Home Bibles ଯିଶାଇୟ 42:12 · ଓଡ଼ିଆ ବାଇବେଲ
ଯିଶାଇୟ 42:12 · ଓଡ଼ିଆ ବାଇବେଲ

ସମାନେେ ସଦାପ୍ରଭୁଙ୍କୁ ମହିମା ଦିଅନ୍ତୁ ଓ ଦ୍ବୀପ ସମୂହ ମଧିଅରେ ତାଙ୍କର ପ୍ରଶଂସା ପ୍ରଚାର କରନ୍ତୁ।

Cross references

ଗୀତସଂହିତା 22:27

ଦୂର ଦୂରାନ୍ତ ଦେଶର ଲୋକମାନେ ସଦାପ୍ରଭୁଙ୍କୁ ସ୍ମରଣ ରଖି ତାଙ୍କ ନିକଟକୁ ଆସନ୍ତୁ। ବିଦେଶର ଲୋକମାନେ ତାଙ୍କୁ ପ୍ରଣାମ କରନ୍ତୁ।

ଗୀତସଂହିତା 96:3

ଜାତିମାନଙ୍କୁ କୁହ ୟେ, ପରମେଶ୍ବର ଆଶ୍ଚର୍ୟ୍ଯଜନକ ଅଟନ୍ତି। ପରମେଶ୍ବରଙ୍କ ପ୍ରକୃତ ଆଶ୍ଚର୍ୟ୍ଯ କର୍ମମାନ ବିଷଯରେ ସନ୍ତାନଗଣଙ୍କୁ କୁହ।

ଗୀତସଂହିତା 97:1

ସଦାପ୍ରଭୁ ଶାସନ କରନ୍ତି। ସକଳ ପୃଥିବୀ ଆନନ୍ଦ ହେଉ। ଦୂର ସଦୃଶ ଭୂମି ମଧ୍ଯ ଆନନ୍ଦିତ ହୁଅନ୍ତୁ।

ଗୀତସଂହିତା 117:1

ହେ ସମସ୍ତ ଜାତିଗଣ, ସଦାପ୍ରଭୁଙ୍କର ପ୍ରଶଂସା କର। ହେ ସମସ୍ତ ଲୋକ, ସଦାପ୍ରଭୁଙ୍କର ପ୍ରଶଂସା କର।

ଯିଶାଇୟ 24:15

ସହେି ଲୋକମାନେ କହିବେ, ହେ ପୂର୍ବ ଦେଶର ଲୋକମାନେ, ତୁମ୍ଭମାନେେ ସଦାପ୍ରଭୁଙ୍କର ପ୍ରଶଂସା କର। ହେ ଦୂରଦେଶର ଲୋକମାନେ, ଇଶ୍ରାୟେଲର ପରମେଶ୍ବର ସଦାପ୍ରଭୁଙ୍କର ଗୌରବ ପ୍ରଶଂସା କର।'

ଯିଶାଇୟ 42:4

ସେ ପୃଥିବୀ ରେ ନ୍ଯାଯ ବିଚାର ପ୍ରତିଷ୍ଠା ନ କରିବା ପର୍ୟ୍ଯନ୍ତ ନିସ୍ତଜେ କିମ୍ବା ହୀନବଳ ହବେେ ନାହିଁ। ଆଉ ଦ୍ବୀପନିବାସୀ ତାଙ୍କର ପ୍ରଚାର ରେ ବିଶ୍ବାସ ରଖିବେ।'

ଯିଶାଇୟ 66:18

କାରଣ ଆମ୍ଭେ ସମାନଙ୍କେର କାର୍ୟ୍ଯ ଓ ଶିକ୍ଷାପ୍ରଣାଳୀ ଜାଣୁଁ, ସର୍ବଦେଶୀଯ ଓ ଭାଷାବାଦି ଲୋକଙ୍କୁ ଆମ୍ଭର ସଂଗ୍ରହ କରିବାର ସମୟ ଆସୁଅଛି ଓ ସମାନେେ ଆସି ଆମ୍ଭର ମହିମା ଦେଖିବେ।

ରୋମୀୟଙ୍କ ପ୍ରତି ପତ୍ର 15:9

ଅଣଯିହୂଦୀ ଲୋକେ, ପରମେଶ୍ବରଙ୍କ ଦ୍ବାରା ପ୍ରଦତ୍ତକରୁଣା ପାଇଁ, ତାହାଙ୍କୁ ମହିମା ପ୍ରଦାନ କରି ପାରିବେ ସେଥିପାଇଁ ମଧ୍ଯ ସେ ଏହା କଲେ। ଶାସ୍ତ୍ର କୁ ହେ:

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 5:9

ସମାନେେ ମଷେଶାବକଙ୍କ ପାଇଁ ଗୋଟିଏ ନୂତନ ଗୀତ ଗାନ କଲେ :

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 7:9

ତା'ପରେ ମୁଁ ବହୁତ ଲୋକଙ୍କୁ ଦେଖିଲି। ସେଠ ରେ ଏତେଲୋକ ଥିଲେ ଯେ, କହେି ସମାନଙ୍କେୁ ଗଣିପାରିବ ନାହିଁ। ସମାନେେ ପ୍ରେତ୍ୟକକ ଜାତି, ଗୋଷ୍ଠୀ, ବଂଶୀୟ ଓ ଭାଷାବାଦୀର ଲୋକ ଥିଲେ। ସହେି ଲୋକମାନେ ସିଂହାସନ ଓ ମଷେଶାବକଙ୍କ ସାମନା ରେ ଠିଆ ହାଇେଥିଲେ। ସମାନେେ ସମସ୍ତେ ଧଳା ରାଜ ପୋଷାକ ପିନ୍ଧିଥିଲେ। ସମାନଙ୍କେର ହାତ ରେ ଖଜୁରିବାହୁଙ୍ଗା ଥିଲା।

Interlinear

Choose Theme