ଅନ୍ୟ ଜଲଣ ଶ୍ରମିକ ସୁତାଧରି ସିନ୍ଦୂରସର ଚିହ୍ନସହାଇ କାଠ ଉପସର ରନ୍ଦା ବୁଲାଇ ପ୍ରତିମାର ଆକୃତି କଲର।ସସ ତା'ର ହତିଆର ଓ ମାପ ୟନ୍ତ୍ର ବ୍ଯବହାର କରି ଠିକ୍ ମନୁଷ୍ଯ ଆକୃତିର ପ୍ରତିମା ଗଢ଼ଲ।ସସ ପ୍ରତିମାଗୁଡ଼ିକ ଘସର କିମ୍ବା ମନ୍ଦିରସର ରହିବା ପାଇଁ ମନୁଷ୍ଯର ସୁନ୍ଦରତାସର ମନୁଷ୍ଯର ପ୍ରତିମାସର ତିଆରିସହାଇଛି।
Cross references
ଏହି ସମୟରେ ଲାବନ ମଷେପଲରୁ ଲୋମ ଛଦନେ କରିବାକୁ ୟାଇଥିଲା। ଯେତବେେଳେ ସେ ଯଇେଥିଲେ, ରାହେଲ ଆପଣା ପିତାଙ୍କର ଘରର ଦବେତାମାନଙ୍କୁ ଚୋରି କଲା।
ମୁଁ ଜାଣେ ଯେ ତୁମ୍ଭେ ସ୍ବଗୃହକୁ ୟିବାକୁ ଚାହୁଁଥିଲ। ଯେଉଁଥି ପାଇଁ ତୁମ୍ଭେ ସେ ସ୍ଥାନ ଛାଡ଼ିଲ। କିନ୍ତି ତୁମ୍ଭେ କାହିଁକି ମାରେ ଦବେତାମାନଙ୍କୁ ଚୋରାଇ ଆଣିଲ?
କିନ୍ତୁ ମୁଁ ତୁମ୍ଭର ଦବେତାଗଣଙ୍କୁ ଚୋରାଇ ଆଣି ନାହିଁ। ମାତ୍ର ତୁମ୍ଭେ ଯାହା ନିକଟରୁ ତାହା ପାଇବ ତାକୁ ହତ୍ଯା କରାୟିବ। ତୁମ୍ଭର ଲୋକମାନେ ମାରେ ସାକ୍ଷୀ ରହିଲେ। ତୁମ୍ଭର ଏଠା ରେ ଯାହାସବୁ ଅଛି ତୁମ୍ଭେ ତୁମ୍ଭର ଲୋବତାଗଣଙ୍କୁ ଖାଜେି ପାରିବ। ତୁମ୍ଭର ଯାହା ଅଛି ତୁମ୍ଭେ ନଇେ ପାରିବ। ରାହେଲ ତାହା ଚୋରି କରିଛନ୍ତି ବୋଲି, ଯାକୁବ ଜାଣି ନଥିଲେ।
ତେଣୁ ଯାକୁବ ତା'ର ପରିବାର ଓ ତା'ର ଦାସମାନଙ୍କୁ କହିଲେ, ତୁମ୍ଭମାନଙ୍କ ନିକଟରେ ଯେ ସବୁ ବିଦେଶୀଯ ଦବେତାଗଣ ଅଛନ୍ତି ସମାନଙ୍କେୁ ଦୂରକର, ନିଜ ନିଜକୁ ଶୁଚିକର ଏବଂ ବସ୍ତ୍ର ପରି ପରିବର୍ତ୍ତନ କର।
ତୁମ୍ଭମାନେେ କୌଣସି ପ୍ରତିମା ପୂଜା କରିବ ନାହିଁ, କି ସ୍ବର୍ଗ ରେ କିମ୍ବା ପୃଥିବୀ ରେ କିମ୍ବା ପୃଥିବୀ ନୀଚ୍ଚସ୍ଥ ଜଳ ରେ କୌଣସି ମୂର୍ତ୍ତି ନିର୍ମାଣ କରିବା ଉଚିତ୍ ନୁହଁ।
ତେଣୁ ସାବଧାନ ହକ୍ସ୍ଟଅ, ନଚେତ୍ ତୁମ୍ଭମାନେେ ଧ୍ବଂସ ହବେ। ଯଦି ତୁମ୍ଭମାନେେ କୌଣସି ପ୍ରତିମା କରି ପୂଜା କର, ଏପରି କୌଣସି ମୂର୍ତ୍ତି କର ନାହିଁ, ଯାହା କୌଣସି ଜିବୀତ ପୁରୁଷ ବା ସ୍ତ୍ରୀ ପରି ହାଇେଥିବ।
ସଠାେରେ ତୁମ୍ଭମାନେେ ମନକ୍ସ୍ଟଷ୍ଯର ହସ୍ତକୃତ କାଠମଯ ଓ ପ୍ରସ୍ତରମଯ ପକ୍ସ୍ଟଣି ଯେଉଁମାନେ ଦେଖନ୍ତି ନାହିଁ, କି ଶକ୍ସ୍ଟଣନ୍ତି ନାହିଁ କି ଭୋଜନ କରନ୍ତି ନାହିଁ, କି ଆଘ୍ରାଣ କରନ୍ତି ନାହିଁ, ଏପରି ଦବଗେଣର ସବୋ କରିବ।
' ଯେଉଁ ମନକ୍ସ୍ଟଷ୍ଯ କୌଣସି ଖାଦେିତ କିଅବା ଛାଞ୍ଚଢଳା ମୂର୍ତ୍ତୀ ନିର୍ମାଣ କରେ ଯାହା ସଦାପ୍ରଭୁ ଘୃଣା କରନ୍ତି ଏବଂ ଏହାକକ୍ସ୍ଟ ଏକ ଗୋପନ ସ୍ଥାନ ରେ ସ୍ଥାପନ କରେ, ସେ ଶାପଗ୍ରସ୍ତ ହବୋ ଉଚିତ୍।'
କିନ୍ତୁ ମୀଖା ସହେି ରୂପାଖଣ୍ତକକ୍ସ୍ଟ ତା'ର ମାକକ୍ସ୍ଟ ଫରୋଇ ଦଲୋ। ତା'ର ମା ଦକ୍ସ୍ଟଇଶହ ଖଣ୍ତ ରୂପା ସକ୍ସ୍ଟନାରିକକ୍ସ୍ଟ ଦିଅନ୍ତେ ସେ ଗୋଟିଏ ଢଳା ପ୍ରତିମା ବନାଇଲା ଓ ତାହା ମୀଖାର ଗୃହ ରେ ରହିଲା।
ସେ ଉତ୍ତର ରେ କହିଲେ, ମାରେ ହାତ ରେ ତିଆରି କରିଥିବା ପ୍ରତିମାମାନଙ୍କୁ ଓ ମାରେ ଯାଜକକକ୍ସ୍ଟ ତୁମ୍ଭମାନେେ ନଇେ ୟାଇଛ। ମାରେ ଆଉ କ'ଣ ବାକି ଅଛି? ଏବଂ ତଥାପି ତୁମ୍ଭେ ପଗ୍ଭରକ୍ସ୍ଟଛ, 'ସମସ୍ଯା କ'ଣ?'
ସହେି ପ୍ରତିମାମାନଙ୍କର ପାଟି ଅଛି କିନ୍ତୁ କଥା କହିପାରନ୍ତି ନାହିଁ। ସମାନଙ୍କେର ଆଖି ଅଛି କିନ୍ତୁ ଦେଖି ପାରନ୍ତି ନାହିଁ।
ଏହିପରି ସୂତ୍ରଧର ସ୍ବର୍ଣ୍ଣକାରକୁ ସାହସ ଦଲୋ ଓ ହାତୁଡ଼ି ରେ ସମାନ କରିବା ଲୋକ ୟୋଡ଼ କର୍ମ ଉତ୍ତମ ହାଇେଛି ବୋଲି କହି ନହାଇେ ରେ ପିଟିବା ଲୋକକୁ ଆଶ୍ବାସ ଦଲୋ, 'ପୁଣି ପ୍ରତିମାଟି ଯେପରି ଟଳମଳ ନ ହୁଏ,' ଏଥିପାଇଁ ସେ କଣ୍ଟା ରେ ତାହା ଦୃଢ଼ କଲା।'
ତା'ପ ରେ ପରମେଶ୍ବର ମାେତେ କହିଲେ, ହେ ମନୁଷ୍ଯ ପୁତ୍ର, ଇଶ୍ରାୟେଲ ବଂଶର ପ୍ରାଚୀନବର୍ଗ ପ୍ରେତ୍ୟକକ ନିଜ ନିଜ ପ୍ରତିମା ଗୃହ ରେ ଅନ୍ଧକାର ରେ ଯାହା କରୁଅଛନ୍ତି ତାହା କ'ଣ ତୁମ୍ଭେ ଦେଖିପାରିବ ? କାରଣ ସମାନେେ ଭାବନ୍ତି, 'ସଦାପ୍ରଭୁ ଆମ୍ଭମାନଙ୍କୁ ଦେଖନ୍ତି ନାହିଁ। ସଦାପ୍ରଭୁ ଦେଶକୁ ତ୍ଯାଗ କରିଛନ୍ତି।'
ଯେ ହତେୁ ଆମ୍ଭମାନେେ ପରମେଶ୍ବରଙ୍କ ସନ୍ତାନ ତେଣୁ ଆମ୍ଭମାନେେ ପରମେଶ୍ବରଙ୍କୁ ମନୁଷ୍ଯର କୌଶଳ ଓ କଳ୍ପନା ରେ ତିଆରି ପ୍ରତିମା ବୋଲି ଭାବିବା ନାହିଁ, ବା ସୁନା କି ରୂପା କି ପଥର ବୋଲି ମଧ୍ଯ ଭାବିବା ନାହିଁ।
ସମାନେେ ପରମେଶ୍ବରଙ୍କ ଚ଼ିରସ୍ଥାଯୀ ମହିମାକୁ ଛାଡ଼ି ଦେଲେ। ଲୋକେ ସହେି ମହିମାକୁ ମୂର୍ତ୍ତିପୂଜା ଦ୍ବାରା ବପୋର କଲେ। ଲୋକେ ଏହି ମୂର୍ତ୍ତିଗୁଡ଼ିକୁ ପକ୍ଷୀ, ପଶୁ ଓ ପରୀସୃପ ରୂପ ପ୍ରଦାନ କଲେ।