Home Bibles ଯିଶାଇୟ 41:26 · ଓଡ଼ିଆ ବାଇବେଲ
ଯିଶାଇୟ 41:26 · ଓଡ଼ିଆ ବାଇବେଲ

କିଏ ଆଦ୍ଯରୁ ଏହା ପ୍ରକାଶ କରିଅଛି ? ତାହା ହେଲେ ଆମ୍ଭମାନେେ ପରମେଶ୍ବର ବୋଲି ଜାଣିବା। ତୁମ୍ଭମାନଙ୍କ ମଧ୍ଯରୁ କହେି ଜଣେ ପ୍ରକାଶ କରିଅଛି କି? ଆମ୍ଭେ ତୁମ୍ଭକୁ ଧାର୍ମିକ ବୋଲି କହିବୁ। ନା, ପ୍ରକାଶକାରୀ କହେି ନାହିଁ କି ଦଖାଇବୋ ଲୋକ କହେି ନାହିଁ। ତୁମ୍ଭମାନଙ୍କ କଥା ଶୁଣିବା ଲୋକ ମଧ୍ଯ କହେି ନାହିଁ।

Cross references

ଯିଶାଇୟ 41:22

ତୁମ୍ଭର ପ୍ରତିମାଗଣ ଆସନ୍ତୁ ଓ ଯାହା ଯାହା ଘଟୁଅଛି, ଆମ୍ଭ ନିକଟରେ ପ୍ରକାଶ କରନ୍ତୁ।

ଯିଶାଇୟ 43:9

ସବୁ ଦେଶର ଓ ସବୁ ଗୋଷ୍ଠୀର ଲୋକମାନେ ଏକତ୍ରୀତ ହୁଅନ୍ତୁ। ସମାନଙ୍କେ ମଧ୍ଯରୁ କିଏ ଏହା ପ୍ରକାଶ କରିପା ରେ ଓ ଆଦ୍ଯ ବିଷଯମାନ ଦଖାଇେ ଦଇପୋ ରେ ? ସମାନେେ ଦୋଷମୁକ୍ତ ହବୋକୁ ନିଜ ନିଜର ସାକ୍ଷୀ ଆଣନ୍ତୁ ଓ ସମାନେେ ପୁଣି ଏହା ସତ୍ଯ ବୋଲି କୁହନ୍ତୁ।'

ଯିଶାଇୟ 44:7

ଆମ୍ଭ ତୁଲ୍ଯ ଅନ୍ୟ ପରଲମଶ୍ବର ନାହାଁନ୍ତି। ଯଦି ଥାଆନ୍ତିସତଲବସସ ବର୍ତ୍ତମାନ ଆସି କୁହନ୍ତୁ।ସସ ଯଦି ଆମ୍ଭପରି,ସତଲବ ଆସି ପ୍ରମାଣ କରନ୍ତୁ।ସସ ମଧ୍ଯ କୁହନ୍ତୁ ଆମ୍ଲଭ ପୁରାତନସଲାକମାନଙ୍କୁ ସୃଷ୍ଟି କଲାସବଲଳ କ'ଣସବୁ ଘଟିଥିଲା।ସସ ମଧ୍ଯ ଭବିଷ୍ଯତସର କ'ଣ ଘଟିବ ତାହାର ସଙ୍କଲତ ଦିଅନ୍ତୁ।

ଯିଶାଇୟ 45:21

ତୁମ୍ଭମାନେେ ଆସ ଓ ତାହା ଉପସ୍ଥିତ କର ; ସମାନେେ ପରସ୍ପର ମନ୍ତ୍ରଣା କରନ୍ତୁ।

ହବକକୂକ 2:18

ଖାଦେିତ ପ୍ରତିମା ରେ କି ଲାଭ ଯେ, ଏହା ଜଣେ ଲୋକ ନିର୍ମାଣ କଲା ଏବଂ ଏହାକୁ ଖାଦେନ କଲା। ଧାତୁର ମୂର୍ତ୍ତି ରେ କଣ ଲାଭ ଅଛି? ଏହା ମିଥ୍ଯା ଶିକ୍ଷା ଦିଏ। ତେଣୁ ନିର୍ମାଣକାରୀ କାହିଁକି ଏଥି ରେ ବିଶ୍ବାସ କରିବ? ଏପରିକି ସେ ମୂର୍ତ୍ତି କଥା କହିପାରିବ ନାହିଁ।

Interlinear

Choose Theme