ଧୂମ ସଦୃଶ। ଉତ୍ସୀନ, ଅରାମ ଓ ରମଲିଯର ପୁତ୍ରରସକାରଧକୁ ଭୟ କର ନାହିଁ।

ଯିଶାଇୟ 8:6

ମାରେ ପ୍ରଭୁ କହିଲେ, ଏହି ଲୋକମାନେ ଶୀଲୋହର ଧୀରଷୋର୍ତକୁ ଅଗ୍ରାହ୍ଯ କରି ଉତ୍ସୀନ୍ ଓ ରମଲୀଯର ପୁତ୍ର, ପକହେ ସହିତ ଆନନ୍ଦ କରୁଛନ୍ତି।

ଯିଶାଇୟ 8:9

ହେ ଗୋଷ୍ଠୀସମୂହ, ତୁମ୍ଭମାନେେ ୟୁଦ୍ଧ ପାଇଁ ପ୍ରସ୍ତୁତ ହୁଅ, ମାତ୍ର ତୁମ୍ଭମାନେେ ପରାସ୍ତ ହବେ। ହେ ଦୂର ଦେଶୀଯ ଲୋକମାନେ, ତୁମ୍ଭମାନେେ ଧ୍ଯାନପୂର୍ବକ ଶୁଣ। ତୁମ୍ଭମାନେେ ୟୁଦ୍ଧପାଇଁ ପ୍ରସ୍ତୁତ ହେଲବେି ତୁମ୍ଭମାନେେ ପରାଜିତ ହବେ।

Interlinear

Choose Theme