ଯିଶାଇୟ 57:8 · ଓଡ଼ିଆ ବାଇବେଲ
ପୁଣି କବାଟ ଓ ଚୌକାଠର ପଛ ରେ ତୁମ୍ଭେ ତୁମ୍ଭର ସ୍ମୃତିସ୍ତମ୍ଭ ସ୍ଥାପନ କରିଅଛ ; କାରଣ ତୁମ୍ଭେ ଆମ୍ଭକୁ ଛାଡ଼ି ଅନ୍ୟପ୍ରତି ନିଜକୁ ଅନାବୃତ କରି ଉପରକୁ ୟାଇଅଛ। ତୁମ୍ଭେ ନିଜର ଶୟ୍ଯା ବଢ଼ାଇ ସମାନଙ୍କେ ସହିତ ଚୁକ୍ତି କରିଅଛି। ତୁମ୍ଭେ ଯେଉଁଠା ରେ ଶୟ୍ଯା ଦେଖିଲ ତାହା ଭଲ ପାଇଅଛି।
Cross references
ଯିହିଜିକଲ 8:8
ତା'ପ ରେ ପରମେଶ୍ବର କହିଲେ, ହେ ମନୁଷ୍ଯ ପୁତ୍ର, ଏହି କାନ୍ଥକୁ ଖୋଳ। ତହୁଁ ମୁଁ ସହେି କାନ୍ଥ ଖୋଳିଲି ଓ ଏକ ସୁନ୍ଦର ଦ୍ବାର ଆବିଷ୍କାର କଲି।
ଯିହିଜିକଲ 16:25
ତୁମ୍ଭେ ପ୍ରେତ୍ୟକକ ରାସ୍ତା ମୁଣ୍ଡ ରେ ପାଦପୀଠ ପ୍ରସ୍ତୁତ କରିଅଛ ଓ ନିଜର ସୌନ୍ଦର୍ୟ୍ଯକୁ ଘୃଣା କରିଅଛ। ଆଉ ପ୍ରେତ୍ୟକକ ପଥିକ ପାଇଁ ନିଜର ବସ୍ତ୍ର କାଢ଼ି ପକାଇଛ, ତୁମ୍ଭର ବ୍ଯଭିଚାରୀତାର ସୀମା ନାହିଁ।
ଯିହିଜିକଲ 16:32
ତୁମ୍ଭେ ଜଣେ ବ୍ଯଭିଚାରିଣୀ ସ୍ତ୍ରୀ, ତୁମ୍ଭେ ସ୍ବାମୀକୁ ଛାଡ଼ି ଆଗନ୍ତୁକ ପୁରୁଷମାନଙ୍କୁ ୟୌନ ସହଚର ରୂପେ ପସନ୍ଦ କଲ।
ଯିହିଜିକଲ 23:2
ହେ ମନୁଷ୍ଯ ପୁତ୍ର, ସଠାେ ରେ ଏକ ମାତାର କନ୍ଯା ଦୁଇ ଭଉଣୀ ଥିଲେ।
ଯିହିଜିକଲ 23:41
ପୁଣି ରାଜକୀଯ ଶୟ୍ଯା ରେ ବସି, ତାହା ସମ୍ମୁଖ ରେ ମଜେ ସଜ୍ଜାଇ ତାହା ଉପ ରେ ଆମ୍ଭର ଧୂପ ଓ ତୈଳ ରଖିଲ।