Home Bibles ଯିଶାଇୟ 44:10 · ଓଡ଼ିଆ ବାଇବେଲ
ଯିଶାଇୟ 44:10 · ଓଡ଼ିଆ ବାଇବେଲ

କିଏ ଏପରିସଦବତା ନିର୍ମାଣ କରିଛି ୟିଏ ଅଦରକାରୀ ଏବଂ ହାନିକାରକ ? କିଏ ଏପରି ପ୍ରତିମା ଗଠନ କରିଛି ?

Cross references

ପ୍ରଥମ ରାଜାବଳୀ 12:28

ତହୁଁ ରାଜା ତାଙ୍କର ଉପଦେଷ୍ଟାମାନଙ୍କ ସହିତ ବିଗ୍ଭର ବିମର୍ଷ କଲେ ଓ ସମାନେେ ତାଙ୍କୁ ଦୁଇଟି ସୁବର୍ଣ୍ଣର ଗୋବତ୍ସ ନିର୍ମାଣ କରିବାକୁ କହିଲେ। ପୁଣି ସେ ଲୋକମାନଙ୍କୁ କହିଲେ, ତୁମ୍ଭର ୟିରୁଶାଲମକୁ ଉପାସନା କରିବା ପାଇଁ ୟିବା ଦରକାର ନାହିଁ। ହେ ଇଶ୍ରାୟେଲର ସନ୍ତାନଗଣ, ତୁମ୍ଭ ଦବେତାମାନଙ୍କୁ ଦେଖ, ସମାନେେ ତୁମ୍ଭକୁ ମିଶର ଦେଶରୁ ବାହାର କରି ଆଣିଲେ।

ଗୀତସଂହିତା 115:4

ଅନ୍ୟ ଜାତିଗଣର ଦବଗେଣ ସମାନଙ୍କେ ହସ୍ତକୃତ ସୁନା ଓ ରୂପାର ନିର୍ମିତ ପ୍ରତିମା ଅଟନ୍ତି। ଏହି ପ୍ରତିମାଗୁଡ଼ିକ ମନୁଷ୍ଯମାନଙ୍କ ହସ୍ତରେ ତିଆରି ହାଇେଥିଲେ।

ଯିଶାଇୟ 41:29

ସମାନେେ ସମସ୍ତେ ଅସାର ଓ ସମାନଙ୍କେର କର୍ମସବୁ ତୁଚ୍ଛ। ସମାନେେ ଛାଞ୍ଚ ରେ ଢ଼ଳା ବାଯୁଶୂନ୍ଯ ପ୍ରତିମାଗଣ ମାତ୍ର।

ଯିଶାଇୟ 45:20

ହେ ନାନା ଦେଶୀଯ ରକ୍ଷାପ୍ରାପ୍ତ ଲୋକମାନେ, ତୁମ୍ଭମାନେେ ଏକତ୍ରୀତ ହାଇେ ଆସ। ଏକ ସଙ୍ଗେ ନିକଟକୁ ଆସ। ଯେଉଁମାନେ ନିଜର ଖାଦେିତ ପ୍ରତିମାର କାଠ ବହନ କରି ବୁଲନ୍ତି ଓ ପରିତ୍ରାଣ କରିବାକୁ ଅସମର୍ଥ ଦବେତା ନିକଟରେ ପ୍ରାର୍ଥନା କରନ୍ତି, ସମାନଙ୍କେର କିଛି ଜ୍ଞାନ ନାହିଁ।

ଯିରିମିୟ 10:5

ସେସବୁ ତାଳଗଛ ତୁଲ୍ଯ, କୁନ୍ଦା ଓ କଥା କହନ୍ତି ନାହିଁ। ସମାନଙ୍କେୁ ବହନ କରିବାକୁ ହୁଏ କାରଣ ସମାନେେ ଚାଲିପାରନ୍ତି ନାହିଁ। ତେଣୁ ସମାନଙ୍କେୁ ଭୟ କର ନାହିଁ, କାରଣ ସମାନେେ ଅମଙ୍ଗଳ କରିପାରିବେ ନାହିଁ କିଅବା ମଙ୍ଗଳ କରିବାକୁ ସମାନଙ୍କେର ଶକ୍ତି ନାହିଁ।

ଦାନିଏଲ 3:1

ରାଜା ନବୂଖଦ୍ନିତ୍ସର ଷାଠିଏ ହାତ ଉଚ୍ଚ ଓ ଛଅହାତ ପ୍ରସ୍ଥ ଏକ ସୁବର୍ଣ୍ଣମଯ ପ୍ରତିମା ନିର୍ମାଣ କଲା। ସେ ପ୍ରତିମାଟିକୁ ବାବିଲ ପ୍ରଦେଶର ଦୂରା ନାମକ ପଦା ରେ ସ୍ଥାପନ କଲା।

ଦାନିଏଲ 3:14

ଆଉ ନବୂଖଦ୍ନିତ୍ସର ସମାନଙ୍କେୁ ପଚାରିଲେ, ହେ ଶଦ୍ରକ, ମୈଶକ୍ ଓ ଅବେଦ୍-ନଗୋ, ଏହା କଣ ସତ୍ଯ, ତୁମ୍ଭମାନେେ ମାରେ ଦବେତାଗଣର ପୂଜା କରୁନାହିଁ ଓ ମାରେସ୍ଥାପିତ ସୁବର୍ଣ୍ଣମଯ ପ୍ରତିମାକୁ ପ୍ରଣାମ କରୁନାହିଁ।

ହବକକୂକ 2:18

ଖାଦେିତ ପ୍ରତିମା ରେ କି ଲାଭ ଯେ, ଏହା ଜଣେ ଲୋକ ନିର୍ମାଣ କଲା ଏବଂ ଏହାକୁ ଖାଦେନ କଲା। ଧାତୁର ମୂର୍ତ୍ତି ରେ କଣ ଲାଭ ଅଛି? ଏହା ମିଥ୍ଯା ଶିକ୍ଷା ଦିଏ। ତେଣୁ ନିର୍ମାଣକାରୀ କାହିଁକି ଏଥି ରେ ବିଶ୍ବାସ କରିବ? ଏପରିକି ସେ ମୂର୍ତ୍ତି କଥା କହିପାରିବ ନାହିଁ।

ରେରିତମାନଙ୍କ କାର୍ଯ୍ୟର ବିବରଣ 19:26

ତୁମ୍ଭମାନେେ ଦେଖୁଛ ଓ ଶୁଣୁଛ ଯେ, ଏହି ପାଉଲ କବଳେ ଏଫିସ ନଗର ରେ ନୁହେଁ, ପୁରା ଏସିଆ ରେ ଲୋକମାନଙ୍କୁ ମତଇେ ପ୍ରଭାବିତ କରୁଛି। ସେ କହୁଛି ଯେ, ମନୁଷ୍ଯର ହାତ ତିଆରି ଦବେତାମାନେ ପ୍ରକୃତ ଦବେତା ନୁହଁନ୍ତି।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 8:4

ଅତଏବ ମାଂସ ଖାଇବା ବିଷୟ ରେ ମୁଁ ଏହା କ ହେ ଯେ, ଆମ୍ଭେ ଜାଣୁ ଯେ ଜଗତ ରେ ପ୍ରକୃତ ରେ ପ୍ରତିମା ବୋଲି କିଛି ନାହିଁ। ଏବଂ ଆମ୍ଭେ ଜାଣୁ ଯେ ଜଣେ ମାତ୍ର ପରମେଶ୍ବର ଅଛନ୍ତି।

Interlinear

Choose Theme